ଆପଣ ଲକ୍ଷାଧିକ ଚେଷ୍ଟା କରିବାପରେ ବି ଏହି ୫ ଟି କାମ କେବେ କରିପାରିବେ ନାହିଁ , ଚେଷ୍ଟା କରିଦେଖିନିଅନ୍ତୁ…
ଏହି ଦୁନିଆଁରେ ସବୁ ପ୍ରକାରର ଲୋକ ରୁହନ୍ତି , କିଛି ତ ନିଜର ଆପଣଙ୍କୁ ସବୁଠାରୁ ଅଲଗା ମାନନ୍ତି , ଏମିତି ଲୋକଙ୍କ ଅନୁସାରେ ଦୁନିଆଁ ସବୁ କାମ ମାହିର୍ ହୋଇଥାନ୍ତି , କିନ୍ତୁ ଏମିତି ନୁହେଁ , ଦୁନିଆଁରେ ବହୁତ ସାରା ଏପରି କାମ ଅଛି ଯାହା କରିବା ସମସ୍ତ ପକ୍ଷେ ସମ୍ଭବପର ନୁହେଁ , ଏବେ ଆପଣ ଭାବୁଥିବେ କି କେଉଁ ସେ କାମ ଅଟେ , ଯାହା ବିଷୟରେ କଥା ହେଉଛୁ , ଆପଣଙ୍କୁ କହିଦେବୁ କି ସବୁ କାମ ଆପଣଙ୍କ ବଡି ସହ ଯୋଡି ହୋଇଛି ।ଏହି କାମକୁ କରିବାକୁ ପାଇଁ ନିଜ ବଡିର ଅଙ୍ଗଗୁଡିକ ବ୍ୟବହାର କରିବାର ଅଛି , କିନ୍ତୁ ଏହାକୁ କରିପାରିବା ଏତେ ସହଜ ନୁହେଁ , ଯାହା ଶୁଣିବାକୁ ଅଜବ ଲାଗୁଥିବ , ତେବେ ଆସନ୍ତୁ ଆଜି ଆମେ ସେହି ୫ ଟି କାମ ବିଷୟରେ କହିବୁ , ଯାହାଙ୍କୁ କରିବା ବହୁତ ଅସୁବିଧା ହୋଇଥାଏ ।
୧) ନିଜ ଜିଭକୁ କହୁଣୀରେ ଛୁଆଁଇବା : ଏହା ଶୁଣିବା ପରେ ଆପଣଙ୍କୁ ଏମିତି ଲାଗୁଥିବ କି ଏହା କେଉଁ ବଡ ମୁସକିଲ୍ କାମ ଅଟେ ,କିନ୍ତୁ କହିଦେବୁ କି ଏହା ଶୁଣିବାକୁ ଯେତେ ସହଜ ଲାଗୁଛି ଏହା କରିବାକୁ ସେତେ ସହଜ ନୁହେଁ , ନିଜ ଜିଭକୁ କହୁଣିରେ ଛୁଇଁବାକୁ ଚେଷ୍ଟା କରିଲେ କେବେ ବି କରିପାରିବେ ନାହିଁ , ବିଶ୍ୱାସ ହେଉନି ଯଦି ଥରେ କରିକି ଦେଖନ୍ତୁ ।
୨) ବିନା ଆଖି ବୁଜି ଛିଙ୍କିବା : ଏହା ଶୁଣିକରି କଠିନ ଲାଗୁନଥିବ , କିନ୍ତୁ ଆପଣ ଏହି କଥାକୁ ଜାଣିନିଅନ୍ତୁ , ଏମିତି ଆଜି ପର୍ଯ୍ୟନ୍ତ କେହି ବି କରିପାରିନାହାନ୍ତି , ଯଦି ମୁସକିଲ୍ କାମକୁ କରିବାରେ ମାହିର୍ ହୋଇଥିବେ ତେବେ କରିପାରିବେ , କିନ୍ତୁ ଆପଣଙ୍କ ସୁଚେଇ ଦେବୁ କି ଲକ୍ଷାଧିକ ଚେଷ୍ଟା କଲେ ବି ଏହି କାମକୁ କରିପାରିବେ ନାହିଁ , ଥରେ ନିଶ୍ଚିତ ଟ୍ରାଇ କରନ୍ତୁ , ଯଦି କରିଦେବେ ତେବେ ଆପଣ ହିଁ ପ୍ରଥମ ବ୍ୟକ୍ତି ହେବେ ଯିଏ ଏହି କାମକୁ କରିବାରେ ଇତିହାସ ରଚିବେ ।
୩) ପାଦର ଟ୍ରିକ୍ : ଯଦି ଆପଣଙ୍କୁ ଏହା ଭ୍ରମ ଲାଗୁଛି ତେବେ ଆପଣ ଏକା ସାଙ୍ଗେ ବହୁତ କାମ କରିବାରେ ମାହିର୍ ଅଛନ୍ତି , ତେବେ ଏହି କାମ ଆପଣଙ୍କ ପାଇଁ ଅଟେ, ଆଜି ଆମେ ଆପଣଙ୍କୁ ପାଦର ଏକ ଟ୍ରିକ୍ ବିଷୟରେ କହିବୁ , ଏହାକୁ କରିବାକୁ ହେଲେ ପ୍ରଥମେ ଡାହାଣ ଗୋଡକୁ ତଳୁ ଉଠାନ୍ତୁ , ଓ କ୍ଲକ୍ ୱାଇଜ୍ ବୁଲାନ୍ତୁ , ଏବେ ବାଁ ଗୋଡକୁ ଉଠାଇକରି ଏହାକୁ ଆଣ୍ଟି କ୍ଲକ୍ ୱାଇଜ୍ ବୁଲାନ୍ତୁ , ଯଦି ଏମିତି କରିପାରିବେ ତେବେ ସତରେ ଦୁନିଆଁର ମହାନ୍ ବ୍ୟକ୍ତି ହୋଇଯିବେ ।
୪) ଆଙ୍ଗୁଠିର ଟ୍ରିକ୍ : ମୁସକିଲ୍ କାମକୁ କରିଦେଖାଇବା ସମସ୍ତଙ୍କ ସଉକ ହୋଇଥାଏ ଏହି କାମ ବି ଆପଣଙ୍କ ପାଇଁ ହୋଇଛି , ଆଜି ଆମେ ଆପଣଙ୍କୁ ଆଙ୍ଗୁଠିର ଏପରି ଏକ ଟ୍ରିକ୍ ବିଷୟରେ କହିବୁ , ଯାହା ଆପଣ କରିପାରିବେ , ସବୁଠାରୁ ପ୍ରଥମେ ନିଜ ମଧ୍ୟମା ଆଙ୍ଗୁଟି ହାତ ଆଡକୁ ମୋଡି ପ୍ଲେନ୍ ଜାଗାରେ ରଖନ୍ତୁ , ଏହାପରେ ଆଙ୍ଗୁଠି ଉଠାନ୍ତୁ , ଓ ସବୁଠାରୁ ଛୋଟ ଆଙ୍ଗୁଠି ଉଠାନ୍ତୁ , ଓ ତର୍ଜନୀ ଆଙ୍ଗୁଠି ବି ଉଠାନ୍ତୁ , ଏହାପରେ ଆପଣଙ୍କ ରିଙ୍ଗ୍ ଫିଙ୍ଗର୍ ମାନେ ଅନାମିକ ଆଙ୍ଗୁଠି ଉଠାଇବା ଚେଷ୍ଟା କରନ୍ତୁ , ବିଶ୍ୱାସ କରନ୍ତୁ ଯଦି ଏହା କରିଦେଲେ ତେବେ ଆପଣ ଏଥିରେ ମହାରଥ ହାସିଲ୍ କରିଦେବେ ।
୫) ଜିଭକୁ ନାକରେ ଛୁଆଁଇବା : ଏମିତି କରିବା ସାଧାରଣ ବ୍ୟକ୍ତିର ପାଇଁ ସମ୍ଭବପର ନୁହେଁ , କେଉଁ ସାଧାରଣ ଲୋକ ଜିଭ ଏତେ ଲମ୍ବା ହୋଇନଥାଏ ,ସେମିତି ଏଇ କାମକୁ କରିବା ବି ଅସମ୍ଭବ ନୁହେଁ , କାରଣ ଏହି ଦୁନିଆଁରେ ଏମିତି ଲୋକ ବି ଅଛନ୍ତି ଯାହାଙ୍କର ଜିଭ ସାମାନ୍ୟ ତୁଳନାରେ ଅଧିକା ଲମ୍ବା ହୋଇଥାଏ , ସେ ଲୋକ ଜିଭକୁ ନାକରେ ଛୁଆଁଇବା ପରି କାମ ସହଜରେ କରିପାରନ୍ତି ।