December 26, 2024

Odia Express

Leading Odia News Portal of Odisha

ମହିଳା ପ୍ରିନ୍ସିପାଲ୍ ବଦଳାଇଲେ ସ୍କୁଲ୍ ର ଏପରି ନକ୍ସା , ସୁରତ୍ ପ୍ରାଇଭେଟ୍ ସ୍କୁଲ୍ ଛାଡିକରି ଏଠାକୁ ପଢିବାକୁ ଆସିଲେ ଛୁଆ – ଏବେ ଦେଖିନିୟନ୍ତୁ..

ଯଦି କିଏ ଟିକିଏ ବି ପଇସା କମାଉଛି , ତେବେ ସେ ସରକାରୀ ପ୍ରାଇମେରୀ ସ୍କୁଲ୍ କୁ ଅଛୁତ ବୁଝିକରି ନିଜ ଛୁଆଙ୍କୁ ପ୍ରାଇଭେଟ୍ ସ୍କୁଲ୍ ରେ ପଠାଏ । କିନ୍ତୁ ମେରଠର ରଜପୁରା ଇଲାକାରେ ସରକାରୀ ପ୍ରାଇମେରି ବିଦ୍ୟାଳୟର ଟିଚର୍ ପୁଷ୍ପା ଯାଦବ ଲୋକଙ୍କର ଏହି ଧାରଣାକୁ ବଦଳାଇଦେଲେ , ସରକାରୀ ଅଟେ , କିନ୍ତୁ ଏହି ସ୍କୁଲ୍ ଇଲାକାର ପ୍ରାଇଭେଟ୍ ସ୍କୁଲ୍ କୁ ମାତ୍ ଦେଇଛି , ଛୁଆ ତଳେ ବସୁନାହାନ୍ତି , ଫର୍ଣ୍ଣିଚର୍ ଅଛି,  ଟାଇଲ୍ସ ଅଛି , କାନ୍ଥରେ ପେଣ୍ଟିଙ୍ଗ୍ ହୋଇଛି, ଦିବ୍ୟାଙ୍ଗ ଛୁଆଙ୍କ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି , ସମର କ୍ୟାମ୍ପ୍ ହୋଇଥାଏ , ଏଠାରେ ଛୁଆଙ୍କ ପାଇଁ ଲାଇବ୍ରେରୀ ବି ଅଛି, ହେଲଥ୍ କ୍ୟାମ୍ପ୍ ହୋଇଥାଏ , ରୋଜଗାର ପରକ ଟ୍ରେନିଙ୍ଗ୍ ବି ଦିଆଯାଇଥାଏ , ଉତ୍ତର ପ୍ରଦେଶର ସଂମ୍ଭବତଃ ପ୍ରଥମ ଏମିତି ସ୍କୁଲ୍ ଅଛି ଯେଉଁଠି ଏଲ୍ ଇଡି ଜରିଆରେ ସ୍ମାର୍ଟ କ୍ଲାସେସ୍ ହୋଇଥାଏ । ଏଥିପାଇଁ ଲୋକେ ନିଜ ଛୁଆଙ୍କୁ ପ୍ରାଇଭେଟ୍ ସ୍କୁଲ୍ ରୁ ବାହାର କରି ଏହି ସ୍କୁଲ୍ ରୁ ପଠାଇଥାନ୍ତି ,

ମେରଠର ପ୍ରାଇମେରୀ ବିଦ୍ୟାଳୟ ରଜପୁରା ଏବେ ଦ୍ୱିତୀୟ ଜାଗା ପରି ଥିଲା , କିନ୍ତୁ ଏବେ ଫଟୋ ବଦଳିଯାଇଛି, ଏହାର କାରଣ ହୋଇଛି ହେଡ୍ ଟିଚର୍ ପୁଷ୍ପା ଯାଦବ, ସେ କହନ୍ତି କି ୨୦୧୩ ରେ ଯେବେ ବିଦ୍ୟାଳୟ ହେଡ୍ ଟିଚର୍ ହୋଇକରି ସେ ଆସିଥିଲେ , ସ୍କୁଲ୍ ଭିତରେ ସବୁ ପଶୁ ବନ୍ଧା ହେଉଥିଲେ ,

ପୁଷ୍ପା କହନ୍ତି କି ସେ ଯେବେ ଟଙ୍କା ଖର୍ଚ୍ଚ କରି ଗେଟ୍ ଲଗାଇଲେ , ସ୍କୁଲ୍ ର କାନ୍ଥକୁ ପେଣ୍ଟିଙ୍ଗ୍ ନିଜ ଭାଉଜଙ୍କ ସହ୍ ମିଶି କରିଲେ , ସଫା କରିଲେ , ସ୍ଥାନୀୟ ଜନପ୍ରତିନିଧି ସାମାଜିକ ସଂଗଠନଙ୍କୁ ସଂମ୍ପର୍କ କରିଲେ , ଫର୍ଣ୍ଣିଚର୍ ଦେଲେ , ସ୍ମାର୍ଟ କ୍ଲାସ୍ ପାଇଁ ଏଲ୍ ଇଡି ଲଗାଇଲେ , ଲାଇବ୍ରେରୀରେ ଛୁଆଙ୍କୁ ପଢାଇବାପାଇଁ ଅଲଗା ଟାଇମ୍ ଦିଆଯାଏ , ଲାଇବ୍ରେରୀରେ ବହି ସେ ନିଜେ ଏକାଠି କରିଛନ୍ତି , ଖେଳର ସାମାନ୍ , ଛୁଆଙ୍କ ରୋଜଗାର୍ ପରକ ଶିକ୍ଷା ପ୍ରଶିକ୍ଷଣ ଝିଅଙ୍କର ସିଲେଇ ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣ ଦିଆଯାଈଥାଏ ।

Leave a Reply

Your email address will not be published. Required fields are marked *