September 14, 2024

Odia Express

Leading Odia News Portal of Odisha

ପେଟ ଓ ଅଣ୍ଟାର ଚର୍ବୀକୁ ବରଫ ପରି ତରଳାଇଦେବ ଏହି ପୌରାଣିକ ତରିକା , ଥରେ ନିଶ୍ଚିତ ପ୍ରୟୋଗ କରନ୍ତୁ ଓ ଦେଖିନିୟନ୍ତୁ…

ପେଟ ଓ ଅଣ୍ଟାରେ ଚର୍ବୀ ହେବା ସମସ୍ୟା ସାଧାରଣତଃ ଭୁଲ୍ ଜୀବନଶୈଳି ଯୋଗୁଁ ହେବା ଦ୍ୱାରା ଦେଖିବାକୁ ମିଳିଥାଏ । ଆଜିର କର୍ମବ୍ୟସ୍ତତା ଜୀବନଶୈଳୀକୁ ନେଇ ଲୋକେ ନିଜ ଶରୀରର ସଠିକ୍ ଯତ୍ନ ନେଇପାରୁନଥିବାର ଦେଖାଯାଇଛି , ଯାହା ଦ୍ୱାରା ସେମାନେ ବହୁତ ରୋଗ ଦ୍ୱାରା ଗ୍ରସିତ ହୁଅନ୍ତି , ଲୋକେ ନିଜ ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତି ନାହିଁ , ଓ କିଛି ଲୋକେ ବାହାର ଖାଦ୍ୟ ଖାଇବାକୁ ଲାଗନ୍ତି । କିଛି ଏପରି ସମସ୍ୟା ଯୋଗୁଁ ପେଟ ଓ ଅଣ୍ଟାରେ ଚର୍ବୀ ହେବାର କାରଣ ହୋଇଥାଏ , ଚାଲନ୍ତୁ ଜାଣିବା ପେଟ ଓ ଅଣ୍ଟାରେ ଚର୍ବୀ ହେବାର ମୁଖ୍ୟ କାରଣ ଓ ତାର ନିରାକରଣ କିପରି କରାଯାଇପାରିବ ସେହି ବିଷୟରେ ଜାଣିବା  ।

ଏହି ଉପାୟ କରିବାପାଇଁ ଆପଣଙ୍କୁ ଗୋଟେ କପ୍ ଗରମ ପାଣି ନେବାର ଅଛି , ଏବେ ଆପଣଙ୍କୁ ବଜାରରୁ କିମ୍ବା ଘରେ ଥିବା ମହୁ ଆଣିବାର ଅଛି , ମହୁକୁ ନେଇ ଆପଣ ସେଥିରେ କିଛି ପରିମାଣର କଳା ଲଙ୍କା ମିଶାଇଦେବାର ଅଛି ।

ବିଧି କିମ୍ବା ପ୍ରୟୋଗ : ସବୁଠାରୁ ପ୍ରଥମେ ଏକ କପ୍ ରେ ଗରମ ପାଣି ନେବାର ଅଛି , ଏବେ ସେଥିରେ ମହୁ ମିଶାଇ ତାକୁ ଭଲ ଭାବରେ ମିଶ୍ରଣ କରିଦେବାର ଅଛି , ମହୁ ମିଶାଇବା ପରେ ଏବେ ଏହାର ଘୋଳକୁ ଏକ ଚାମଚ କଳା ଲଙ୍କା ମିଶାଇଦେବାର ଅଛି , ଓ ଏହାକୁ ମିଶ୍ରଣ କରି ସବୁଦିନ ରାତିରେ ଖାଇବା ଏକ ଘଣ୍ଟା ପରେ ଏହାକୁ ସେବନ କରିବାର ଅଛି, ମାତ୍ର ୧୦-୧୫ ଦିନ ମଧ୍ୟରେ ଆପଣଙ୍କୁ ଏହାର ଫରକ ନଜର ଆସିଯିବ ।

ଧ୍ୟାନ ରଖନ୍ତୁ ଯଦି ୫ ଦିନ ମଧ୍ୟରେ ଏହାର କୌଣସି ସାଇଡ୍ ଇଫେକ୍ଟ ଦେଖାଗଲେ ତେବେ ଏହି ଉପାୟକୁ ସେବନ କରିବା ବନ୍ଦ କରିଦିଅନ୍ତୁ , କାରଣ କଳା ଲଙ୍କାରେ ଅଧିକାଂଶ ଲୋକଙ୍କୁ ସୁଟ୍ କରେ ନାହିଁ , ଯଦି ଆପଣ ଏକ ଗର୍ଭବତୀ ମହିଳା ହୋଇଥାନ୍ତି ତେବେ ଏହାର ସେବନ ଭୁଲ୍ ରେ ବି କରନ୍ତୁ ନାହିଁ ।

ଏହି କଥାଗୁଡିକ ଅବଶ୍ୟ ରଖନ୍ତୁ ଧ୍ୟାନ :

୧) କମ୍ କ୍ୟାଲୋରି ବାଲା ଆହାର ସେବନ କରନ୍ତୁ, ଘରୋଇ ସନ୍ତୁଳିତ ଆହାର ସେବନ କରିବେ , ଅଧିକା ପାଣି ପିଅନ୍ତୁ , ନିଶାଯୁକ୍ତ ଜିନିଷର ସେବନ ବନ୍ଦ କରିଦିଅନ୍ତୁ , ଭରପୁର୍ ଶୁଅନ୍ତୁ , ଚିନ୍ତାରୁ ଦୁରେଇ ରୁହନ୍ତୁ , ସବୁଦିନ ବ୍ୟାୟାମ କରନ୍ତୁ ,

Leave a Reply

Your email address will not be published. Required fields are marked *