September 19, 2024

Odia Express

Leading Odia News Portal of Odisha

ଅଦରକାରୀ ଭାତୁଡ଼ି ସମସ୍ୟାକୁ ଜଡରୁ ଶେଷ କରିବାପାଇଁ ଆପଣଙ୍କୁ ଏହି ପତ୍ରର ବ୍ୟବହାର କରନ୍ତୁ…

ଲୋକ ତ୍ୱଚାର ସମସ୍ୟାରେ ଗ୍ରସିତ ଅଛନ୍ତି , ଏଥିରେ କିଛି ସମସ୍ୟା ଅଛି ଯାହା ଗମ୍ଭୀର ହୋଇଥାଏ । ଓ କିଛି ଗୁଣ ବୁଝାପଡିଥାଏ , ଏହି ଗୌଣ ସମସ୍ୟାରୁ ଗୋଟିଏ ହୋଇଥାଏ ଭାତୁଡି , ଏହା କେବଳ ଗୌଣ ହିଁ ନୁହେଁ ବରଂ ଏହାକୁ ସାଧାରଣ ସମସ୍ୟା ହିସାବରେ ଗଣନା ହୋଇଥାଏ , ଭାତୁଡି ତ୍ୱଚାରେ  ଅସୁନ୍ଦର ଦେଖାଯାଏ , ଓ ସୁସାଧ୍ୟ ବୁଝାଯାଈଥାଏ , ମାନେ ସେ କେଶରଯୁକ୍ତ ହୋଇନଥାଏ , ଏହାପରେ ଏଥିରେ ଗ୍ରସିତ ବହୁତ ଲୋକ ଏହାକୁ ବାହାର କରିବାକୁ ଆତୁର ହୋଇଥାନ୍ତି , କାରଣ ତାଙ୍କ ଅନୁସାରେ ଚେହେରାରେ ଭାତୁଡି ଚେହେରାକୁ ଭଲ ଲାଗିନଥାଏ ।

ଏହି କଥା ବୋଧେ ଆପଣ ଜାଣିନଥିବେ କି ଭାତୁଡି ହ୍ୟୁମାନ୍ ପେପିଲ୍ଲୋମା ଭାଇର୍ସ କାରଣରୁ ବିକଶିତ ହୋଇଥାଏ , ଶରୀରରେ ବେଦନା ରହିତ ,ଉଡତ ସମାନ କଳା ଓ ବାଦାମୀ ରଙ୍ଗର ଏହା ଦେଖାଯାଏ , ତାହାକୁ ସଂସ୍କୃତରେ ମାଷ ଓ ସାଧାରଣ ଭାଷାରେ ଭାତୁଡି କହନ୍ତି । କେଉଁ ବ୍ୟକ୍ତିର ଚେହେରାରେ ମୋଟା ଭାତୁଡୀ ହୋଇଥିଲେ ତାହା ଚେହେରାକୁ ଭଲ ଲାଗେ ନାହିଁ , ଓ ସେ ତାହାକୁ ହଟାଇବାକୁ ନାନାଦି ଚିକିତ୍ସା କରିଥାଏ । ବହୁତ ଲୋକ ଏପରି ହୋଇଥାନ୍ତି ଯାହାଙ୍କର ଚେହେରା କିମ୍ବା ତ୍ୱଚାରେ କଳାଜାଇ କିମ୍ବା ଭାତୁଡି ହୋଇଥାଏ , ଯଦି କଳାଜାଇ କିମ୍ବା ଭାତୁଡି ଆପଣଙ୍କ ଚେହେରାରେ ଅଛି ତେବେ ଏହା ଆପଣଙ୍କ ସୁନ୍ଦରତାରେ ଦାଗ ଲଗାଇଦେଇପାରେ , ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କଳାଜାଇ କିମ୍ବା ଭାତୁଡି ରୁ ତୁରନ୍ତ ମୁକ୍ତି ପାଇବାର ଉପାୟ କହିବୁ । ଆପଣ ତାହା ଚେହେରାରେ ବହୁତ ଜଲଦି ହଟାଇପାରିବେ ।

କଳାଜାଇ କିମ୍ବା ଭାତୁଡିରୁ ମୁକ୍ତି ପାଇବାକୁ ହେଲେ ଆପଣ କେଉଁ ପାନ ଦୋକାନରୁ ଏକ ପାନର ପତ୍ର ଓ କିଛି ଚୁନ ନେବାକୁ ହେବ , ଯାହା ଉପରେ ଚିତ୍ରରେ ଦେଖାଯାଇଛି , ଆପଣ ଏହି ଅନୁସାରେ ପାନର ପତ୍ରକୁ ଚୁନ ଲଗାଇ ନିଜ କଳାଜାଇ କିମ୍ବା ଭାତୁଡି ହୋଇଥିବା ସ୍ଥାନରେ ଲଗାଇଦିଅନ୍ତୁ , ଓ ଯେବେ ପର୍ଯ୍ୟନ୍ତ ଏହା ଲାଗିରହିବ , କିମ୍ବା ଚୁନ ଶୁଖିନଯାଇଛି , ଅପେକ୍ଷା କରନ୍ତୁ  , ଶୁଖିଲାପରେ ପାଣିରେ ଧୋଇଦିଅନ୍ତୁ , ଏହା ଦ୍ୱାରା କଳାଜାଇ କିମ୍ବା ଭାତୁଡି ପୁରା ଗାୟବ ହୋଈଯିବ , ଏହାକୁ ବ୍ୟବହାର କଲେ କିଛି ବି ଦାଗ ରଖେ ନାହିଁ , ଧ୍ୟାନ ରଖନ୍ତୁ ଏହି ଚୁନ ଆଉ କେଉଁଠୁ ନେବେ ନାହିଁ ଏହା କେବଳ ପାନର ଦୋକାନର ଚୁନ ଆଣିବେ , ଏହା ଛଡ ଏହା ବି କୁହାଯାଏ କି ମଲବାରି , କପୁରି ବଙ୍ଗଳା ଓ ନାଗରବେଲ୍ ପତ୍ର ନେଇକରି ତାହାର ରସ ବାହାର କରି ଭାତୁଡି ସ୍ଥାନରେ ଲଗାନ୍ତୁ , ଏହାକୁ ଲଗାଇବା ପରେ ଭାତୁଡି ଝଡିଯାଇଥାଏ , ଏହା ଛଡା ଯେବେ ଆପଣ ପାନ ଗୁଟୁଖା ଖାଉଛନ୍ତି , ତେବେ ତାହା ସହ ଚୁନ ନେଇ ଆସିବେ , ଏହାକୁ ଲଗାଇଲେ ଭାତୁଡି ବାହାରିଆସେ।  କୁହନ୍ତି କି ଘୋଡାର ବାଳ ବାନ୍ଧିଲେ ଭାତୁଡି ଛିଡିଯାଏ । ନେଲ ପଲିସ୍ କୁ ଦିନରେ ଦୁଇଥର ଲଗାଇଲେ ଭାତୁଡି ହଟିଯାଏ ।

୧) ପେପିଲୋମା ଭାଇରସ୍ କାରଣରୁ ତ୍ୱଚାରେ କଳାଜାଇ କିମ୍ବା ଭାତୁଡି ହୋଇଥାଏ , ବଢୁଥିବା ବୟସରେ ଭାତୁଡିର ସମସ୍ୟା ହୋଇଥାଏ , କିନ୍ତୁ ଆଜି କାଲି କମ୍ ବୟସରୁ ଏହାର ମାମଲା ଅଧିକା ହୋଇଛି  ,୨) କଳାଜାଇ ଓ ଭାତୁଡି ସମସ୍ତଙ୍କର ମଧ୍ୟରେ ଦେଖାଯାଏ । ସୁଗର୍ ମୋଟାପା, ଗଭଅବସ୍ଥା ଷ୍ଟେରୋଇଡ୍ ଅଧିକା ପ୍ରୟୋଗ କାରଣରୁ ଚେହେରାରେ କଳାଜାଇ ଓ ଭାତୁଡି ଅଧିକ ବଢିଯାଏ ।

Leave a Reply

Your email address will not be published. Required fields are marked *