ରାସ୍ତାରେ ପଡିଥିବା ଏହି ଜିନିଷଗୁଡିକ ଯଦି ପାର କରିଲେ , ତେବେ ଆପଣଙ୍କ ଜୀବନରେ ଦୁଃଖର ଭୁମିକମ୍ପ ଆସିବ – ଆଜି ହିଁ ଜାଣିନିଅନ୍ତୁ …
ସବୁ ମନୁଷ୍ୟ ନିଜ ଜୀବନରେ ଖୁସି ପ୍ରାପ୍ତି କରିବାକୁ ଚାହିଁଥାଏ ଯାହାପାଇଁ ସେ ଯଥା ସମ୍ଭବ ଚେଷ୍ଟା କରିଥାଏ , ଯାହା ପାଇଁ ସେ ନିଜ ପରିବାର ସହ ଖୁସିପୂର୍ବକ ଜୀବନଯାପନ କରିପାରୁ , କିନ୍ତୁ ଜଣାଅଜଣାରେ ଆମେ ବହୁତ ସାରା ଭୁଲ୍ କରିବସୁ ,ଯାହାପାଇଁ ଆମେ ଏହାର ଖରାପ ପରିଣତି ଭୋଗିଥାଉ , ବିଷ୍ଣୁ ପୁରାଣ ଅନୁସାରେ ଜୀବନରେ ସୁଖି ଓ ଖୁସିମୟ ବନାଇବାପାଇଁ ବହୁତ ସାରା ନିୟମର କଥା କୁହାଯାଇଛି , ଯଦି ଏହି ନିୟମର ପାଳନ କରାଯାଏ ତେବେ ଭଗବାନ ବିଷ୍ଣୁ ଓ ମହାଲକ୍ଷ୍ମୀ ଓ ସବୁ ଦେବୀ ଦେବତାଙ୍କ କୃପା ମିଳିଥାଏ , ଆମେ ଯେବେ ରାସ୍ତାରେ ଯାଇଥାଉ ସେତେବେଳେ ଆମେ ରାସ୍ତାରେ ବହୁତ ସାରା ଜୀନୀଷ ପଡିଥିବାର ନଜର ଆସିଥାଏ , ଯାହାକି ସେହି ଜିନିଷ ଉପରେ ଚଢି ଭୁଲରେ ଯିବା କଥା ନୁହେଁ , ଏହା ଦ୍ୱାରା ସେ ଜିନିଷ ଯୋଗୁଁ ପବିତ୍ରତା ଶେଷ ହୋଇଯାଏ । ରାସ୍ତାରେ ପଡିଥିବା ଏହି ଜିନିଷ ଗୁଡିକରୁ ଦୂରେଇ ରହିବା ଆବଶ୍ୟକ , ଏହି ଜିନିଷ ପାର୍ କରିଦେଲେ , ଆମେ ବହୁତ ସାରା ସମସ୍ୟାରେ ସାମ୍ନା କରିବାକୁ ପଡିଥାଏ ।
ଗାଧୋଇ ସାରିବା ପରେ ରାସ୍ତା ସାରା ଜମିଥିବା ପାଣି : ଯେବେ ଆମେ ରାସ୍ତାରେ ଯାଉଥାଉ ତେବେ ଆମକୁ ଗାଧୋଉଥିବାପରେ ସେହି ପାଣି ନଜର ଆସିଲେ ତେବେ ତା ଉପରେ ଭୁଲ୍ ରେ ବି ଯିବା ଉଚିତ୍ ହେବ ନାହିଁ , କାରଣ ତାହା ମଇଳା ପାଣୀ ହୋଇଥାଏ , ଯଦି ଆମେ ଏହି ପାଣିକୁ ପାର୍ କରିଯାଉ ତେବେ ଆମର ପବିତ୍ରତା ନାଶ ହୋଇଯାଏ ।
କଣ୍ଟା : ଯଦି ଆପଣ ରାସ୍ତାରେ ଯାଉଛନ୍ତି ଓ ରାସ୍ତାରେ କଣ୍ଟା ଦେଖାଦିଏ ତେବେ ଆପଣ ଅନ୍ୟ କେଉଁ ବାଟରେ ଯିବା ଉଚିତ୍ ହେବ କାରଣ ସେହି କଣ୍ଟା ଆପଣଙ୍କ ଗୋଡରେ ପସିଯାଈପାରେ , ଓ ଦରକାର ପଡିଲେ ସେହି କଣ୍ଟାକୁ ରାସ୍ତାରେ ହଟାଇଦିଅନ୍ତୁ , ଯାହା ଦ୍ୱାରା ଅନ୍ୟ କେଉଁ ବ୍ୟକ୍ତି କୁ ଏଥିପାଇଁ ହାନି ନ ପହଞ୍ଚୁ ।
ଭସ୍ମ : ଯେବେ ଆମେ ଯଜ୍ଞ କରିଥାଉ ତେବେ ଭସ୍ମକୁ ଜଳରେ ପ୍ରବାହିତ କରିଦେବା ଉଚିତ୍ , ଏମିତି ହୋଇଥାଏ କି ଆମେ ଯଜ୍ଞ କିମ୍ବା ହୋମ କରିସାରିବା ପରେ ତାହାକୁ ରାସ୍ତାରେ ଏମିତି ପକାଇଦେଇଥାଉ , ଯାହା ରାସ୍ତାରେ କେଉଁ ବ୍ୟକ୍ତି ମାଡି ଚାଲିଯାଇପାରେ , ଏମିତିରେ ଭୁଲ୍ କରନ୍ତୁ ନାହିଁ , କାରଣ ଭସ୍ମ ପବିତ୍ର ହୋଇଥାଏ , ଏମିତିରେ ଯଦି ଆପଣ ପାର୍ କରିଦେବେ ତେବେ ଏହା ଅଶୁଭ ହୋଇଥାଏ ।
ଅସ୍ଥି : ଶାସ୍ତ୍ରରେ ଏହି କଥା ଉଲ୍ଲେଖ କରାଯାଇଛି କି ମୃତ୍ ପ୍ରାଣୀର ସ୍ପର୍ଶରେ ବ୍ୟକ୍ତି ଅପବିତ୍ର ହୋଇଯାଏ , ଓ ତାହାକୁ ଗାଧୋଇବାକୁ ପଡିଥାଏ , ଏଥିପାଇଁ କେଉଁ ଶବଯାତ୍ରାରେ ଯିବା ପରେ ଗାଧୋଇବା ବହୁତ ଜରୁରୀ ହୋଇଥାଏ , ଏମିତି ଦେଖାଯାଇଛି କି ରାସ୍ତାରେ କେଉଁ ଦୁର୍ଘଟଣାରେ ପଶୁର ଜୀବନ ଚାଲିଯାଏ , ଓ ତାହାର ଅସ୍ଥିଗୁଡିକ ରୋଡରେ ପଡିଥିବାରନଜର ଆସେ , ଏମିତିରେ ଆମେ ସେହି ଅସ୍ଥି ଉପରେ ଯିବା ଉଚିତ୍ ନୁହେଁ , ଏହା ଦ୍ୱାରା ଆମେ ଅପବିତ୍ର ହୋଇଯିବା , ଓ ତାହାର ପଶ୍ଚାତ ଆମେ ଗାଧୋଇବାକୁ ପଡିପାରେ । ଏଥିପାଇଁ ଅନ୍ୟ ପଟେ ରାସ୍ତା ଦେଖି ଯାଆନ୍ତୁ ।
ଅପବିତ୍ର ବସ୍ତୁ : ଯେବେ ଆମେ ରାସ୍ତାରେ ଚାଲିଯାଉ ତେବେ ରାସ୍ତାରେ ଆମେ ବହୁତ ସାରା ଅପବିତ୍ର ବସ୍ତୁ ନଜର କରିଥାଉ , ସେହି ବସ୍ତୁଗୁଡିକରୁ ଦୂରେଇ ରହିବା ଉଚିତ୍ , ଏହିପରି ବସ୍ତୁକୁ ସ୍ପର୍ଶ କରିଲେ ଶରୀର ଅପବିତ୍ର ହୋଇଯାଏ , ସେଥିପାଇଁ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ ।
ଚୁଟି: ଯଦି ରାସ୍ତାରେ ଗଲା ବେଳେ କାହାର ଚୁଟି ପଡିଥିବାର ଦେଖିଲେ ତେବେ ତା ଉପରେ ଦେଇଯିବା ଉଚିତ୍ ନୁହେଁ , ଏହାକୁ ଅପବିତ୍ର ବୋଲି ମାନାଯାଏ , ଏଥିପାଇଁ ଚୁଟି ଅନ୍ୟ ପଟେ ଯିବା ଉଚିତ୍ ହେବ , ଏହି ଚୁଟି ଭୋଜନରେ ପଡିଗଲେ ଏହା ଅପବିତ୍ର ବୋଲି ଜଣାଯାଏ ।