December 23, 2024

Odia Express

Leading Odia News Portal of Odisha

ଏହି ୩ ଟି ନାମ ବାଲା ଝିଅଙ୍କ ମଧ୍ୟରେ ଗଜବ ପ୍ରକାରର କୌଶଳ ମିଳିଥାଏ , ଟ୍ୟାଲେଣ୍ଟ ଦେଖାଇକରି ନିଜ ନାମ କୁ ଉଜ୍ଜଳ କରନ୍ତି – ଦେଖନ୍ତୁ କେଉଁ ନାମ ସାମିଲ ଅଛି…

ଆମ ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟ ଶାସ୍ତ୍ରର ବଡ ମହତ୍ତ୍ୱ ଅଛି , ଏମିତି କୁହାଯାଏ କି ଏହି ଜ୍ୟୋତିଷ୍ୟ ଶାସ୍ତ୍ର ଜରିଆରେ ଆପଣ କେଉଁ ବ୍ୟକ୍ତିର ଭୁତ ଭବିଷ୍ୟ ଓ ବର୍ତ୍ତମାନ ବିଷୟରେ ପତ୍ତା ଲଗାଇପାରିବେ , ଏତିକି ନୁହେଁ କେଉଁ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ସଠିକ୍ ସୁଚନା ଦେଇପାରିବେ , ଯେବେ ଆପଣଙ୍କ ଜନ୍ମ ହୋଇଥାଏ ତେବେ ଆପଣଙ୍କ ରାଶି ସଂବନ୍ଧିତ ଗ୍ରହ ନକ୍ଷତ୍ର ଏହା ତୟ କରିଦିଅନ୍ତି , ଆପଣଙ୍କ ଭିତରେ କଣ ଭଲ ଗୁଣ କିମ୍ବା ମନ୍ଦ ଗୁଣ ଅଛି , ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ କିଛି ଏପରି ନାଁ ବିଷୟରେ କହିବୁ , ଯାହା ଆପଣ ଜାଣିବାକୁ ଇଚ୍ଚା କରିବେ ।

A ନାମକ ଝିଅ : ଏହି ନାଁର ଝିଅମାନେ ବହୁତ କ୍ରିଏଟିଭ୍ ମାଇଣ୍ତର ହୋଇଥାନ୍ତି , ଏମାନଙ୍କ ମସ୍ତିଷ୍କ ବହୁତ ଅଲଗା ହୋଇଥାଏ , ଏମାନଙ୍କ ଭାବନାର ଆଗରେ ବହୁତ ଲୋକ ଆଣ୍ଠେଇ ପଡନ୍ତି ,  ଏମାନଙ୍କ ମଧ୍ୟରେ କିଛି କରିବାର ଆକାଂକ୍ଷା ଥାଏ , ଯାହା ତାଙ୍କୁ ଆଗକୁ ବଢାଇବାରେ ସାହାଯ୍ୟ କରେ,  ଏମାନେ କେବେ ଜୀବନରେ ହାର୍ ମାନନ୍ତି ନାହିଁ , ଏମାନଙ୍କ ଜୀବନରେ ଯେତେ ଦୂଃଖ ଆସିଲେ ଏମାନେ ଘରେ ଗୋଟେ କୋଣରେ କେବେ ମନ ଖରାପ କରି ବସନ୍ତି ନାହିଁମ୍ , ବରଂ ସେ ଏହି ଅସୁବିଧାର ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତି ,

D ନାମକ ଝିଅ : ଏହି ନାଁରେ ବହୁତ ଦକ୍ଷତାଶାଳି ଝିଅ ଦେଖିବାକୁ ମିଳନ୍ତି , ସେମାନେ ସର୍ବଗୁଣ ଦକ୍ଷତା ସଂପନ୍ନ ହୋଇଥାନ୍ତି , ମାନେ ବହୁତ ବିଦ୍ୟାରେ ମାହିର୍ ହେବା , ଏମାନଙ୍କ ଟ୍ୟାଲେଣ୍ଟ କେଉଁ କ୍ଷେତ୍ରରେ ସିମିତ ରହିନଥାଏ , ଏମାନଙ୍କ ମଧ୍ୟରେ ଶିଖିବାର ବହୁତ ଇଚ୍ଛା ଶକ୍ତି ଥାଏ , ଏମାନେ ଅନ୍ୟ ମହିଳାଙ୍କ ତୁଳନାରେ କାମକୁ ଜଲଦି ଶିଖିନିଅନ୍ତି , ଏମାନେ ଯେଉଁ କାମ ବି କରନ୍ତି ସେଥିରେ ବହୁତ ନାଁ କମାଇଥାନ୍ତି ।

S ନାମକ ଝିଅ : ଏହି ନାଁର ଝିଅ ମାନେ ବହୁତ ଦକ୍ଷତା ସଂମ୍ପନ୍ନ ହୋଇଥାନ୍ତି , ଏମାନେ ଯେଉଁ  କାମ ଆରମ୍ଭ କରନ୍ତି , ତାହାକୁ ପୁରା କରିବା ଯାଏଁ କେବେ ଛାଡନ୍ତି ନାହିଁ , ଏମାନେ ଲାଇଫ୍ ରେ ବଡ ଭାବୁକ ହୋଇଥାନ୍ତି , ଏଇ ନାଁର ମହିଳାମାନେ ବିଜନେସ୍ କରିବାରେ ଏକ୍ସପର୍ଟ ହୋଇଥାନ୍ତି , ଓ ଏମାନଙ୍କ ମସ୍ତିଷ୍କ ବହୁତ ତେଜ୍ ହୋଇଥାଏ ।

ଜଣାଇଦେବୁ କି ଏହି ନାଁ ରେ ଥିବା ୭୫ ପ୍ରତିଶର ଝିଅଙ୍କର ଉପରେ ଲାଗୁହେଉଛି , ହୋଇପାରେ ବାକି ୨୫ ପ୍ରତିଶତ ଏହି ନାଁର ଝିଅ ଦକ୍ଷତାଶୀଳ ହୋଇନପାରନ୍ତି ।

Leave a Reply

Your email address will not be published. Required fields are marked *