December 23, 2024

Odia Express

Leading Odia News Portal of Odisha

ପୂଜା ସମୟରେ ନଡିଆ ପଚା ବାହାରିଲେ ଭଗବାନ ଦେଇଥାନ୍ତି ଏହି ସଙ୍କେତ – ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ ନଚେତ..

ନଡିଆ ସବୁ ଶୁଭ କାମରେ ବ୍ୟବହାର ହୋଇଥାଏ , ତାହା ଦ୍ୱାରା ସବୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ । ନଡିଆ ମା ଲକ୍ଷ୍ମୀଙ୍କର ଏକ ପ୍ରତିକ ବୋଲି ଜଣାଯାଏ । ଏମିତି କୁହାଯାଏ କି ସବୁ ପୁଜାରେ ନଡିଆ ରହିବା ବହୁତ ଜରୁରି ହୋଇଥାଏ , ଯାହା ଦ୍ୱାରା ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି , ନବରାତ୍ରୀରେ ବହୁତ ଲୋକ ମାତା ରାଣୀଙ୍କୁ ପ୍ରସାଦ ହିସାବରେ ନଡିଆ ଚଢାଇଥାନ୍ତି , ଏମିତି ବହୁତଥର ଦେଖାଯାଇଛି କି ନଡିଆ ପୁଜାରେ ମାଙ୍କ ସମ୍ମୁଖରେ ଚଢାଇବା ପରେ ତାହା ପଚା ବାହାରିଥାଏ , ତେବେ ଏହା ବିଲକୁଲ୍ ଭଲ ଲାଗିନଥାଏ , କିନ୍ତୁ ନଡିଆ ପଚା ବାହାରିଥାଏ ।

ଭକ୍ତମାନେ ଏହି କଥା ଭାବିଥାନ୍ତି କି ନଡିଆ ପଚା ବାହାରିବା ଦ୍ୱାରା ଭଗବାନ ତାଙ୍କ ଉପରେ କ୍ଷୁବ୍ଧ ହୋଇଯାଇଛନ୍ତି , ଓ ତାଙ୍କ ସହ କିଛି ବି ଦୁର୍ଘଟଣା ହୋଇପାରେ , ଏହି ସବୁ କଥା ମସ୍ତିଷ୍କରେ ଘୁରି ବୁଲିଥାଏ  ଆଜି ଆମେ ଆପଣଙ୍କୁ କିଛି କଥା କହିବୁ , ଯଦି ପୁଜା ସମୟରେ ନଡିଆ ଖରାପ ବାହାରିଥାଏ ତେବେ ଏହାର ମତଲବ ହୋଇନଥାଏ କି ଆପଣଙ୍କ ସହ କିଛି ଅଶୁଭ ହେବାର ଅଛି ।

କିମ୍ବା ମୁଣ୍ତରେ ଏହି ଧାରଣା ଆସେ କି କିଛି ଖରାପ ହେବ , ଆପଣଙ୍କୁ କହିଦେବୁ କି ଯେବେ ଆପଣ ପୁଜାରେ ନଡିଆ ଖରାପ ବାହାରିବ ତେବେ ଏହା ଶୁଭ ସଙ୍କେତ ଦେଇଥାଏ , ଏମିତି କୁହାଯାଏ କି ଏଥିରେ ଭଗବାନ ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି , ଆଜି ଆମେ ଆପଣଙ୍କୁ କିଛି ନଡିଆର ସଙ୍କେତ ବିଷୟରେ କହିବୁ ।ଏହି ଛୋଟ ଛୋଟ କଥା ଜୀବନରେ ବହୁତ ପ୍ରଭାବ ପକାଇଥାଏ , ଯେବେ ଆମେ ଏହି କଥାକୁ ଭଲ ଭାବେ ଜାଣିନେଇଥାଉ ତେବେ ଆମର ମନରେ ଅନେକ ପ୍ରକାରର ଭ୍ରମ ସୃଷ୍ଟି ହୋଇଥାଏ ।

ଏମିତି କି ପୁଜାରେ ନଡିଆ ପଚା ବାହାରିବ ଲୋକଙ୍କର ମନରେ ଅନେକ କଥା ଆଶଙ୍କା ସୃଷ୍ଟିକରେ , ଯେବେ ଏମିତି ହୋଇଥାଏ ତେବେ ଦୋକାନୀ ଉପରେ ରାଗ ଆସିଥାଏ , ଆଜି ଏହି କଥା ଜାଣିଲା ପରେ ଆପଣ ଦୋକାନୀ ଉପରେ ଆଉ ରାଗିବେ ନାହିଁ , ଆମେ ସମସ୍ତେ ଜାଣିଛେ କି ହିନ୍ଦୁ ଧର୍ମ ଏକ ସନାତନ ଧର୍ମ ଅଟେ,  ଏହି ଧର୍ମରେ ନିଜର ମାନ୍ୟତା ଅଛି , ଏହି ଧର୍ମରେ ସବୁ କଥାରେ ନିଜର ଅଭିପ୍ରାୟ ଅଛି , ପୁଜାରେ ନଡିଆ ପଚା ବାହାରିବା ଏକ ଅର୍ଥ ହୋଇଥାଏ  । ଏହି ମାନ୍ୟତା ଅଛି କି ଯଦି ପୁଜାରେ ନଡିଆ ପଚା ବାହାରୁଛି ତେବେ ଏହା ଭଗବାନ ନିଜେ ପ୍ରସାଦ ସ୍ୱରୁପ ଗ୍ରହଣ କରିଲେ , ଓ ଏହି କାରଣ ନଡିଆ ଭିତରେ ପୁରା ସୁଖିଲା ବାହାରିଥାଏ , ନଡିଆ ଖରାପ ହେବା ପରେ ଏହା ସଙ୍କେତ ଦେଇଥାଏ କି ଆପଣ ଯାହା ବି ମନୋକାମନା କରିଛନ୍ତି ତାହା ଜଲଦି ହିଁ ପୁରା ହେବାକୁ ଯାଉଛି ।

ଯେବେ ପୁଜା ସମୟରେ ନଡିଆ ଖରାପ ବାହାରିଥାଏ ତେବେ ଏହାର ମତଲବ ଆପଣଙ୍କ ମନୋକାମନା ପୁରା ହେବ , ଆଉଥରେ ଯଦି ଆପଣଙ୍କ ପୁଜା ସମୟରେ ନଡିଆ ପଚା ବାହାରିଲା ତେବେ ଦୁଃଖି ହେବେ ନାହିଁ ବରଂ ଖୁସି ହେବେ କି ଭଗବାନ ଆପଣଙ୍କ ପ୍ରସାଦକୁ ଗ୍ରହଣ କରିଛନ୍ତି , ଏବେ ଆପଣ ଭାବୁଥିବେ କି ଯଦି ପୁଜା ସମୟରେ ନଡିଆ ଭଲ ବାହାରିଲେ ତେବେ ଏହାର ଅର୍ଥ କଣ ହେଉଥିବ , ଯଦି ପୁଜା ସମୟରେ ନଡିଆ ଭଲ ବାହାରିଲା ତେବେ ଆପଣ ତାହାକୁ ନିଜେ ପ୍ରସାଦ ପାଇବା ଅପେକ୍ଷା ଅନ୍ୟ ମାନଙ୍କୁ ପ୍ରସାଦ ବିତରଣ କରିଲେ ଆପଣଙ୍କ ମଙ୍ଗଳ ହେବ , ଏମିତି କଲେ ପୁଜାର ଫଳ ମିଲିଥାଏ  ।

Leave a Reply

Your email address will not be published. Required fields are marked *