୨୦୨୦ ରେ ଏହି ୪ ଟି ରାଶିଙ୍କୁ ନିଜର ଅସଲ ଭଲପାଇବା ମିଳିବାକୁ ଜାଉଛି – ଜୀବନ ଖୁସି ରେ ଭରିଯିବ – ଦେଖନ୍ତୁ କିଏ ସେ ଭାଗ୍ୟବାନ ରାଶି..
ପ୍ରେମ ଏକ ଗଭୀର ଓ ଆନନ୍ଦଦାୟକ ଅନୁଭୁତି ଅଟେ , କିନ୍ତୁ ଆଜି କାଲିର ଛଳ କପଟ ଦୁନିଆଁରେ ସଚ୍ଚା ପ୍ରେମ ଏତେ ସହଜରେ ମିଳିପାରେ ନାହିଁ , ଯେବେ କାହାକୁ କାହା ସହ ପ୍ରେମ ହୋଇଥାଏ ତେବେ ଆରମ୍ଭରୁ ସକରାତ୍ମକ ଜିନିଷ ଦେଖିବାକୁ ମିଳେ , ଓ ମନ ଗଗନରେ ଉଡିବାକୁ ଲାଗେ , ଏହି ଅନୁଭୁତି ଏତେ ଗଭୀର୍ର ହୋଇଥାଏ କି ସେହି ବ୍ୟକ୍ତିକୁ ତା ବଦଳରେ ଯେତେ ବି ପ୍ରେମ ମିଳୁ ସେ ଆହୁରି ପାଇବା ଆଶାରେ ଥାଏ , ଯଦି ସଚ୍ଚା ପ୍ରେମ ମିଳିନଥାଏ ତେବେ ବ୍ୟକ୍ତି ନିରାଶ ଓ ଦୁଃଖୀ ହୋଇଯାଏ , କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯାହାଙ୍କୁ ସଚ୍ଚା ପ୍ରେମ ଭାଗ୍ୟରେ ଥିଲେ ମିଳେ , ଏହା ସହ ଆମେ ସମସ୍ତେ ଜାଣିଛେ କି କିଛି ଦିନ ମଧ୍ୟରେ ନୁତନ ବର୍ଷ ଆସିବାର ଅଛି , ଓ ଏହି ନୁଆ ବର୍ଷରେ ନୁଆ ଉର୍ଜା ନେଇକରି ଆସିବ , ନୁଆ ବର୍ଷ କାହାପାଇଁ କିଛି ନୁଆ ନେଇ ଆସିବ ,
ସେମିତିରେ ସବୁ ବ୍ୟକ୍ତି ମନରେ ଏହି ଆଶା ରହେ କି ତାର ଆସୁଥିବା ବର୍ଷ କିପରି କଟିବ , ଓ ଏହି ନୁଆ ବର୍ଷରେ ତା ସହ କଣ କଣ ଘଟିବ , ପଣ୍ତିତ ରମାକାନ୍ତ ମିଶ୍ର କହନ୍ତି କି ନୁଆ ବର୍ଷରେ କିଛି ରାଶି ପାଇଁ ବହୁତ ହିଁ ଖୁସିଦାୟକ ହେବାକୁ ଯାଊଛି , ନୁଆ ବର୍ଷରେ ବ୍ୟକ୍ତିକୁ ସବୁ କ୍ଷେତ୍ରରେ ପରିବର୍ତ୍ତନ ସ୍ଥିତି ଅପେକ୍ଷା କରିବାକୁ ହେବ , କଥା କହିବା ଏହି ବର୍ଷ ୨୦୨୦ ରେ ଗ୍ରହର ଦଶା ପରିବର୍ତ୍ତନ ପରିଣାମ ସ୍ୱରୁପ ୪ ଟି ରାଶିର ଲୋକେ ବହୁତ ହିଁ ରୋମାଣ୍ଟିକ୍ ରହିବେ ।
ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶି ଗୁଡିକ ।
୧) ମେଷ ରାଶି : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଜାତକ ଅନୁସାରେ ପ୍ରେମ ସଂବନ୍ଧରେ ବହୁତ ଭଲରେ କଟିବ , ଜୀବନରେ ସୌଭାଗ୍ୟର ରାସ୍ତା ଖୋଲା ଅଛି , ଦେବଗୁରୁ ବୃହସ୍ପତି ଆପଣଙ୍କ ଉପରେ କୃପା କରିବେ , ବୈବାହିକ ମାମଲାରେ ଏହା ବହୁତ ସାହାଯ୍ୟକାରୀ ଲକ୍ଷଣ ରହୁଛି, ଯଦି ଆପଣଙ୍କ ବୟସ ବିବାହ କରିବାର ହୋଇଯାଇଛି ତେବେ ଏହି ବର୍ଷ ପୁରା ସହଯୋଗ କରିବ , ନିର୍ବନ୍ଦ ଓ ପ୍ରେମ ସଂବନ୍ଧରେ ଏହି ବର୍ଷ ଅନୁକୁଳ ରହିବ ।
୨) ସିଂହ ରାଶି : ହୋଇପାରେ ଏହି ରାଶିର ଲୋକଙ୍କୁ କେଉଁ ଖାସ୍ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ଯାହା ଆପଣଙ୍କ ପ୍ରେମ ସଂମ୍ପର୍କ ବଢାଇଦେବ , କିନ୍ତୁ ଆପଣଙ୍କ ଜୀବନ ସେ ପରିବର୍ତ୍ତନ କରିବାରେ ସଫଳ ହେବେ , ଯାହା ଆପଣଙ୍କ ଜୀବନ ବଞ୍ଚିବାର ତରିକା ଶିଖାଇବେ , ଯଦି ଆପଣଙ୍କ ଲାଇଫ୍ ରେ କେଉଁ ପ୍ରେମି କିମ୍ବା ପ୍ରେମିକା ଅଛନ୍ତି ତେବେ ସେ ଆପଣଙ୍କୁ ଅଧିକା ଯତ୍ନବାନ ଓ ଭଲ ପାଇବେ , ଆପଣ ନିଜ ପାର୍ଟନରକୁ କୌଣସି କଥା କହିବାରେ କୁଣ୍ଠାବୋଧ କରିବା ଉଚିତ୍ ହେବ ନାହିଁ ।
୩) କନ୍ୟା ରାଶି : ୨୦୨୦ ମସିହାରେ ଏହି ରାଶିର ଜାତକରେ ବ୍ୟକ୍ତି ବିଶେଷଙ୍କ ପାଇଂ ଖୁସି ପୂର୍ବକ ହେବ , ଯଦି ଆପଣ ନିଜ ଜୀବନରେ ପ୍ରେମର ସନ୍ଧାନରେ ଅଛନ୍ତି ତେବେ ତାହା ମିଳିଯିବ । ଏହା ପୁରା ଗ୍ୟାରେଣ୍ଟି ଅଛି, ଏହି ବର୍ଷ ବୋଧେ ଆପଣଙ୍କ ବାହାଘର୍ ହୋଇନପାରେ , କିନ୍ତୁ ଯେଉଁ ବ୍ୟକ୍ତି ସହ ପ୍ରେମରେ ପଡିବେ , ତାହା ଆପଣ ସ୍ୱପ୍ନରେ ଭାବିନଥିବେ ,
୪) କୁମ୍ଭ ରାଶି : ପ୍ରେମ ରାଶିଫଳ ୨୦୨୦ ଅନୁସାରେ କୁମ୍ଭ ରାଶିର ଜାତକରେ ଆସୁଥିବା ସମୟ କିଛି ନୁଆ ଉପହାର ନେଇ ଆସିବ , ଆପଣଙ୍କୁ ନିଜ ପ୍ରେମ କେଉଁଠି ବି ମିଳିପାରେ , ଆପଣଙ୍କ ସ୍ଥିତି ଏପରି ହେବ ନିଜେ ଆପଣ ନିଜ ପ୍ରେମକୁ ଖୋଜିପାଇବେ , ଆପଣଙ୍କୁ ନିଜ ପୁରୁଣା ପ୍ରେମ ବି ମିଳିପାରେ , ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଁଛନ୍ତି ତେବେ ୨୦୨୦ ଆପଣଙ୍କ ପାଇଁ ସବୁଠାରୁ ଭଲ ରହିବ ।