୮୦ ବର୍ଷର କମଳାଥଳ ୧ ଟଙ୍କାରେ ବିକ୍ରି କରନ୍ତି ଇଟଲି , ଘର ବାହାର ସକାଳୁ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ୍ କାରଣ..
କମଳାଥଳ ବହୁତ ବର୍ଷରୁ ଇଟିଲି ଓ ସାମ୍ବର ବିକ୍ରି କରୁଛନ୍ତି ଓ ଏହା ସବୁ ଦିନ ସକାଳୁ ଜଲଦି ଉଠିକରି ଏହି କାର୍ଯ୍ୟରେ ଲାଗିଯାଆନ୍ତି , କମଳାଥଳ ଜୀ ସକାଳୁ ଉଠିକରି ସବୁଠାରୁ ପ୍ରଥମେ ଗାଧୋଇଥାନ୍ତି , ଓ ତାପରେ ପୁଜା ପାଠ କରନ୍ତି , ପୁଜା ପାଠ କରିବା ପରେ କମଳାଥଳ ଜୀ ନିଜ ପୁଅଙ୍କ ସହ କ୍ଷେତରେ ଯାଇକରି ସତେଜ ପନିପରିବା ଆଣିଥାନ୍ତି , ଓ ଏହି ସବୁ ପରିବାକୁ ନିଜେ କାଟିକରି ସାମ୍ବର ତିଆରି କରନ୍ତି , ସାମ୍ବର ବନାଇବା ପରେ କମଳାଥଳ ସିଲବଟାରେ ଚଟଣି ପ୍ରସ୍ତୁତ କରନ୍ତି , ଓ ଏହା ପରେ ଇଟିଲି ତିଆରି କରନ୍ତି , ୮୦ ବର୍ଷର କମଳାଥଳ ଜୀ ଇଟିଲି ଓ ସାମ୍ବର ବନାଇବାରେ କାହାର ସାହାଯ୍ୟ ନିଅନ୍ତି ନାହିଁ , ଓ ନିଜେ ସବୁ ପ୍ରସ୍ତୁତ କରନ୍ତି । କମଳାଥଳ ହାତରେ ଇଟିଲି ଓ ସାମ୍ବର ବହୁତ ଲୋକପ୍ରିୟ ଅଟେ , ଓ ଦୁରଦୁରାନ୍ତରୁ ଲୋକେ ଏହାକୁ ନେବାକୁ ଆସିଥାନ୍ତି , ତାଙ୍କର ଘର ବାହାରେ ସକାଳୁ ହେଲା ପରେ ଇଟିଲି ସାମ୍ବର ନେବାପାଇଁ ଗ୍ରାହକଙ୍କ ସୁଅ ଛୁଟେ ।
କମଳାଥଳ ଜୀ ଇଟିଲି ଓ ସାମ୍ବର କେବଳ ଏକ ଟଙ୍କାରେ ବିକ୍ରି କରିଥାନ୍ତି , ଏତିକି ନୁହେଁ ଇଟିଲି ଓ ସାମ୍ବର ସହ ଚଟଣି ବି ଦେଇଥାନ୍ତି , ଯିଏ ଏହା ନିଜ ହାତରେ ପ୍ରସ୍ତୁତ କରିଥାନ୍ତି , ମାତ୍ର ଏକ ଟଙ୍କାରେ କମଳାଥଳ ଦ୍ୱାରା ବିକ୍ରି କରୁଥିବା ଏହି ଇଟିଲି ବହୁତ ସ୍ୱାଦିଷ୍ଟ ହୋଇଥାଏ , ଏହି ଇଟିଲିକୁ ଖାଈବାରେ ଲୋକଙ୍କର ଲମ୍ବା ଲାଇନ୍ ହୋଇଥାଏ ।
କମଳାଥଳ ଜୀଙ୍କ ଅନୁସାରେ ୬ କିଲୋ ଚାଉଳ ଓ ହରଡ ଡାଲି କୁ ପେଷିକରି ଇଟିଲି ଓ ସାମ୍ବର ବନାଇଥାନ୍ତି , ଓ ୪ ଘଣ୍ଟାରେ ସାମ୍ବର ଇଟିଲି ଓ ଚଟଣି ବନାଇକରି ଏହା ତିଆରି କରିଦିଅନ୍ତି , ଇଟିଲି ଓ ସାମ୍ବର ବନାଈବାରେ କମଳାଥଳ ଜୀ ରାତିରେ ଚାଉଳ ଓ ଡାଲିକୁ ପେଷିନିଅନ୍ତି , ଓ ସକାଳୁ ହେବା ମାତ୍ରେ ଗରମ କରିଦିଅନ୍ତି , କମଳାଥଳଜିଙ୍କ ଅନୁସାରେ ସବୁ ଦିନ ୧ ହଜାର ଇଟିଲିବନାଈକରି ବିକ୍ରି କରନ୍ତି , ଓ ଦ୍ୱିପହର ପର୍ଯ୍ୟନ୍ତ ଇଟିଲି ବିକ୍ରି କାର୍ଯ୍ୟ ଚାଲିଥାଏ , ଦ୍ୱିପହର ପରେ କମଳାଥଳ ଜୀ ଆଗାମୀ ଦିନ ପାଇଁ ଇଟିଲି ଓ ସାମ୍ବର ବନାଇବାରେ ସବୁ କାର୍ଯ୍ୟ ଆଗୁଆ ପ୍ରସ୍ତୁତି କରିଦିଅନ୍ତି ।
କମଳାଥଳ ଜୀ ଙ୍କ ମାନିବା କଥା କି ବଜାରରେ ବିକ୍ରି ହେଉଥିବା ଖାଇବା ବହୁତ ମହଙ୍ଗା ହୋଇଥାଏ , ଓ ଗରିବ ଲୋକଙ୍କର ପାଇଁ ସବୁଦିନ ୧୫-୨୦ ଟଙ୍କା ଜଳଖିଆ କରିବା ବ୍ୟୟ ସାପେକ୍ଷ ହୋଇପାରିନଥାଏ , ଏଥିପାଇଁ ସେ ଇଟିଲି ବିକ୍ରି କରୁଛନ୍ତି , ଯାହା ଦ୍ୱାରା ଗରିବ ଲୋକଙ୍କୁ କମ୍ ପଇସାରେ ଜଳଖିଆ କରିପାରିବେ , ଓ ତାଙ୍କର ପେଟ ପୁରା ହୋଇପାରିବ , କମଳାଥଳଙ୍କ ଅନୁସାରେ ଶସ୍ତା ଖାଦ୍ୟ ମୁଲିଆ ଶ୍ରେଣୀର ଲୋକଙ୍କୁ ପଇସା ଏକାଠି କରିବାରେ ସାହାଯ୍ୟ ମିଳିଥାଏ , ଯାହା ଦ୍ୱାରା ସେ ନିଜ ପରିବାର ଅନ୍ୟ ଦରକାରିତା ପୁରା କରିପାରିବେ , ଦିନରେ ୧୦୦୦ ଇଟିଲି ବିକ୍ରି କରି କମଳାଥଳ ଜୀ ୨୦୦ ଟଙ୍କା ପ୍ରତି ମାସ ଲାଭ କରିଥାନ୍ତି ,
ସେମିତି ଇଟିଲି ଛଡା କମଳାଥଳ ଜୀ ଉଝୁଂତୁ ବୋଣ୍ତା ବିକ୍ରି କରନ୍ତି , ଓ ଏହା ୨,୫୦ ପଇସା ରେ ବିକ୍ରି କରନ୍ତି , କମଳାଥଳଜୀଙ୍କ ଅନୁସାରେ ପୂର୍ବରୁ ୫୦ ପଇସାରେ ସେ ଇଟିଲି ବିକ୍ରି କରୁଥିଲେ , କିନ୍ତୁ ଏବେ ସେ ୧ ଟଙ୍କାରେ ଇଟିଲି ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି , ଓ ଆସୁଥିବା ବର୍ଷରେ ଇଟିଲି କୁ ୧ ଟଙ୍କାରେ ବିକ୍ରି କରିବାକୁ ପ୍ରୟାସ ରଖିବେ , ଯାହା ଦ୍ୱାରା ଗରିବ ଲୋକଙ୍କୁ କମ୍ ଖର୍ଚ୍ଚରେ ଇଟିଲି ଖୁଆଇପାରିବେ ।