ଏହା ହେଲା ଗଳାରେ କ୍ୟାନ୍ସର ହେବାର ୬ ଟି ବଡ ପ୍ରାରମ୍ଭିକ ଲକ୍ଷଣ , ଯାହାକୁ ଚିହ୍ନିପାରିଲେ ଆପଣ ବଞ୍ଚାଇପାରିବେ ଯେ କୌଣସି ବ୍ୟକ୍ତିର ଜୀବନ..
ଏହା ତ ସମସ୍ତେ ଜାଣିଛନ୍ତି କି କ୍ୟାନ୍ସର ଏପରି ଏକ ରୋଗ ଅଟେ , ଯାହା ସହଜରେ ଜଣା ପଡେ ନାହିଁ , ଯାହାକୁ ନେଇ ମଣିଷକୁ ନିଜ ଜୀବନରେ ହରାଇବାକୁ ପଡିଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଗଳାରେ କ୍ୟାନ୍ସର୍ ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ , ହଁ ଆଜ୍ଞା ବହୁତଥର ମଣିଷର ଗଳାରେ କଷ୍ଟ ହୋଇଥାଏ , ଏହାକୁ ସାମାନ୍ୟ କଷ୍ଟ ଭାବିକରି ତାକୁ ଅଣଦେଖା କରିଦେଇଥାଉ , ଏହା କ୍ୟାନ୍ସରର ଲକ୍ଷଣ ବି ହୋଇପାରେ , କିନ୍ତୁ ଯେବେ ପର୍ଯ୍ୟନ୍ତ ତାହା ଜଣା ପଡେ ନାହିଁ , ତେବେ ବହୁତ ବିଳମ୍ବ ହୋଇଯାଏ , ଏମିତିରେ ଜରୁରି ହୋଇଥାଏ କି ସଠିକ୍ ସମୟରେ ରୋଗକୁ ଚିହ୍ନଟ କରି ତାହାର ଚିକିତ୍ସା କରାଯାଉ , ଯାହା ଦ୍ୱାରା ମଣିଷ ଜୀବନରୁ ବଞ୍ଚିପାରିବେ , ଆଜି ଆମେ ଆପଣଙ୍କୁ ଗଳାର କ୍ୟାନ୍ସର ବିଷୟରେ କିଛି ପ୍ରାରମ୍ଭିକ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ , ଯାହାର ଦ୍ୱାରା ଆମେ ଆପଣଙ୍କୁ ଏହାର ପ୍ରାରମ୍ଭିକ ଚିକିତ୍ସା ବିଷୟରେ କହିପାରିବୁ ।
୧) ଗିଳିବା ସମୟରେ ପୀଡା ହେବା : କହିଦେବୁ କି ଏହା ଗଳାରେ କ୍ୟାନ୍ସର ହେବାର ପ୍ରଥମ ସଙ୍କେତ ଅଟେ ସାଧାରଣତଃ ଲୋକ ଖାଇବାକୁ ଗିଳିବା ସମୟରେ ଅସୁବିଧା ହେଲେ ନରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତି , କିନ୍ତୁ ଏହା ଭୁଲ୍ ଅଟେ , କାରଣ ଏମିତି ସମସ୍ୟା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।
୨) କଥାବାର୍ତ୍ତାରେ କଠିନତା ଆସିବା : ଯାହାଙ୍କର ଗଳାରେ କ୍ୟାନ୍ସର ହୋଇଥାଏ , ତାଙ୍କର ଆବାଜ୍ ରେ ପରିବର୍ତ୍ତନ ଆସିବା ଓ ଗଳା ବସିପଡିବା ଆଦି ଲକ୍ଷଣ ଦେଖାଯାଇଥାଏ ।
୩) କାନ, ଗଳା ଓ ମୁଣ୍ତରେ ପୀଡା ଆସିବା ; ଯଦି ଲମ୍ବା ସମୟରୁ ଆପଣଙ୍କ କାନ, ଗଳା ଓ ମୁଣ୍ତରେ ପୀଡା ହେଉଛି , ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ,କାରଣ ଏହା ଗଳାରେ କ୍ୟାନ୍ସର୍ ହେବାର ପ୍ରାରମ୍ଭିକ ଲକ୍ଷଣ ଅଟେ , କ୍ୟାନ୍ସର ହେବାର ପରେ ଗଳାର ଗ୍ରନ୍ଥିରେ ଫୁଲିବା ପରି ଦେଖାଯାଏ ।
୪) କଫ ଓ ଗଳାରେ କର୍କସ୍ ଆସିବା କହିଦେବୁ କି ଯଦି ଗଳାରେ ବହୁତ ଲମ୍ବା ସମୟରୁ କର୍କସ ହେଉଛି ,କିମ୍ବା କାଶିବା ଦ୍ୱାରା ରକ୍ତ ବାହାରୁଛି , ତେବେ ସାବଧାନ ହୋଇଯାଆନ୍ତୁ , ଏମିତିରେ ଜରୁରୀ ନୁହେଁ କି କ୍ୟାନ୍ସର ହେଉ , କିନ୍ତୁ ଡାକ୍ତରଙ୍କୁ ନିଶ୍ଚିତ ଦେଖାନ୍ତୁ ।
୫) ଲଗାତାର କାଶ ଆସିବା : ଏବେ ଏମିତି ଆମେ କାଶକୁ ନର୍ମାଲ୍ ନେଇଥାଉ , ଓ ଏହାକୁ ଅଣଦେଖା କରିଦେଉ , ଯଦି ଲମ୍ବା ସମୟରୁ ଏପରି କାଶ ହେଉଛି , ତେବେ ଅଣଦେଖା ନ କରି ଏହାର ଚିକିତ୍ସା କରାନ୍ତୁ ।
୬) ବହୁତ ଜଲଦି ଓଜନରେ ବୃଦ୍ଧି ହେବା : ଏବେ ଏମିତି ବିନା ଚେଷ୍ଟାରେ କାହାର ଓଜନ ହ୍ରାସ ପାଏ ନାହିଁ , କିନ୍ତୁ ଏହା ସତ୍ତ୍ୱେ ଯଦି ଆପଣଙ୍କ ଓଜନରେ ବୃଦ୍ଧି ହେଉଛି , ତେବେ ସାବଧାନ ହୁଅନ୍ତୁ , କାରଣ ଏହା ଭଲ କଥା ନୁହେଁ , କହିଦେବୁ କି ଏହା ଥାଇରଏଡ୍ ସଙ୍କେତ ଦେଇଥାଏ , ଓ ଏହାର ଚିକିତ୍ସା ନ କରାଗଲେ ଏହା ଗଳାରେ କ୍ୟାନ୍ସର ହେବାର ପରିଣତି ଦେଇଥାଏ ।
ଏମିତିରେ ଯଦି ଆପଣଙ୍କ ପରିବାର ର କେଉଁ ସଦସ୍ୟଙ୍କୁ ଏପରି ଲକ୍ଷଣ ଦେଖାଦେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ , ଯଦି ଆପଣଙ୍କୁ ଏହି ଲକ୍ଷଣ ତିନି ସପ୍ତାହରୁ ଅଧିକା ଦେଖାଯାଉଛି , ତେବେ ଯାଞ୍ଚ କରିବା ଜରୁରୀ ଅଟେ, ଯେବେ ଏହା ଗଳାରେ କ୍ୟାନ୍ସର ହେଉଛି , ତେବେ ଏହ ଶରୀରର ବାକି ଭାଗରେ ବ୍ୟାପେ ନାହିଁ , ଏହା ସହଜରେ ସର୍ଜରୀ କରି ହଟାଯାଇପାରିବ , କିନ୍ତୁ ଯଦି ବ୍ୟାପିଯାଏ , ତେବେ ଏହାକୁ ଚିକିତ୍ସା କରିପାରିବା ଅସମ୍ଭବ ।