December 24, 2024

Odia Express

Leading Odia News Portal of Odisha

କଣ ପାଇଁ ପାଣି ବଦଳରେ ଆଖିର ଲୁହରେ ଭଗବାନ ଶ୍ରୀକୃଷ୍ଣ ନିଜ ବନ୍ଧୁ ସୁଦାମାଙ୍କ ପାଦ ଧୋଇଲେ – କାରଣ ଜାଣିଲେ ଆପଣ ମଧ୍ୟ ଭାବବିହ୍ୱଳ ହେଇଯିବେ..

ବନ୍ଧୁଗଣ , ଯେବେ ସଂସାରରେ ବନ୍ଧୁତାର କଥା ଆସେ ତେବେ ସମସ୍ତେ ଭଗବାନ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ମିସାଲ୍ ଦିଆଯାଏ । ଭଗବାନ କୃଷ୍ଣା ଓ ସୁଦାମାଙ୍କ ବନ୍ଧୁତା ଯେପରି ଥିଲା , ଆଜି ପର୍ଯ୍ୟନ୍ତ କାହା ସହ ତା ହୋଇନାହିଁ , ବୋଧେ ଆଗକୁ ହେବ , ସୁଦାମା ଓ କୃଷ୍ଣ ଛୁଆ ବେଳରୁ ଭଲ ସାଙ୍ଗ ଥିଲେ ।  ଦୁହେଁ ଏକା ସାଙ୍ଗେ ଗୁରୁକୁଳରେ ଶିକ୍ଷା ନେଇଥିଲେ , ଓ ଦୁହେଁ ଏକା ସାଙ୍ଗେ ବଡ ବି ହୋଇଥିଲେ,  ଛୁଆବେଳରୁ ନେଇକରି ଯୁବାବସ୍ଥା ଯାଏଁ ନିଜ ବନ୍ଧୁତା ନିଭାଇଥିଲେ , ଦାରିଦ୍ରତା ଦ୍ୱାରା ବଢିଥିବା ସୁଦାମା କିପରି କୃଷ୍ଣ ଙ୍କ ଠାରୁ ଦୂରେଇ ଗଲେ ତାହା ତାଙ୍କୁ ଜଣା ନଥିଲା , ସୁଦାମାଙ୍କ ସ୍ତ୍ରୀଙ୍କ ବିଷୟରେ କହିଲେ ସେ ସବୁବେଳେ ସୁଦାମାଙ୍କୁ କହୁଥିଲେ କି ସୁଦାମାଙ୍କୁ କିଛି ମାଗିନିଅ , କିନ୍ତୁ ତାଙ୍କ କଥା କେବେ ଶୁଣିନଥିଲେ , ନିଜ ମିତ୍ର କୃଷ୍ଣଙ୍କ ଦରବାରରେ ମନ ବଳେଇ ଥରେ ଆସିଗଲେ ।

କୃଷ୍ଣଙ୍କ ଦରବାରରେ ପହଞ୍ଚିବାପରେ ତାଙ୍କ ହାଲତ୍ ଦେଖି ସମସ୍ତେ ଭାବିବାକୁ ଲାଗିଲେ ଭିକ୍ଷା ମାଗିବାକୁ କେହି ଭିକାରୀ ଆସିଛନ୍ତି , ସୁଦାମାଙ୍କ ପାଦରେ କିଛି ପିନ୍ଧିନଥିଲେ , ଓ ତାଙ୍କ କପଡା ସବୁ ଜାଗାରେ ଫାଟିଥିଲା , ତାହାକୁ ଦେଖିକରି ଦ୍ୱାରପାଳ ଅଟକାଇଲେ ପଚାରିଲେ କି କୁଆଡେ ଯାଉଛ , ଏହା ଉପରେ ସୁଦାମା କହିଲେ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଧୁ ଅଟେ , ଓ ଦେଖା କରିବାକୁ ଆସିଛି , ଏହା ଶୁଣିକରି ସମସ୍ତେ ହସିବାକୁ ଲାଗିଲେ , ଦ୍ୱାରପାଳଙ୍କୁ କଣ ଜଣାଥିଲା କି ଯେଉଁ ଫଟା ପୁରୁଣା କପଡା ପିନ୍ଧିକରି ସାମ୍ନାରେ ଠିଆ ହୋଇଛନ୍ତି , ସେ ପ୍ରକୃତରେ କୃଷ୍ଣଙ୍କର ବନ୍ଧୁ ଅଟେ । ତେବେ ଜଣେ ଦ୍ୱାରପାଳ କୃଷ୍ଣଙ୍କର ପାଖକୁ ଯାଏ ।

ଯେପରି ଦ୍ୱାରପାଳ କୃଷ୍ଣଙ୍କୁ କହେ କି ବାହାରେ ସୁଦାମା ନାମକ କିଏ ଭିକାରି ଆସିଛନ୍ତି , ତେବେ ସେ ଆପଣଙ୍କୁ ନିଜର ବନ୍ଧୁ ବୋଲି କହୁଛି , ଭଗବାନ କୃଷ୍ଣ ଖୁସିରେ ପାଗଳ ହୋଇଯାଉଛନ୍ତି , ଓ ଖାଲି ପାଦରେ ସୁଦାମାଙ୍କୁ ଆଣିବାକୁ ଦୌଡିଯାଉଛନ୍ତି , କୃଷ୍ଣଙ୍କ ସୁଦାମା ଆସିବାର ଏତେ ଖୁସି ହୋଇଯାଇଥିଲେ କି ସେ ଅପେକ୍ଷା କରିପାରିନଥିଲେ ଓ ନିଜେ ଚାଲିଯାଈଥିଲେ , ସେପଟେ ସୁଦାମାଙ୍କ ମନରେ ଗୋଟିଏ ପ୍ରଶ୍ନ ଚାଲୁଥିଲା କି ତାଙ୍କର ଦାରିଦ୍ରତାକୁ ଦେଖିକରି କଣ କୃଷ୍ଣ ଭଗବାନ ତାଙ୍କୁ ଦେଖା କରିବାକୁ ଆସିବେ , କିନ୍ତୁ ଯେପରି ସେ ନିଜ ସାମ୍ନାରେ କୃଷ୍ଣଙ୍କୁ ପାଖରେ ଠିଆ ହୋଇଥିବାର ଦେଖିଲେ ତେବେ ସେ ଚକିତ ହୋଇଗଲେ , କୃଷ୍ଣ ନିଜ ବନ୍ଧୁଙ୍କୁ କୁଣ୍ତାଇ ପକାଇଥିଲେ , ଓ ତାଙ୍କୁ ନେଇକରି ସିଂହାସନରେ ବସାଇଥିଲେ ।

କୃଷ୍ଣ ଦେଖିବାକୁ ପାଇଲେ କି ସୁଦାମାଙ୍କ ପାଦରେ କଣ୍ଟା ପଶିଛି , ଓ ଯେବେ କେଉଁ ବ୍ୟକ୍ତି ଥକିକରି ଆସିଥାଏ , ତେବେ ତାର ପାଦ ଲୁଣ ପାଣିରେ ଧୁଆଯାଏ , କିନ୍ତୁ କୃଷ୍ଣ ଅପେକ୍ଷା ବେଶୀ ସମୟ କରିପାରିନଥିଲେ , ଏଥିପାଇଁ ସେ ନିଜର ଅଶ୍ରୁର ଧାରାରେ ସୁଦାମାଙ୍କ ପାଦ ଧୋଇଥିଲେ,  ଲୁହର ପାଣି କ୍ଷାର ହୋଇଥାଏ , ସୁଦାମାଙ୍କୁ ବହୁତ ଅତିଥି ଚର୍ଚ୍ଚା କରାଯାଇଥିଲା,  ଯେବେ କୃଷ୍ଣ ସାହାଯ୍ୟ କରିବାକୁ କହନ୍ତି , ତେବେ ସୁଦାମା ମନା କରିଦିଅନ୍ତି , କୃଷ୍ଣ ଜାଣିଥିଲେ ତାଙ୍କ ପାଖକୁ କଣ ପାଇଁ ଆସିଥିଲେ , ଏଥିପାଇଁ ଯେବେ ସୁଦାମା ନିଜ ଘରକୁ ଯାଆନ୍ତି , ତେବେ ଭଙ୍ଗା ଚାଳଘର ଜାଗାରେ ଏକ ଆଲିଶାନ ଘର ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି , ବିନା ମାଗି କୃଷ୍ଣ ତାଙ୍କ ସବୁ ଦୂଃଖ ଦୂର କରିଦେଲେ , କୃଷ୍ଣ ସୁଦାମାଙ୍କ ଦାରିଦ୍ରତାକୁ ପୁରା ମିଟାଇଥିଲେ ।

Leave a Reply

Your email address will not be published. Required fields are marked *