December 26, 2024

Odia Express

Leading Odia News Portal of Odisha

ଏହି ୧୦ ଟି କାରଣରୁ ନିଜ ଦିଅରଙ୍କୁ ପସନ୍ଦ କରନ୍ତି ଭାଉଜମାନେ , ଦୁହେଁଙ୍କ ମଧ୍ୟରେ ହୋଇଥାଏ ଏହିପରି ଖାସ୍ ସଂମ୍ପର୍କ – ସମସ୍ତେ ଜାଣିବା ନିହାତି ଦରକାର…

ଦିଅର ଓ ଭାଉଜଙ୍କ ସଂମ୍ପର୍କ ବଡ ଅନୋଖା ହୋଇଥାଏ , ଯେବେ ଝିଅ ବାହାହୋଇ ନିଜ ଶାଶୁଘରକୁ ଆସିଥାଏ ତେବେ ସ୍ୱାମୀ ପରେ ନିଜ ଦିଅରକୁ ସବୁ କଥା ସେୟାର୍ କରିଥାଏ , ଜଣେ ଦିଅର ତାର ଭାଉଜ ପାଇଁ ଛୋଟ ଭାଇ ସହ ସମାନ ହୋଇଥାଏ , ବାପ ଘରେ ନିଜ ଭାଇ ଭଉଣୀକୁ ଛାଡିଆସିବାପରେ ଶଶୁରଘରେ ଦିଅର ତାର ସେହି ଅଭାବକୁ ଦୂର କରିଥାଏ , ବହୁତଥର ଦିଅରମାନେ ବହୁତ ମଜାଳିଆ ପ୍ରବୃତିର ହୋଇଥାନ୍ତି , ଏଥିରେ ତାଙ୍କୁ ଶଶୁରଘରେ ଗୋଟେ ଭଲ ସାଙ୍ଗ ଓ ଭାଇ ମିଳିଯାଏ , ଅଧିକାଂଶ ମାମଲାରେ ଦୁହେଁ ଦୁହେଁଙ୍କୁ ବହୁତ ଇଜ୍ଜତ ଦେଇଥାନ୍ତି , ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କହିବୁ , ଶଶୁରଘରେ ଗୋଟେ ଦିଅର ହେବା କେତେ ଜରୁରୀ ହୋଇଥାଏ , ଓ ଏହାର କଣ ଫାଈଦା ହୋଇଥାଏ ।

୧) ଜଣେ ଦିଅର ନିଜ ବଡ ଭାଇର ସବୁ ରହସ୍ୟ ବିଷୟରେ ଜାଣିଥାଏ,  ଏମିତିରେ ଯଦି ନିଜ ସ୍ୱାମୀଙ୍କ ବିଷୟରେ ଅଧିକା କିଛି ଜାଣିବାକୁ ଚାହିଁବାକୁ ଦରକାର ତେବେ ଦିଅରଙ୍କ ଠାରୁ ସବୁ ତଥ୍ୟ ସଂଗ୍ରହ କରିପାରିବେ ।

୨) ଘରେ ଜଣେ ଦିଅର ହେବା ଦ୍ୱାରା ଆପଣ ତାଙ୍କ ସହ ହସି ମଜାକ୍ କରିପାରିବେ , ଆପଣ ତାଙ୍କର ଗାର୍ଲଫ୍ରେଣ୍ତ ବିଷୟରେ ପଚାରି ମଜା ନେଇପାରିବେ , କିମ୍ବା ତାଙ୍କ ସହ ସମୟ ଅତିବାହିତ କରିପାରିବେ ,

୩) ଜଣେ ଦିଅର ପାଇଁ ତାର ଭାଉଜ ଏକ ଭଲ ବନ୍ଧୁ ହେବା ସହ ମା ସହ ସମାନ ହୋଇଥାଏ,  ଯେବେ ତାକୁ ଭୋକ ଲାଗିଥାଏ , ତେବେ ଘରେ କେଉଁ ଜିନିଷ ନ ମିଳିଲେ ତେବେ ସେ ରୋଗାକ୍ରାନ୍ତ ହୋଇଯାଏ , ତେବେ ତାର ସେବା ଶ୍ରୁଶସା କରିବାପାଇଁ ଭାଉଜ ହିଁ ଥାଏ , ଏହା ସହ ନିଜ ଜୀବନରେ ଚାଲୁଥିବା ସବୁ ସମସ୍ୟାକୁ ସେ ଖୋଲିକରି ସେ ଭାଉଜକୁ କହିପାରେ , ଏହି ପରି ଭାଉଜ ଏକ ମା ଓ ବଡ ଭଉଣୀ ପରି ହୋଇ ତାଙ୍କୁ ସଠିକ୍ ରାସ୍ତା ଦେଖାଇପାରିବେ ।

୪) ଆପଣ ନିଜ ଦିଅର ପାଇଁ ଯାହା ବି କାମ କରନ୍ତି ଦିଅର ସେଥିପାଇଁ ବହୁତ ପ୍ରଶଂସା କରିଥାଏ , ଶଶୁରଘରେ ଯେ କୌଣସି କାମ ପାଇଁ ଦିଅର ଭାଉଜର ପ୍ରଶଂସା ସବୁବେଳେ କରିଥାଏ , ଏହା ଦ୍ୱାରା ଆପଣ ଖୁସିରେ ରୁହନ୍ତି ।

୫) କେବଳ ଆପଣଙ୍କ ଯତ୍ନ ନେବା କଥା ନୁହେଁ ବରଂ ଶଶୁରଘରେ ଆପଣ କିପରି ଚଳିବେ ତାହାର ପୁରା ଦାୟିତ୍ୱ ନେଇଥାଏ ଦିଅର , ମାନେ ଆପଣଙ୍କୁ ଘରେ କୌଣସି ପ୍ରକାରର ଅସୁବିଧା ନ ହେଉ ସେଥିପାଇଁ ସେ ସବୁବେଳେ ସଚେତନ ରହିଥାଏ ,

୬) ଯେବେ ସ୍ୱାମୀ ଘରେ ନଥିବେ ତେବେ ଆପଣ କୁଆଡେ ବାହାରକୁ ଯିବାକୁ ମନ ବଳାଇଲେ ତେବେ ସେ ଆପଣଙ୍କୁ ଗାଡିରେ ବସାଇ ନେଇପାରେ , ଆପଣ ଯେଉଁ ଆଡେ ଯିବାକୁ ଚାହିଁବେ ସେ ଖୁସିରେ ନେଇଯିବେ , ସ୍ୱାମୀଙ୍କ ପରି ବାହାନା କରିବେ ନାହିଁ ।

୭) ଶଶୁରଘରେ ନୁଆ ବୋହୁର ସବୁଠାରୁ ବଡ ସମସ୍ୟା ଏହା କି ସେ ନୁଆ ଘରକୁ ଆସି ବହୁତ ଜଲଦି ବୋର୍ ହୋଇଯାଏ , ଏମିତିରେ ଦିଅର ଭାଉଜ ପାଖରେ ରହି ଟାଇମ୍ ପାସ୍ କରିଥାଏ , ସେ ନିଜର ମଜାଳିଆ କଥାରେ ଭାଉଜକୁ ସବୁବେଳେ ଖୁସି ରଖିଥାଏ ।

୮) କେବଳ ଦିଅର ନୁହେଁ ଦିଅରର ସାଙ୍ଗମାନେ ବି ଭାଉଜଙ୍କୁ ବହୁତ ସମ୍ମାନ କରନ୍ତି , ଓ ସବୁବେଳେ କିଛି ସାହାଯ୍ୟ ପାଇଁ ସବୁବେଳେ ତତ୍ପର ରୁହନ୍ତି , ଓ ଆପଣଙ୍କ ଦିଅରଙ୍କ ଫ୍ରେଣ୍ତ ଗ୍ରୁପ୍ ରେ ବି ସବୁ ଝିଅମାନେ ଆପଣଙ୍କ ସାଙ୍ଗ ହୋଇଯାଆନ୍ତି ।

୯) ଦିଅର ସହ ଆପଣ ଘରେ ଯେ କୌଣସି କାର୍ଯ୍ୟକ୍ରମ ଉତ୍ସବ ଏକା ସାଙ୍ଗେ ପାଳିପାରିବେ , ଘରେ କେଉଁ କାର୍ଯ୍ୟକ୍ରମ ହେଲେ ଦିଅର ସବୁ ପ୍ରସ୍ତୁତିରେ ହାତ ବଢାଇଥାଏ ,

୧୦) ଯେବେ ଆପଣଙ୍କ ଦ୍ୱାରା କିଛି ବି ଭୁଲ୍ ହୋଈଯାଏ  ତେବେ ଦିଅର ଆପଣଙ୍କୁ ବଞ୍ଚାଇଦେଇଥାଏ,  ଏମିତିରେ ନିଜ ଦିଅର ପାଇଁ ବି ସେମିତି କରିପାରିବେ , ଏହି ପରି ଘରେ ଦୁହେଁଙ୍କ ମଧ୍ୟରେ ସହଯୋଗ ଭଲ ରହିଥାଏ ।

Leave a Reply

Your email address will not be published. Required fields are marked *