December 26, 2024

Odia Express

Leading Odia News Portal of Odisha

ମୁକେଶ ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀ ପାଉଥିବା ଦରମା ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ – ଏବେ ଜାଣି ରଖନ୍ତୁ..

ଦୁନିଆଁର ସବୁଠାରୁ ଧନୀ ଶାଳୀ ଉଦ୍ୟୋଗପତି ଲିଷ୍ଟରେ ଭାରତରେ ମୁକେଶ ଅମ୍ବାନୀ ଙ୍କୁ କିଏ ବା ନଜାଣେ , ରିଲାୟନ୍ସ ଜିଓର ମାଲିକ ମୁକେଶ ଅମ୍ବାନୀ ଧନ ସଂମ୍ପତ୍ତି ମାମଲାରେ କଣ ଆଉ କୁହାଯିବ , ତାଙ୍କର ଘର କେଉଁ ରାଜମହଲରୁ କମ୍ ନୁହେଁ , ପୁରା ଦୁନିଆଁ ତାଙ୍କୁ ଭଲ ଭାବେ ଜାଣିଛନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି କୋଟିଏ ଆରବ ଉପରେ କମାଉଥିବା ମୁକେଶ ଅମ୍ବାନୀଙ୍କ ଘରେ ଦେଖାଶୁଣା କରୁଥିବା କର୍ମଚାରୀମାନେ କେତେ ଦରମା ପାଆନ୍ତି ? ବୋଧେ ଜାଣିନଥିବେ ତେବେ ଆଜି ଆମେ କହିବୁ ଆରବପତି ମୁକେଶ ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀ କେତେ ବେତନରେ କାମ କରୁଛନ୍ତି , ଯାହାକୁ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ।

ସବୁଠାରୁ ପ୍ରଥମେ ଆମେ ଆପଣଙ୍କୁ କହିଦେବୁ କି ମୁକେଶ ଅମ୍ବାନୀ ଜିଓ ଲଞ୍ଚ କରି ଦେଶ ସାରା ଟେଲିକମ୍ ସେକ୍ଟରରେ ଏକ କ୍ରାନ୍ତି ଆଣିଥିଲେ , କହିଦେବୁ କି ଜିଓ ଆସିବାପରେ ଦେଶରେ ଇଣ୍ଟରନେଟ୍ ୟୁଜର୍ସଙ୍କ ସଂଖ୍ୟା ଦୁଇ ଗୁଣା ଅଧିକା ବୃଦ୍ଧି ହୋଇଛି , ସେମିତି ଆମେ କହିବୁ କି ମୁକେଶ ଅମ୍ବାନୀ ଯିଏ କି ଭାରତରେ ସବୁଠାରୁ ମହଙ୍ଗା ଓ ପୁରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ଘର ଯାହାକି ମୁମ୍ବାଇରେ ଅଛି ତାହାର ନାଁ ଆଣ୍ଟାଲିଆ ଅଟେ ,

କହିଦେବୁ କି ୨୭ ମହଲା ବିଶିଷ୍ଟ ଏହି ଘରେ ଅନୁମାନିତ ଦାମ ପ୍ରାୟ ୧୧ ହଜାର କୋଟି ଅଟେ ,ଯେଉଁଥିରେ ଗୋଟିଏରୁ ବଳି ଗୋଟିଏ ହାଇଟେକ୍ ସୁବିଧା ଉପଲ୍ଲବ୍ଧ ଅଛି ,ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଆଲିଶାନ୍ ଘରେ ୧୬୮ ଟି ଗାଡି ଅଛି , ସେଥିପାଇଁ ୭ ମହଲା ବିଶିଷ୍ଟ ଗ୍ୟାରେଜ୍ ବା ପାର୍କିଙ୍ଗ୍ ଲର୍ଟ ହୋଇଛି , ଏଥିରେ ସବୁ ସୁଖ ସୁବିଧା ସହ ଥିଏଟର୍, ଜିମ୍ ଆଦି ସବୁ କିଛି ଅଛି , କହିଦେବୁ କି ଏତେ ବଡ ଘରେ ପ୍ରାୟ ୬୦୦ ଜଣ କର୍ମଚାରୀ କାମ କରିଥାନ୍ତି , ଯାହାଙ୍କ ସହ ମୁକେଶ ଅମ୍ବାନୀ ଚାକରଙ୍କୁ ଚାକର ଭଳି ନୁହେଁ ବରଂ ନିଜ ପରିବାର ସଦସ୍ୟ ଭଳି ବ୍ୟବହାର କରିଥାନ୍ତି , ଆପଣଙ୍କୁ କହିଦେବୁ କି ଆଣ୍ଟିଲିଆରେ କାମ କରୁଥିବା ଚତୁର୍ଥ କ୍ଲାସ୍ କର୍ମଚାରୀଙ୍କ ବେତନ କେଉଁ ପ୍ରଥମ ଶ୍ରେଣୀ ସରକାରୀ ଅଫିସରଙ୍କ ପରି ଅଟେ ।

ଏବେ ଆପଣ ନିଜେ ଅନ୍ଦାଜା ଲଗାଇପାରୁଥିବେ କି ସେ କେତେ ସ୍ୟାଲେରୀ ଦେଉଥିବେ , କହିବାକୁ ଚାହିଁବୁ କି ଏହି ଆଲିଶାନ୍ ବଙ୍ଗଳାର ସବୁ ମହଲାରେ ଏକ ହେଡ୍ କର୍ମଚାରୀ ନିଯୁକ୍ତ ହୋଇଛନ୍ତି , ଯାହା ସେହି ମହଲାର ସବୁ କାମର ତଦାରଖ କରୁଛନ୍ତି , ଭାରତର ଏହି ସବୁଠାରୁ ମହଙ୍ଗା ଘର କାମ କରୁଥିବା ପ୍ରତ୍ୟେକ ହେଡ୍ କର୍ମଚାରୀ ମାସିକ ବେତନ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକା ଅଟେ , ତାହା ସହ ରହିବା ଓ ଖାଇବା ପର୍ଯ୍ୟନ୍ତ ସବୁ ସୁଖ ସୁବିଧା ଉପଲ୍ଲବ୍ଧ କରାଯାଇଛି ,

Leave a Reply

Your email address will not be published. Required fields are marked *