September 19, 2024

Odia Express

Leading Odia News Portal of Odisha

ଅମୃତା ସିଂଙ୍କ କାରଣରୁ ସନି ଦେଓଲଙ୍କ ବିବାହର ରହସ୍ୟରୁ ପର୍ଦା ଖୋଲିଲା, ୩୫ ବର୍ଷ ପରେ ସାମ୍ନାକୁ ଆସିଲେ ଏହି ଅଭିନେତାଙ୍କ ସ୍ତ୍ରୀ…

ବଲିଉଡ୍ ଦମଦାର୍ ଆକ୍ସନ ହିରୋ ଲିଷ୍ଟରେ ଟପ୍ ରେ ଅଛନ୍ତି ସନି ଦେଓଲ ମାନେ ଆଜି ୧୯ ଅକ୍ଟୋବରକୁ ନିଜର ଜନ୍ମ ଦିନ ସେଲିବ୍ରେଟ୍ କରୁଛନ୍ତି ।  ଯାହାର କାରଣରୁ ତାଙ୍କର ଫ୍ୟାନ୍ସ ସବୁ କିଛି ଜାଣିବାକୁ ଚାହଁନ୍ତି , ଏବେ କିଛି ଦିନ ହେବ ସନିଦେଓଲ ପ୍ରଥମଥର ଲୋକସଭା ନିର୍ବାଚନ ଲଢିଥିଲେ , ଯେଉଁଥିରେ ସେ ଜିତ୍ ହାସିଲ୍ କରିଥିଲେ , ଏହାପରେ ସାଂସଦ ହୋଇଗଲେ , ତାପରେ ଆଜି ଲୋକେ ତାଙ୍କ ନିଜ ଜୀବନରେ ଓ ପରିବାର ବିଷୟରେ ଜାଣିବାକୁ ପସନ୍ଦ କରୁଛନ୍ତି , ଆଜି ଆମେ ଆପଣଙ୍କୁ ତାଙ୍କର ସ୍ତ୍ରୀ ପୁଜାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ୩୫ ବର୍ଷ ପରେ ମିଡିଆ ସାମ୍ନାକୁ ଆସିଲେ ।

ବଲିଉଡ୍ ରେ ଅଭିନେତା ସନି ଦେଓଲ ବହୁତ ରୋମାଣ୍ଟିକ୍ ଥିଲେ , ଯାହାର କାରଣରୁ ତାଙ୍କର ଆଫେୟାର୍ ବହୁତ ଅଭିନେତାଙ୍କ ସହ ରହିଥିଲା , ଏହି କଡିରେ ଡିମ୍ପଲ୍ କାପଡିଆ ଓ ଅମୃତା ସିଂଙ୍କ ନାଁ ବି ଆସିଥିଲା , ଅମୃତା ସିଂଙ୍କ ସହ ସନି ଦେଓଲଙ୍କ ବିବାହ ହୋଇଥିଲା , କିନ୍ତୁ ଯାଞ୍ଚ ପରେ ତାଙ୍କର ପୋଲ୍ ଖୋଲିଗଲା , ଓ ଅମୃତା ସିଂ ମା ବିବାହ କରିବାକୁ ମନା କରିଦେଲେ , ଯାହାପରେ ତାଙ୍କ ପାଦ ତଳୁ ମାଟି ଖସି ଗଲା , ଓ ବିବାହ କରିବାପରେ ସାଙ୍ଗେ ସାଙ୍ଗେ ମନା କରିଦେଲେ ।

ଅମୃତା ସିଂଙ୍କ ମାଙ୍କୁ ସନିଦେଓଲ ପସନ୍ଦ ଆସୁନଥିଲେ , କିନ୍ତୁ ଝିଅର ଖୁସି ପାଇଁ ସେ ଏହି ପ୍ରସ୍ତାବକୁ ହଁ କରିଦେଲେ , ବିବାହର କଥା ଫାଇନାଲ୍ କରିବାପରେ ପ୍ରଥମେ ସନିଦେଓଲଙ୍କ ଯାଞ୍ଚ ପଡତାଲ୍ କରାଯାଇଥିଲା ଯାହା ଦ୍ୱାରା ଜଣାପଡିଥିଲା କି ସେ ପୁର୍ବରୁ ବିବାହିତ ଅଛନ୍ତି , ଯାହାପରେ ସେ ବିବାହ ପାଇଁ ମନା କରିଦେଇଥିଲେ , ଅମୃତା ସିଂଙ୍କ ମା କହିଲେ ସନି ଦେଓଲଙ୍କ ସ୍ତ୍ରୀ ଲଣ୍ତନରେ ରହୁଛନ୍ତି , ଯାହାଙ୍କ ନାଁ ପୁଜା ଅଟେ ,ଓ ତାଙ୍କୁ ସେ ବାହା ହୋଇଛନ୍ତି , ଯାହା ପରେ ଅମୃତା ସିଂ ଏହି ସଂମ୍ପର୍କକୁ ଭାଙ୍ଗିଦେଇଥିଲେ ।

ସନି ଦେଓଲ ପୁଜାଙ୍କ ସହ ନିଜ ବିବାହ କଥା ବହୁତ ବର୍ଷ ଯାଏଁ ଲୁଚାଇ ରଖିଥିଲେ , ଏହାର ପଛରେ କାରଣ ଥିଲା କି ସେ ଲାଇମ୍ ଲାଇଟ୍ ରୁ ଦୂରେଇ ରହିବାକୁ ଚାହୁଁଥିଲେ , ଓ ସନିଙ୍କ କ୍ୟାରିୟରରେ ଏହା ପ୍ରଶ୍ନ ରହିଯାଈଥିଲା , ଏମିତିରେ ୧୯୮୪ ରେ ଦୁହେଁ ବିବାହ କରିଥିବାର କଥା ସାମ୍ନାକୁ ଆସିଥିଲା , ଯାହାପରେ ଏବେ ସନି ଦେଓଲଙ୍କର ଓ ପୁଜାଙ୍କର ଦୁଇଟି ଛୁଆ ଅଛନ୍ତି , ଯାହାଙ୍କ ନାଁ କରନ୍ ଓ ରାଜବୀର ଅଟେ , ଏବେ ସନି ଦେଓଲ ଙ୍କ ପୁଅ କରନ୍ ପଲ୍ ପଲ୍ ଦିଲ୍ କେ ପାସ୍ ଜରିଆରେ ବଲିଉଡ୍ ରେ ଡେବ୍ୟୁ କରିଥିଲେ ।

ବିବାହର ବହୁତ ବର୍ଷ ପରେ ମିଡିଆକୁ ଲୁଚୁଥିବା ପୁଜା ପରିଶେଷରେ ତାଙ୍କ ଫିଲ୍ମ ପ୍ରମୋଶନ ପାଇଁ ସାମ୍ନାକୁ ଆସିଥିଲେ , ଯାହାପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା,  କୁହାଯାଏ କି ୩୫ ବର୍ଷ ପରେ ପୁଜା କ୍ୟାମେରାରେ କୈଦ ହୋଇଥିବାର ଦେଖାଗଲା , ପୁଜାଙ୍କୁ ଲାଇମ୍ ଲାଇଟ୍ ରେ ରହିବାକୁ ବିଲକୁଲ୍ ପସନ୍ଦ ଲାଗେ ନାହିଁ , ଯାହାର କାରଣରୁ ସେ ଦୂରତା ବନାଇଦେଇଥିଲେ ।

Leave a Reply

Your email address will not be published. Required fields are marked *