September 19, 2024

Odia Express

Leading Odia News Portal of Odisha

ସବୁବେଳେ ପ୍ଲାଟଫର୍ମରେ ରହୁଛି ଏହି କୁକୁର , କରୁଛି ଏଭଳି କାମ ଯେ ଜାଣିଲେ ହୋଇଯିବେ ସମସ୍ତେ ସ୍ତବ୍ଧ – ନିଶ୍ଚୟ ଜାଣିରଖନ୍ତୁ…

ପାଳିତ କୁକୁର ବିଷୟରେ ଆପଣମାନେ ସମସ୍ତେ ତ ଶୁଣିଥିବେ , କିନ୍ତୁ ଯଦି ଗଳିରେ ବୁଲୁଥିବା କୁକୁରଙ୍କ ବିଷୟରେ କହିବା ତେବେ ତାଙ୍କୁ ସମସ୍ତେ ଡରିକରି ଦୌଡିଥାନ୍ତି , ସେମାନେ କଣ କେତେ ବେଳେ କରିଦେବେ ଏହା ବିଷୟରେ କେହି ବି ଜାଣିନାହାନ୍ତି , ସାଧାରଣତଃ ଆମେ ବାହାରେ କୁକୁର ଭୋକିଲେ ଆମେ ଡରିଯାଇଥାଉ ,  ସେହି ପରି ବୁଲା କୁକୁରରୁ ବଞ୍ଚିକରି ବାହାରକୁ ବାହାରିବାକୁ ଆମେ ଚେଷ୍ଟା କରୁ , ଲୋକଙ୍କର ମନରେ ଏହା ଡର ରହିଥାଏ କି କୁକୁର ଯେପରି କାମୁଡି ନଦେଉ । କାରଣ ବୁଲା କୁକୁର କାମୁଡିଲେ ଆମକୁ ରେବିଜ୍ ର ଡର ରହିଥାଏ ।ପଶୁ ମାନଙ୍କ ମଧ୍ୟରେ କୁକୁରକୁ ସବୁଠାରୁ ଇମାନଦାର୍ ବୋଲି ଜଣାଯାଏ । ସାଧାରଣତଃ ଘରେ ଥିବା କୁକୁର ବହୁତ ଭଲ ହୋଇଥାନ୍ତି , ଏମାନେ ବହୁତ ଭଲ କାମ କରନ୍ତି , ଏହି କାରଣରୁ ଫାୟର୍ ଡଗ୍ , ପୋଲିସ୍ ଡଗ୍ ସହାୟକ କୁକୁର , ସେନାରେ କୁକୁର , ଶିକାରୀ କୁକୁର , ଆଦି କୁକୁରଙ୍କୁ ବ୍ୟବହାର କରାଯାଏ ।

କୁକୁର ଏକ ଘରୋଇ ପଶୁ ଅଟେ , ଏହା ବହୁତ ଇମାନଦାର୍ ହୋଇଥାଏ ,, ମନୁଷ୍ୟର ସବୁଠାରୁ ଘନିଷ୍ଠ ବନ୍ଧୁ ବୋଲି କହିଲେ ଭୁଲ୍ ହେବ ନାହିଁ , ଜଙ୍ଗଲି କୁକୁର ବହୁତ ଖତରନକ ହୋଇଥାନ୍ତି , ସେମିତି ପାଳିତ କୁକୁର  ବହୁତ ହିଁ ଭଲ ହୋଇଥାନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଆଜି ଏମିତି ଏକ କାହାଣୀ ନେଇକରି ଆସିଛୁ , ଯାହାକୁ ଶୁଣିଲେ ସମସ୍ତେ ଚକିତ ହେଉଛନ୍ତି , ଯଦି କଥା ହେବା ଇମାନଦାରୀ କଥା ତେବେ ଏମାନେ ବହୁତ ବଫାଦାର୍ ହୋଇଥାନ୍ତି , କୁକୁରର ଏପରି ଇମାନଦାରୀ କଥା ଆମେ ଚେନ୍ନାଇର ପାର୍କ ଟାଉନ୍ ର ଷ୍ଟେସନରେ ଦେଖିବାକୁ ମିଳିଥିଲା,  ପ୍ଲାଟଫର୍ମରେ ରହୁଥିବା ଏକ ବୁଲା କୁକୁର ଏହି ଦିନ ଯାତ୍ରୀଙ୍କ ମଧ୍ୟରେ କୌତୁହଳର ବିଷୟ ହୋଇଛି ।

ଯେଉଁ କୁକୁର ବିଷୟରେ ଆମେ କଥା ହେଉଛୁ  ଏବେ ତାର ଚର୍ଚ୍ଚା ସୋସିଆଲ୍ ମିଡିଆରେ ଅଧିକା ହେଉଛି , ଏବେ ଆପଣ ଭାବୁଥିବେ କି ଏହି କୁକୁର ମଧ୍ୟରେ ଏମିତି କଣ ଖାସ୍ ଗୁଣ ଅଛି,  କହିଦେବୁ କି ସେ ଯାତ୍ରୀଙ୍କର ଉପରେ ଭୋକିଥାଏ ଯେଉଁମାନେ ରେଳ ଧାରଣାରୁ ଏପଟରୁ ସେପଟ ପାର୍ କରିଥାନ୍ତି , ଏହି କୁକୁର ସେହି ଲୋକଙ୍କୁ ଭୋକିଥାଏ ଯେଉଁ ମାନେ ଟ୍ରେନ୍ ରୁ ଚଢିବା କିମ୍ବା ଓହ୍ଲାଇବାକୁ ଚେଷ୍ଟା କରନ୍ତି , ଏବେ ଏକ ଡେଲି ଯାତ୍ରୀ କହିଲେ କି ଗତ କିଛି ବର୍ଷରେ ସବୁଦିନ ଟ୍ରେନ୍ ରେ ଯିବାଆସିବା କରୁଛି , ଏହି କୁକୁର ସେହି ଲୋକଙ୍କର ଉପରେ ଭୋକିବାକୁ ଆରମ୍ଭ କରେ ,

ଯେଉଁମାନେ ଚଳନ୍ତା ଟ୍ରେନ୍ ରେ ଚଢିବାକୁ ଚେଷ୍ଟା କରନ୍ତି , କିମ୍ବା ଓହ୍ଲାଇବାକୁ ଚେଷ୍ଟା କରନ୍ତି , ଯେଉଁ ଲୋକ ସିଧା ଧାରଣା ଦେଇ ଯିବାକୁ ଚାହଁନ୍ତି ତାଙ୍କୁ ଦେଖିଲେ ଏହି କୁକୁର ଭୋକିବାକୁ ଆରମ୍ଭ କରେ । ଏହି କୁକୁର୍ ପ୍ରକୃତରେ ଲୋକଙ୍କୁ ଜାଗୃତ କରୁଛି , ଯାତ୍ରୀ କହିଲେ କି କୁକୁର ରେଲୱେ ପୋଲିସ୍ ସହ ପେଟ୍ରୋଲିଙ୍ଗ୍ ରେ କରିଥାଏ , ଏବେ ସମସ୍ତେ ଏହାର ପ୍ରଶଂସା କରୁଛନ୍ତି , କାରଣ ଏହା ବହୁତ ହିଁ ଜାଗୃରକତା କାମ କରୁଛି , ସାଧାରଣତଃ କେହି ଏପରି କାମ କେହି କରନ୍ତି ନାହିଁ , କହିଦେବୁ କି କୁକୁର ସବୁଠାରୁ କ୍ଷିପ୍ର ମସ୍ତିଷ୍କ ବାଲା ପଶୁ ଅଟେ ।

Leave a Reply

Your email address will not be published. Required fields are marked *