September 19, 2024

Odia Express

Leading Odia News Portal of Odisha

ସୈଫ୍ ଅଲ୍ଲୀ ଖାନ୍ ଙ୍କୁ ମନେପଡିଲା ନିଜ ପୂର୍ବ ସ୍ତ୍ରୀ ଅମୃତା ସିଂଙ୍କ ବିଷୟରେ – କହିଲେ ସେ ତ ଥିଲେ ଯିଏ ମୋ ପାଇଁ..

ବଲିଉଡ୍ ରେ ପଟୋଦି ବହୁତଥର କେଉଁ ନା କେଉଁ କାରଣରୁ ଚର୍ଚ୍ଚିତ ରୁହନ୍ତି , କେବେ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଝିଅ, ତ କେବେ ସୁନ୍ଦରୀ ସ୍ତ୍ରୀ କରୀନା କାପୁର୍ , କିନ୍ତୁ ଏହି ଥର ନିଜେ ନବାବ ନିଜ ବୟାନର କାରଣରୁ ଚର୍ଚ୍ଚିତ ହୋଇଛନ୍ତି , ହଁ ଆଜ୍ଞା ସୈଫ୍ ଅଲ୍ଲୀ ଖାନ୍ ଏବେ କିଛି ଦିନ ହେବ ଏକ ଇଣ୍ଟରଭ୍ୟୁ ଦେଇଥିଲେ , ଯେଉଁଥିରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇକରି କଥାବାର୍ତ୍ତା କରିଥିଲେ , ଏହି ସମୟରେ ସେ ନିଜର ଏକ୍ସ ୱାଇଫ୍ ନାଁ ନେବା ଭୁଲିଲେ ନାହିଁ , ଯାହାର କାରଣରୁ ସେ ଏକ ଦେଇଥିବା ଇଣ୍ଟରଭ୍ୟୁ ବହୁତ ଭାଇରାଲ୍ ହୋଇଥିଲା ।ସୈଫ୍ ଅଲ୍ଲୀ ଖାନ୍ ଏବେ ଧମାକାଦାର ଇଣ୍ଟରଭ୍ୟୁ ଦେଲେ , ଯେଉଁଥିରେ ସେ ନିଜ ଏକ୍ସ ୱାଇଫ୍ ଙ୍କ ବିଷୟରେ କହିଥିଲେ , ଏହି ସମୟରେ ସେ ନିଜର କ୍ୟାରିୟରର ଆରମ୍ଭ ବିଷୟରେ କିଛି କହିଲେ ,

ଏତିକି ନୁହେଁ ସେ ନିଜ ଲାଇଫ୍ ର ବଡ ଭାଗ ପାଇଁ ନିଜ ଏକ୍ସ ୱାଇଫ୍ ଙ୍କୁ କ୍ରେଡିଟ୍ ଦେଲେ , ଯାହାକୁ ଜାଣିକରି ବେବୋ ବହୁତ ରାଗିଛନ୍ତି , ହଁ ଆଜ୍ଞା ସୈଫ୍ ଅଲ୍ଲୀ ଖାନ୍ ଙ୍କ ମୁହଁରୁ ଅମୃତା ସିଂଙ୍କ ପ୍ରଶଂସା ସୁଣିବା ବୋଧେ କରିନା କାପୁର ଖାନ୍ ଙ୍କୁ ଭଲ ଲାଗିନଥିବ । କିନ୍ତୁ ବହୁତଥର କରିନା କାପୁର ଏହି କଥାକୁ ମନା କରିଆସୁଥିଲେ , କାରଣ ତାଙ୍କୁ ସୈଫ୍ ଙ୍କ ଅତୀତ ବିଷୟରେ କିଛି ବି ଫରକ ପଡେନି ।

ଇଣ୍ଟରଭ୍ୟୁରେ ସୈଫ୍ ଅଲ୍ଲୀ ଖାନ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କହିଲେ କି ସେ ୨୦ ବର୍ଷ ବୟସରେ ନିଜ ଘର ଛାଡି ଚାଲି ଆସିଥିଲେ , ଓ ସେହି ସମୟରେ ସେ ଅମୃତା ସିଂଙ୍କୁ ବିବାହ କରିନେଇଥିଲେ , ସେହି ସମୟରେ କେବଳ ଅମୃତା ସିଂ ଥିଲେ , ଯିଏକି ସବୁ ମୋଡ ସମ୍ଭାଳିଥିଲେ , ଏତିକି ନୁହେଁ ସେ ଆଗକୁ କହିଲେ କି ଆଜି ମୁଁ ସଫଳ ଅଭିନେତା ହୋଇଛି , ତେବେ କେବଳ ନିଜର ଏକ୍ସ ୱାଇଫ୍ ଙ୍କ ପାଇଁ ହିଁ ହୋଇଛି , କାରଣ ସେ ମୋତେ ସବୁ ସମୟରେ ବିଜନେସ୍ ଅଭିନୟ ଓ ସବୁ ଜିନିଷରେ ଭଲ ଭାବେ ବୁଝାଉଥିଲେ , ମୋର କ୍ୟାରିୟର ସମ୍ଭାଳିଛନ୍ତି । ୧୯୯୧ ରେ ସୈଫ୍ ଅଲ୍ଲୀ ଖାନ୍ କେବଳ ୨୦ ବର୍ଷ ବୟସରେ ଅମୃତା ସିଂଙ୍କୁ ବିବାହ କରିନେଇଥିଲେ,  ଯାହାକି ତାଙ୍କ ଠାରୁ ୧୨ ବର୍ଷ ବଡ ଥିଲେ , ଏହି ମଉକାରେ ସେ ଅମୃତା ସିଂଙ୍କୁ ବହୁତ ଧନ୍ୟବାଦ ଜଣାଇଥିଲେ , କହିଦେବୁ କି ବାହାଘରର କିଛି ବର୍ଷ ପରେ ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂଙ୍କ ଛାଡପତ୍ର ହୋଇଯାଇଥିଲା , ଯାହାପରେ ସୈଫ୍ ଅଲ୍ଲୀ ଖାନ୍ କରିନା କାପୁରଙ୍କୁ ବିବାହ କରିନେଲେ , ତେବେ ଅମୃତା ସିଂ ସିଙ୍ଗଲ୍ ମଦର ହୋଇକରି ନିଜ ଛୁଆଙ୍କୁ ଯତ୍ନ ନେଲେ ଓ ସେ ଅନ୍ୟ ବିବାହ କରିନଥିଲେ , ସୈଫ୍ ଅଲ୍ଲୀ ଖାନ୍ ଛୁଆଙ୍କ ଯତ୍ନ ପାଇଁ ଅମୃତା ସିଂଙ୍କୁ ପଇସା ଓ ଜିନିଷ ଦେଉଛନ୍ତି ।

ବ୍ୟକ୍ତିଗତ ଜୀବନରେ ସୈଫ୍ ଅଲ୍ଲୀ ଖାନ୍ ଙ୍କ କାମ ବିଷୟରେ କହିଲେ ତେବେ ସେ ଫିଲ୍ମ ତାନାଜୀ ଓ ଜବାନୀ ଜାନେମନ ରେ ନଜର ଆସିବେ , ଏହା ଛଡା ଏବେ ସେ ବେବ୍ ସିରିଜ୍ ସେକ୍ରେଡ୍ ଗ୍ୟାସ୍ ରିଲିଜ୍ ହୋଇଥିଲା , ଯାହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି , ମତଲବ ସଫା କି ସୈଫ୍ ଅଲ୍ଲୀ ଖାନ୍ ବର୍ଷରେ ଗୋଟେ ହିଁ ଫିଲ୍ମ କରିନିଅନ୍ତି , ଯଦି ତାଙ୍କ ସ୍ତ୍ରୀ କରିନାଙ୍କ କଥା କହିବା ତେବେ ତାଙ୍କ ପାଖରେ ଏବେ ଦୁଇଟି ଫିଲ୍ମ ଅଛି, କହିଦେବୁ କି କରିନା ଓ ସୈଫ୍ ଅଲ୍ଲୀ ଖାନ୍ ଖାବାପୁର୍ତ୍ତି ପାଇଁ ଫିଲ୍ମ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *