December 27, 2024

Odia Express

Leading Odia News Portal of Odisha

ଏହି ଗରିବ ମେଣ୍ତା ଚରାଳି ଲୋକଟି ବଞ୍ଚାଇଲା ଜଣେ ଝିଅର ଜୀବନ , ୯ ବର୍ଷ ପରେ ସେ ଝିଅଟି ଏହି ପରି ସୁଝିଲା ତାର ଉପକାର ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ..

ଯେବେ କାହାର ଭାଗ୍ୟ ତେଜ୍ ହୋଇଥାଏ ତେବେ ତାକୁ କିଏ ନା କିଏ ବଞ୍ଚାଇନେଇଥାଏ , ଏଥିପାଇଁ ଇଶ୍ୱର ବି ଖରାପ ଓ ଭଲ ସମୟରେ ଦୁହେଁରେ କେବେ ଭୁଲିବା କଥା ନୁହେଁ , ଆଜି ଏହି ଘଟଣା କିଛି ଏହିପରି ଅଟେ , ଆସାମର ଜଙ୍ଗଲରେ ଏକ ମେଣ୍ତା ଚରାଳି ନିଜ ମେଣ୍ତାଙ୍କୁ ନେଇ ଚରାଉଥିଲା,  ତେବେ ଏଥିରେ ତାର ମେଣ୍ତା କିଛି ଦୂର ଚାଲିଗଲେ , ଓ ସେ ମେଣ୍ତା ଚରାଳି ତାଙ୍କୁ ଖୋଜିବାକୁ ଲାଗିଲା , ଅଚାନକ ସେହି ସମୟରେ ଏକ ବୁଦା ମୂଲେ ଏକ ଆବାଜ୍ ଶୁଭିଲା , ସେ ବ୍ୟକ୍ତି ଯେବେ ପାଖକୁ ଯାଇ ଦେଖିଲା ତେବେ ତାର ହୋସ୍ ଉଡିଗଲା , କାରଣ ସେହି ବୁଦା ମୁଳର୍ ଏକ ଜବାନ୍ ଝିଅ ବନ୍ଧା ହୋଇପଡିଥିଲା,  ପ୍ରଥମେ ସେ ମେଣ୍ତା ଚରାଳି ସେହି ଝିଅ ପାଖକୁ ଯିବାପାଇଁ ସାହାସ କରିପାରିଲାନାହିଁ , କାରଣ ସେ ଜାଣିଥିଲା କି ଏହା କେଉଁ ଅପହରଣ ଘଟଣା ହୋଇପାରେ , ପ୍ରଥମେ ସେ ଝିଅକୁ ଉଦ୍ଧାର କଲା , କିନ୍ତୁ ସେ ଜାଣିଥିଲା କି ଏଥିରେ ତାର ଜୀବନ ପ୍ରତି ବିପଦ ଆସିପାରେ , ଏହା ସବୁ ଭାବିବାପରେ ସେ ଝିଅକୁ ଉଦ୍ଧାର କଲା , ଝିଅଟି ବହୁତ ଡରିଯାଇଥିଲା , ଓ ଜଙ୍ଗଲର ରାସ୍ତା ତାକୁ ଜଣା ନଥିଲା ।

ଏଥିପାଇଁ ମେଣ୍ତା ଚରାଳି ନିଜ ମେଣ୍ତାଙ୍କୁ ଛାଡି ସେ ଝିଅକୁ ନିଜ ସାଥିରେ ନେଇ ନିଜ ଘରକୁ ଆସିଲା , ଘର ଯାଉଥିବା ବେଳେ ଝିଅଟି ବେହୋସ ହୋଇଗଲା , ଝିଅଟି ପ୍ରାୟ ୪ ଘଣ୍ଟା ପାଇଁ ବେହୋସ୍ ହୋଇଯାଇଥିଲା,  ତେବେ ଝିଅଟି କହିଲା କି ଗୁଆହାଟିର ତହସିଲ୍ ଚନ୍ଦ୍ରପୁରର ସେ ଅଟେ, ଓ ମୋର୍ ବାପା ଅଭିନୟ ପ୍ରତାପ ସିଂ ମିଜୋରାମରେ ଏକ ଗେଜେଟେଡ୍ ଅଧିକାରୀ ଅଛନ୍ତି , ମୁଁ ତିନି ଭାଇ ଭଉଣୀଙ୍କ ଠାରୁ ମୁଁ ସବୁଠାରୁ ବଡ ଅଟେ , ମୋର ନାଁ ନିତୁ ସିଂ ଅଟେ, ମୁଁ ଗୁଆହାଟିର ଏକ ଇଞ୍ଜିନିୟରିଙ୍ଗ୍ କଲେଜରେ ପଢୁଛି , ୬ ଦିନ ପୂର୍ବରୁ ମୁଁ ନିଜ ଘରକୁ ଯାଉଥିଲି , ଏଠାରେ ମୁଁ  ବସ୍ ଷ୍ଟାଣ୍ତରେ ମୁଁ ବସ୍ କୁ ଅପେକ୍ଷା କରିଥିଲି , ଏହିସମୟରେ ଏକ କାର୍ ରେ ଚାରିଜଣ ବନ୍ଧୁକ ଧାରି ଲୋକ ଆସି ମୋତେ ଅପହରଣ କରିନେଲେ , ମୋତେ ନେଇ ଏଠାରେ ପକାଇଦେଲେ ,

ରିତୁଙ୍କ ଶରୀରରେ ବହୁତ ଆଘାତ୍ ଲାଗିଥିଲା,  ଯାହାକି ଲାଗୁଥିଲା କି ତାଙ୍କୁ କେଉଁ ସିଗାରେଟ୍ ଚେଙ୍କ ଦିଆଯାଇଛି ବୋଲି , ଆଜି ମେଣ୍ତା ଚରାଳୀ ମଙ୍କଟେଶ୍ୱର ରାଓଙ୍କ କାରଣରୁ ନିତୁଙ୍କ ଜିବନ ବଞ୍ଚିପାରିଲା , ମଙ୍କଟେଶ୍ୱର ରାଓ ଏକ ଗରିବ ବ୍ୟକ୍ତି ଥିଲା,  ଓ ସେ ମେଣ୍ତା ଚରାଇ ନିଜର ଗୁଜୁରାଣ ମେଣ୍ଟାଉଥିଲା , ତାର ଘରେ ତାର ସ୍ତ୍ରୀ ଓ ଝିଅ ଥିଲା,  ସେ ଏକ ଭଙ୍ଗା ଚାଳଘରେ ଜୀବନ କାଟୁଥିଲା,  ରାତିରେ ନିତୁ ମଙ୍କଟେଶ୍ୱର ରାଓଙ୍କ ଘରେ ଅଟକିଲା , ଓ ସକାଳୁ ଯିବାପାଇଁ ସାହାସ କରିପାରୁନଥିଲା,  ଏଥିପାଇଁ ମଙ୍କଟେଶ୍ୱରରାଓ , ନିତୁଙ୍କୁ ଗୁଆହାଟି ଛାଡିବାକୁ ଆସିଲେ , ଓ କିଛି ପଇସା ବି ଦେଲେ ,ଫେରିବାପରେ ମଙ୍କଟେଶ୍ୱର ବହୁତ ଦିନ ଯାଏଁ ନିଜର ମେଣ୍ତାଙ୍କୁ ଖୋଜିଲା ତେବେ ଯାଇକରି ନିଜ ମେଣ୍ତାଙ୍କୁ ସେ ପାଇଲା ,

ଏହି ଘଟଣାର ୯ ବର୍ଷ ପରେ ଯେବେ ମଙ୍କଟେସ୍ୱର ନିଜ ମେଣ୍ତାଙ୍କୁ ଚରାଇବାକୁ ଗଲା ବେଳକୁ ୪ ଟି ଗାଡି ଠିଆ ହୋଇଥିଲା , ମଙ୍କଟେଶ୍ୱର ଡରି କରି ଘରକୁ ଗଲା , ଓ ଭିତରେ ବସିଥିବା ୫ ଜଣ ଲୋକଙ୍କୁ ଡରିକରି ନମସ୍କାର କଲା , ମଙ୍କଟେଶ୍ୱର ଡରିଯାଇଥିଲା , ତେବେ ସେହି ସମୟରେ ଏକ ସୁନ୍ଦର ଝିଅ ବାହାରିଲା , ଓ ମଙ୍କଟେଶ୍ୱରଙ୍କୁ ପଚାରିଲା ଆପଣ ମେଣ୍ତା ଚରାଉଛନ୍ତି , ତେବେ ସେ ମୁଣ୍ତ ହଲାଇ ହଁ କଲା , ଝିଅଟି ମଙ୍କଟେଶ୍ୱରଙ୍କୁ ଚାଚା କହି କହିଲା କି ମୋତେ ଭୁଲିଗଲ, ମଙ୍କଟେଶ୍ୱର ତେବେ ନିଜ ସୃତି କଥା ମନେ ପକାଇଲା , ଓ ଜାଣିବା ପରେ ଖୁସିରେ ବିଭୋର ହୋଇଉଠିଲା । କିନ୍ତୁ ନିତୁଙ୍କ ଆଖିରେ ଲୁହ ବୋହୁଥିଲା, କାରଣ ସେ ନିଜ ଭଗବାନଙ୍କ ପାଇଁ ୯ ବର୍ଷରେ କିଛି କରିପାରିନଥିଲା,  ନିତୁ ଙ୍କୁ କାନ୍ଧୁଥିବାର ଦେଖି ମଙ୍କଟେଶ୍ୱର ନିଜ ଆଖିରୁ ଲୁହ ଅଟକାଇପାରିଲା ନାହିଁ , ନିତୁ ସେହି ସମୟରେ କହିଲେ କି ସମସ୍ତେ ବାହାରି ପଡ ଏବେ ସମସ୍ତେ ଗୁଆହାଟି ଯିବା , ମଙ୍କଟେଶ୍ୱର ମନା କରୁଥିଲେ କି ନିତୁ ମାନିଲେ ନାହିଁ ,

ସେ ମଙ୍କଟେଶ୍ୱରଙ୍କ ସବୁ ଜିନିଷ ଗାଡିରେ ଭରି ଗୁଆହାଟି ଆଡକୁ ଚାଲିଗଲେ , ନିତୁ ମଙ୍କଟେଶ୍ୱରଙ୍କୁ ଏକ ନୁଆ ଘର ଦେଲେ , ତାଙ୍କ ଝିଅକୁ ଏକ ଭଲ ସ୍କୁଲ୍ ରେ ଆଡମିଶନ୍ କରାଇଲେ , ଏହାପରେ ମଙ୍କଟେଶ୍ୱରଙ୍କୁ ଏକ କପଡାର ଦୋକାନ ଖୋଲିଦେଲେ,  ଯେଉଁଥିରେ ସେ ଚାକିରି କରୁଥିଲେ,  ଯାହାକି ମଙ୍କଟେଶ୍ୱର ସେଠିକାର ହିସାବ ଦେଖନ୍ତି , ନିତୁ ଆଜି ଏକ୍ସଇଏନ୍ ଅଛନ୍ତି , ଓ ସବୁ ସପ୍ତାହରେ ଦିନେ ମଙ୍କଟେଶ୍ୱରଙ୍କ ଘର ନିଶ୍ଚିତ ଆସନ୍ତି । ଓ ରୁହନ୍ତି ।

Leave a Reply

Your email address will not be published. Required fields are marked *