ପାଦର ଏହି ଆଙ୍ଗୁଠିରେ ବାନ୍ଧି ଦିଅନ୍ତୁ କଳା ଫିତା – ତାପରେ ଯାହା ହେବ ତାହା ଦେଖିକରି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..
କିଛି ଲୋକ ଆପଣଙ୍କ କଳା ଫିତା ପିନ୍ଧୁଥିବା ଦେଖିଥିବ । କିଛି ଲୋକ କଳା ଫିତା ଗଳାରେ ତେବେ ଲୋକ ହାତରେ ଓ କିଛି ଲୋକ ପାଦରେ ପିନ୍ଧିଥାନ୍ତି । କିନ୍ତୁ ଆପଣ ଏହା ବି ଭାବିଥିବେ କି ପରିଶେଷରେ ଲୋକ କଳା ଫିତା କଣପାଇଁ ପିନ୍ଧିଥାନ୍ତି । ସେମିତି ଯଦି ଦେଖାଯାଏ ତେବେ କଳା ରଙ୍ଗ ନକରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ । ଯାହାର କାରଣରୁ କେଉଁ ଶୁଭ କାର୍ଯ୍ୟରେ କଳା ଦାଗ ଓ କଳା ରଙ୍ଗର କପଡା ପ୍ରୟୋଗ କରିବା ବର୍ଜିତ କରାଯାଈଛି, କିନ୍ତୁ ଆମେ ଆପଣଙ୍କୁ କଳା ରଙ୍ଗର ଫିତା ନିଜ ଶରୀରରେ ଧାରଣ କଲେ ଏହାର ଏକ ବଡ ଖାସିୟତ ଏହା କି କେଉଁ ପ୍ରକାରର ଉର୍ଜା ଆପଣଙ୍କ ଶରୀରରୁ ବାହାରି ପାରିନଥାଏ , ଏହି ରଙ୍ଗକୁ ଶନିଦେବଙ୍କ ସୁଚକ ମାନାଯାଇଛି , ଏହି ରଙ୍ଗର ମତଲବ ଏହା କି ସବୁ ଖରାପ ଜିନିଷ ଓ ଆପଣରୁ ସୁରକ୍ଷିତ , ଆପଣ ସୁରକ୍ଷିତ କଳା ରଙ୍ଗର ପ୍ରୟୋଗ ନକରାତ୍ମକ ବ୍ୟାପିଥାଏ , ଭଗବାନଙ୍କୁ ଏହି ରଙ୍ଗର ଭୋଗ, ବସ୍ତ୍ର, ଆଭୁଷଣ ଏମିତି କିଛି ବି ଅର୍ପଣ କରାଯାଏ ନାହିଁ ।
କିନ୍ତୁ ଯେବେ ନଜର ଦୋଷ ଲାଗିଥାଏ ତେବେ ଏହି କଳା ଫିତା ଧାରଣ କଲେ ଏହା ଆମକୁ ରକ୍ଷା କରିଥାନ୍ତି । ଆମେ ଦେଖିବାକୁ ଗଲେ ଛୋଟ ଛୁଆଙ୍କ ଗୋଡରେ , କିମ୍ବା ଅଣ୍ଟାରେ ଫିତା ବନ୍ଧା ହୋଇଥାଏ । କିମ୍ବା କଳା ଟିକା ଲଗାଯାଇଥାଏ , ଏହା କେତେ ସତ ଅଛି ତାହା ଆମେ ଜାଣିନେ । କିନ୍ତୁ ଆଜି ଆମେ ପାଦର ଆଙ୍ଗୁଠିରେ କଳା ଫିତା ବାନ୍ଧିବା ବିଷୟରେ ଜାଣିବା , ଏଥିରେ କଣ ଫାଇଦା ହୋଇଥାଏ । ଆପଣଙ୍କୁ କହିଦେବୁ କଳା ଫିତା ନଜର ଛଡାଇବା ନୁହେଁ । ବହୁତ କାମରେ ବି ଆସିଥାଏ । ଶାସ୍ତ୍ର ଅନୁସାରେ କଳା ଫିତା ବହୁତ ଫାଇଦା ଦର୍ଜ ଅଟେ । କେହି ବି ମଣିଷ ନେଇ ପାରିବେ , ଆଜି ଆମେ ଆପଣଙ୍କୁ କଳା ଫିତା ବିଷୟରେ ଏମିତି ଫାଇଦା ବିଷୟରେ କହିବୁ , ଯାହା ଗୋଡର ଡାହାଣ ଆଙ୍ଗୁଠି ରେ ବାନ୍ଧିବାରେ ମିଳିପାରେ । ଆସନ୍ତୁ ଜାଣିବା ।
କଳା ଫିତା ପାଦରେ ବାନ୍ଧିବା ସହ ନଜରର କିଛି ସଂମ୍ପର୍କ ନାହିଁ , ଆପଣଙ୍କ୍ ଜଣେଇ ଦେବୁ କି ପାଦର ଆଙ୍ଗୁଠି କଳା ଫିତା ବାନ୍ଧିବା ଦ୍ୱାରା ଗମ୍ବୀର ରୋଗ ହୋଇନଥାଏ । ଯାହାକି ଡାକ୍ତର ମାନେ ଠିକ୍ କରିପାରିନଥାନ୍ତି , ତାହା ଠିକ୍ ହୋଇଯାଏ , ଆମ ଶରୀରରେ ବହୁତ ସଂଖ୍ୟାରେ ନାଡି ଅଛି , ଯାହା ଆମ ଶରିରରେ ଯୋଡି ହୋଇଛି , ଏମିତି ଆମ ନାଡିର ଆଙ୍ଗୁଠିରେ ନାଭି ସହ ଯୋଡି ହୋଇରହିଛି ।
ଆପଣଙ୍କୁ କହିଦେବୁ କି ଆପଣ ଏହା ବି କହିଦେବୁ କି ଆମର ନାଭି ଯାହା ମୁଖ୍ୟ ନାଡି ହୋଇଥାଏ , ଯାହା ଆମ ଆଙ୍ଗୁଠିରେ ଆସି ମିଶିଥାଏ , ଏମିତିରେ ଜଦି ଆପଣଙ୍କ ପାଦର ଆଙ୍ଗୁଠିରେ କଳା ଫିତା ଲଗାଇବେ ତେବେ ଏହା ନାଡିରେ ଦାବି ହୋଇରହେ , ଓ ଆମର ନାଭି ଏହାର କେନ୍ଦ୍ର ହୋଇଥିବାରୁ ଏହା ଖସିନଥାଏ , ଏହା ସହ କଳା ଫିତା ଆମର ପାଦର ଆଙ୍ଗୁଠିରେ ବାନ୍ଧିଲେ , ଏହା ଆୟୁର୍ବେଦ ରାମବାଣ ଚିକିତ୍ସା ରୁପେ କାମ କରିଥାଏ ,
ଯଦି ଆପଣ ପାଦରେ ଆଙ୍ଗୁଠିରେ କଳା ଫିତା ବାନ୍ଧନ୍ତି ତେବେ ଆପଣଙ୍କ ମଧ୍ୟରେ ସବୁବେଳେ ସକରାତ୍ମକ ଉର୍ଜା ପ୍ରବାହ ହୋଇଥାଏ । ସକରାତ୍ମକ ଉର୍ଜା ପ୍ରଭାବ ହେବା କାରଣରୁ ଆପଣଙ୍କ ଶରୀର ଭିତରେ ନକରାତ୍ମକ ଉର୍ଜା ପ୍ରବେଶ କରିପାରେ ନାହିଁ , ଯଦି ଆପଣଙ୍କ ପାଦରେ ଆଙ୍ଗୁଠିରେ କଳା ଫିତା ଧାରଣ କରିବେ ତେବେ ଏହା ବହୁତ ଭଲ ଅବଶୋଷକ ହୋଇଥାଏ , ଯାହା ଦ୍ୱାରା ଆପଣଙ୍କ ଶରୀର ମଧ୍ୟରେ କୌଣସି ନକରାତ୍ମକ ଉର୍ଜାର ପ୍ରଭାବ ହୋଇନଥାଏ , ଏହା ଶରୀର ମଧ୍ୟରେ ଏକ କବଚ ପରି କାମ କରିଥାଏ ।