ଏହି ୨ଟି କପଡାରେ କେବେ ପୂଜା କରନ୍ତୁ ନାହିଁ, ମହାଦେବଙ୍କୁ ଆସିଲେ କ୍ରୋଧ ତ ଭୋଗିବାକୁ ପଡିପାରେ ଭୟାନକ ପରିଣତି..
ଆପଣ ମାନଙ୍କ ମଧ୍ୟରେ ବହୁତ ଲୋକ ଏପରି ଅଛନ୍ତି ଯିଏକି ଭଗବାନଙ୍କୁ ପ୍ରସନ୍ନ କରିବାକୁ ଯାଇ ସବୁଦିନ ପୁଜା ଅର୍ଚ୍ଚନା କରିଥାନ୍ତି ଯାହା ଦ୍ୱାରା ଆପଣଙ୍କୁ ପାପ କଟିଯାଇଥାଏ , ଓ ଭଗବାନଙ୍କ କୃପା ରହିଥାଏ , ଆପଣଙ୍କ ଘରେ ସୁଖ ଶାନ୍ତି ରହିଥାଏ , ଓ ଆପଣଙ୍କ ଜୀବନରେ କେବଳ ସୁଖ ଓ ସମୃଦ୍ଧି ବୃଦ୍ଧି ରହିଥାଏ । କିନ୍ତୁ ବହୁତଥର ଏପରି ହୋଇଥାଏ କି ଆପଣ ଅଲଗା ଅଲଗା ଭଗବାନଙ୍କୁ ପୁଜା କରିଥାନ୍ତି , କିନ୍ତୁ ଏହା ପରେ ବି ଆପଣଙ୍କ ଉପରେ ଭଗବାନଙ୍କ କୃପା ମିଳିପାରିନଥାଏ , ଯାହା ଦ୍ୱାରା ଆପଣଙ୍କ ଦୁଃଖ କଷ୍ଟ ବଢିବାରେ ଲାଗିଥାଏ , ତେବେ ଆପଣଙ୍କୁ କହିଦେବୁ କି ଆପଣଙ୍କ ପୁଜା ସଫଳ ନ ହୋଇପାରିଲେ ଏହାର ବହୁତ ଗୁଡିଏ କାରଣ ହୋଇପାରେ ।
ଆପଣଙ୍କୁ କହିଦେବୁ କି ଧର୍ମ ଶାସ୍ତ୍ରର ଅନୁସାରେ ପୁଜା କରିବା ପୁର୍ବରୁ କିଚି କଥାକୁ ଧ୍ୟାନ ଦେବାକୁ ପଡିଥାଏ , ନହେଲେ ଆପଣଙ୍କ ଭୁଲ୍ ଯୋଗୁଁ ପୁଣ୍ୟ ମିଳିପାରିନଥାଏ , ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ , ଯାହା ପୁଜା କରୁଥିବା ସମୟରେ ଧ୍ୟାନ ରଖିବେ ।
କହିଦେବୁ କି ବରାହପୁରାଣ ଅନୁସାରେ ୨୧୭ତମ ଅଧ୍ୟାୟରେ ବହୁତ ପୁଜାର ନିୟମ କୁହାଯାଈଛି , ଯାହାର ଆଧାରରେ ପୁଜା ସମୟରେ କଳା କିମ୍ବା ନୀଳ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ ନୁହେଁ , ଯଦି ଏପରି କରନ୍ତି ତେବେ ଦେବଙ୍କ ଦେବ ମହାଦେବଙ୍କ ଉପରେ କ୍ରୋଧ ଆସିପାରେ , ଓ ଆପଣଙ୍କୁ ଭୟାନକ ପରିଣାମ ଭୋଗିବାକୁ ପଡିପାରେ ।
ପୁଜା ପୁର୍ବରୁ କିମ୍ବା ପୂଜା ସମୟରେ ଏହି କଥାଗୁଡିକ ସବୁବେଳେ ଧ୍ୟାନ ଦେବେ :-
ଶାରରୀକ ସଂବନ୍ଧ ହେବା ପରେ ବିନା ନ ଗାଧୋଇ ପୁଜା କରନ୍ତୁ ନାହିଁ ।
କେଉଁ ଶବକୁ ଛୁଇଁଲେ ବିନା ନ ଗାଧୋଇ ପୁଜା କରନ୍ତୁ ନାହିଁ ।
ପୁଜା ସମୟରେ କିମ୍ବା ପୁଜା ପୁର୍ବରୁ କେବେ କ୍ରୋଧଭାବନା ଆଣନ୍ତୁ ନାହିଁ ।
ଖାଦ୍ୟ ଖାଈବାପରେ ବିନା କୁଳିରେ ପୁଜା କରନ୍ତୁ ନାହିଁ ।
ଅନ୍ଧାରରେ ଭଗବାନଙ୍କୁ ସ୍ପର୍ଶ କରନ୍ତୁ ନାହିଁ ନା ହିଁ ପୁଜା କରନ୍ତୁ ।
ପୁଜା ପୁର୍ବରୁ ଘଣ୍ଟି ଓ ଶଙ୍ଖ ବଜାନ୍ତୁ ଓ ତାପରେ ପୁଜାର ଆରମ୍ଭ କରନ୍ତୁ ।
ପୂଜା ସମୟରେ ମନକୁ ସଫା ରଖନ୍ତୁ , କିନ୍ତୁ ଫାଲତୁ କଥା କରନ୍ତୁ ନାହିଁ ।
ପୁଜା ସମୟରେ ଜଳୁଥିବା ଦୀପକୁ ବିନା ନ ଧୋଇ ଜଳାନ୍ତୁ ନାହିଁ ।
କେଉଁ ଭଗବାନଙ୍କୁ ପୁଜା କରୁଥିବା ସମୟର ପୁର୍ବରୁ ଶ୍ରୀ ଗଣେଷଙ୍କ ପୁଜା କରନ୍ତୁ ।