ସମୁଦ୍ର କୁଳରେ ପଡିଥିବା ମାଛ ମୁହଁରୁ ବାହାରିଲା କିଛି ଏପରି ,ଯାହାକୁ ଦେଖିକରି ଲୋକେ ବିଶ୍ୱାସ କରିପାରିଲେ ନାହିଁ ..
କୁହନ୍ତି ନା ସମୁଦ୍ର ନିଜ ମଧ୍ୟରେ ଏକ ରହସ୍ୟମୟୀ ଦୁନିଆଁ ଅଟେ , ଯାହାମଧ୍ୟରେ କେତେ ଜୀବ ବାସ କରନ୍ତି , ହଁ ଆଜ୍ଞା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସମୁଦ୍ର ମଧ୍ୟରେ ଏମିତି ବହୁତ ଜୀବ ଅଛନ୍ତି , ଯିଏକି ଜଣେ ଅନ୍ୟ ଜଣଙ୍କୁ ବହୁତ ପ୍ରେମ କରନ୍ତି , କିଛି ଜୀବ ଏପରି ଅଛନ୍ତି , ଯିଏ ଅନ୍ୟଙ୍କୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ , ଏହି ଜୀବଙ୍କର ଶତ୍ରୁତା ମଣିଷଙ୍କ ଠାରୁ ଭୟାନକ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏପରି ଏକ ଶତ୍ରୁତାର ଉଦାହରଣ ଦେବୁ , ଏହି ଘଟଣା ଇଣ୍ତୋ ପେସିଫିକ୍ ରେ ଦେଖିବାକୁ ମିଳିଥିଲା, ଯେଉଁଠି ଏକ ଡଲଫିନ୍ ମାଛର ପୁରା ଅକ୍ଟୋପସ୍ ମାଛକୁ ଗିଳିଦେବାର ପ୍ଲାନ୍ ବନାଇଥିଲା ,
ହଁ ଆଜ୍ଞା ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ , କିନ୍ତୁ ଏହା ସତ ଅଟେ କିନ୍ତୁ ତାହାପରେ ଯାହା ହେଲା ତାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ , ଡଲଫିନ୍ ଏକ ଅକ୍ଟୋପସ୍ ପୁରା ଗିଳିଦେବା ଚକ୍କରରେ ମୁହଁରେ ଦବାଇଦେଲା । ତାପରେ ଜିବିତ ଅବସ୍ଥାରେ ଗିଳିବାକୁ ଚେଷ୍ଟା କଲା , କିନ୍ତୁ ସେହି ଅକ୍ଟୋପସ୍ ଏପରି କିଛି ହରକତ୍ କଲା ଯାହା ଦ୍ୱାରା ଡଲଫିନ୍ ର ମୃତ୍ୟୁ ହୋଇଗଲା । ଏତିକି ନୁହେଁ ଏହାର ମୃତ୍ୟୁର ରହସ୍ୟ ବୁଝାଇବାପାଇଁ ପ୍ରାୟ ୧ ବର୍ଷ ଲାଗିଗଲା ।
ସେମିତି ଯେବେ ଏହି ଡଲଫିନ୍ ର ଯେବେ ସେହି ଡଲଫିନ୍ ର ମୃତ୍ୟୁର କଥା ସାମ୍ନାକୁ ଆସିଲା , ତେବେ ସମସ୍ତେ ଚକିତ ହୋଇଗଲେ , ଏହା ଏତେ ଆଶ୍ଚର୍ଯ୍ୟଜନକ ଥିଲା କି ଯାହାକି ସମସ୍ତଙ୍କୁ ବିଶ୍ୱାସ କରିବାପାଇଁ ମୁସକିଲ୍ ଥିଲା , କହିଦେବୁ କି ଡଲଫିନ୍ ର ମୃତ୍ୟୁପରେ ଏହା ତୟ କରାଯାଇଥିଲା କି ଏହାର ମୃତ୍ୟୁ ପରେ ଅଟୋପ୍ସି କରାଯିବା ଦରକାର , କାରଣ ଡଲଫିନ୍ ଶବ ପୁରା ବିଗଡିଯାଇଥିଲା , ଡଲଫିନ୍ ମୃତ୍ୟୁର ରହସ୍ୟ ଜାଣିବାପାଇଁ ଡାକ୍ତର ନିଜେ ଏହି କଥାକୁ ମାନିଥିଲେ କି ଅକ୍ଟୋପସ୍ ଅନ୍ତ କେଉଁଠି ହେଲା , ହଁ ଆଜ୍ଞା ବାସ୍ତବରେ ଅକ୍ଟୋପସ୍ ଯେତେ ବିଶାଳ ଥିଲା ତାକୁ ଶେଷ କରିବା ମୁସକିଲ୍ ଥିଲା , ଏହା ସହ ଡାକ୍ତର କହିଲେ କି ବାସ୍ତବରେ ବଡ ଦୁଃଖର କଥା ଏହା କି ଡଲଫିନ୍ ମାଛ ଖାଇବା କାରଣରୁ ତାର ମୃତ୍ୟୁର କାରଣ ହୋଇଗଲା , ମାନେ ଅକ୍ଟୋପସ୍ ଏତେ ବିଶାଳ ଶରୀର ହେବା କାରଣରୁ ଡଲଫିନ୍ ର ମୃତ୍ୟୁ ହୋଇଯାଇଥିଲା ।