ମହାଲକ୍ଷ୍ମୀ ଏହି ଆଠଟି ସ୍ୱରୁପକୁ ଆରଧନା କଲେ ପୁରା ହୋଇଥାଏ ମନୋକାମନା – ଆଜି ହିଂ ଜାଣିନିଅନ୍ତୁ ସେହି ସ୍ୱରୁପ ବିଷୟରେ …
ଭଲ ଜୀବନଯାପନ କରିବାକୁ ହେଲେ ଘରର ସୁଖ ସମୃଦ୍ଧି ପାଇବାପାଇଁ ଲକ୍ଷ୍ମୀ ମାଙ୍କର ପୁଜା ଅର୍ଚ୍ଚନା କରିଥାଉ , ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ , କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଲକ୍ଷ୍ମୀ ନା କେବଳ ଏକ ସ୍ୱରୁପ ଅଟନ୍ତି ବରଂ ତାଙ୍କ ମଧ୍ୟରେ ଅନ୍ୟ ରୁପର ଭଣ୍ତାର ଅଛି , ବୋଧେ ଆପଣ ତାଙ୍କ ଅନ୍ୟ ସ୍ୱରୁପ ବିଷୟରେ ଜାଣିନାହାନ୍ତି , ଦେବୀ ଲକ୍ଷ୍ମୀଙ୍କ ଦ୍ୱାରା ଧନ, ୟଶ, ଆରୋଗ୍ୟ, ଆୟୁ , ଆଦି ପ୍ରାପ୍ତି ହୋଇଥାଏ , ଓ ତାଙ୍କର ଉପାସନା ଦ୍ୱାରା ସବୁ ମନୋକାମନା ପୁରା ହୋଇଥାଏ , ଓ ସୁଖ ସମୃଦ୍ଧି ଆଶିର୍ବାଦ ସହ ଧନ ବୈଭବ ବି ପ୍ରାପ୍ତି ହୋଇଥାଏ, ତେବେ ଆସନ୍ତୁ ଜାଣିବା ମାତା ଲକ୍ଷ୍ମୀଙ୍କର ଆଠଟି ସ୍ୱରୁପ ବିଷୟରେ ।
୧) ଧନ ଲକ୍ଷ୍ମୀ : ଲକ୍ଷ୍ମୀଙ୍କର ଆଠଟି ସ୍ୱରୁପରୁ ଏହା ପ୍ରଥମ ଧନ ଲକ୍ଷ୍ମୀ ପ୍ରଥମ ସ୍ୱରୁପ ଅଟେ , ଏମିତି ମାନ୍ୟତା ଅଛି କି ମାତ ଏହି ସ୍ୱରୁପରେ ଆରାଧନା କଲେ ସମୃଦ୍ଧି ଓ ଆଶିର୍ବାଦ ପ୍ରାପ୍ତି ହୋଇଥାଏ , ତାହା ସହ ଉପାସନା ଦ୍ୱାରା କରଜ ଓ ସମସ୍ତ ଆର୍ଥିକ ଅସୁବିଧା ଦୂର ହୁଏ , ମାତାଙ୍କ ଉପାସନା କରିବାପାଇଁ ଓଁ ଧନଲକ୍ଷ୍ମୈ ନମଃ ମନ୍ତ୍ରର ଜପ କରିବା ଉଚିତ୍ ।
୨) ୟଶଲକ୍ଷ୍ମୀ : ଲକ୍ଷ୍ମୀଙ୍କର ଦ୍ୱିତୀୟ ସ୍ୱରୁପ ଅଟେ ,ୟଶଲକ୍ଷ୍ମୀ, ଏହାର ଆରାଧନାରେ ମାନ ସମ୍ମାନ, ୟଶ, ଐଶ୍ୱର୍ଯ୍ୟ, ପ୍ରାପ୍ତି ହୋଇଥାଏ, ଏମିତି ମାନାଯାଏ କି ମାତା ୟଶ ଲକ୍ଷ୍ମୀ ଉପାସନାରୁ ଭକ୍ତଙ୍କ ବିନମ୍ରତା ଗୁଣ ଆସିଥାଏ , ଓ ତାଙ୍କ ଶତ୍ରୁଙ୍କର ନାଶ ହୋଇଥାଏ , ଏଥିପାଇଁ ଓଁ ୟଶଲକ୍ଷ୍ମୈ ନମଃର ଜପ କରିବାକୁ ହେବ ।
୩) ଆୟୁ ଲକ୍ଷ୍ମୀ : ଆୟୁ ଲକ୍ଷ୍ମୀ ମାତାଙ୍କର ଆରଧନା ଭକ୍ତଗଢ ଲମ୍ବା ଆୟୁ ପାଇଁ କରିଥାନ୍ତି , ଆୟୁ ଲକ୍ଷ୍ମୀ ମାତାଙ୍କ ଆରଧନା କରିଲେ ଶାରରୀକ ଓ ମାନସିକ ରୋଗରୁ ମୁକ୍ତି ମିଳିଥାଏ । ଏଥିପାଇଁ ଓଁ ଆୟୁଲକ୍ଷ୍ମୈ ନମଃ ଜପ କରିବା ଉଚିତ୍ ।
୪) ବାହାନ ଲକ୍ଷ୍ମୀ : ଏମିତି ମାନାଯାଏ କି ବାହାନର ଅଭିଳାଷା ରଖୁଥିବା ସାଧକଙ୍କ ମାତା ଲକ୍ଷ୍ମୀଙ୍କୁ ଏହି ରୁପରେ ପୁଜା ଅର୍ଚ୍ଚନା କରିବା ଉଚିତ୍ , ଏମିତି ମାନ୍ୟତା ଅଛି କି ବାହନଲକ୍ଷ୍ମୀ ମାତାଙ୍କ ଉପାସନା କରିଲେ ସାଧକଙ୍କୁ ଉତ୍ତମ ଓ ମନମୁତାବିକ ବାହାନ ପ୍ରାପ୍ତି ହୋଇଥାଏ , ଏଥିପାଇଁ ଓଁ ବାହାନଲକ୍ଷ୍ମୈ ନମଃ ଜପ କରନ୍ତୁ ।
୫) ସତ୍ୟ ଲକ୍ଷ୍ମୀ : ଏମିତି ମାନ୍ୟତା ଅଛି କି ସୁନ୍ଦର ଓ ସୁଶୀଳ ସ୍ତ୍ରୀର ଇଚ୍ଛା ରଖୁଥିବା ବ୍ୟକ୍ତି ମାତା ସତଲକ୍ଷ୍ମୀଙ୍କ ଉପାସନା କରିବା ଉଚିତ୍ , ଏଥିପାଇଁ ଓଁ ସତଲକ୍ଷ୍ମୀ ନମଃ ଜପ କରିବା ଉଚିତ୍ ,
୬) ସନ୍ତାନଲକ୍ଷ୍ମୀ : ଏହାର ଉପାସନା କରିଲେ ସାଧକଙ୍କୁ ସନ୍ତାନ ସୁଖପ୍ରାପ୍ତି , ସୁସ୍ଥ୍ୟ ଓ ସୁନ୍ଦର ସନ୍ତାନ ଲାଭ ମିଳିଥାଏ , ଏଥିପାଇଁ ଓଁ ସନ୍ତାନଲକ୍ଷ୍ମୈ ନମଃ ଜପ କରିବା ଉଚିତ୍ ।
୭) ସ୍ଥିର ଲକ୍ଷ୍ମୀ : ଏମିତି ମାନ୍ୟତା ଅଛି କି ସ୍ଥିର ଲକ୍ଷ୍ମୀଙ୍କର ଉପାସନା କରିଲେ ସବୁବେଳେ ଘରେ ଧନ ଓ ବୈଭବ ବୃଦ୍ଧି ହୋଇଥାଏ , ଏଥିପାଇଁ ଓଁ ସ୍ଥିର ଲକ୍ଷ୍ମୈ ନମଃ ଜପ କରିବା ଉଚିତ୍ ,
୮) ଗୃହଲକ୍ଷ୍ମୀ : ଏହାର ପୁଜନରେ ସାଧକର ଘରେ କେବେ ବି କେଉଁ ପ୍ରକାରର ଗୃହସ୍ଥି ସମସ୍ୟା ଉତ୍ପନ୍ନ ହେବ ନାହିଂମ୍ ,ସୁଖ , ସମୃଦ୍ଧି ,ଶାନ୍ତି ଓ ସମ୍ପନ୍ନତା ରହିବ , ଏଥିପାଇଁ ଓଁ ଗୃହଲକ୍ଷ୍ମୈ ନମଃ ମନ୍ତ୍ର ଜପ କରିବା ଉଚିତ୍ ।