ବର୍ତମାନ ର ବଡ ଖବର – କଂଗ୍ରେସର ଏହି ବଡ ନେତାଙ୍କ ଅଚାନକ ହେଲା ମୃତ୍ୟୁ – ସାରା ଦେଶରେ ଶୋକର ଲହଡି..
କଂଗ୍ରେସର ପାୱାରଫୁଲ୍ ନେତାମାନଙ୍କର ଲିଷ୍ଟରେ ବିଖ୍ୟାତ ବିହାରର ପୂର୍ବ ମୁଖ୍ୟମନ୍ତ୍ରି ଜଗନ୍ନାଥ ମିଶ୍ରଙ୍କ ନିଧନ ହୋଇଯାଇଛି ଓ ତାଙ୍କୁ ଦିଲ୍ଲୀ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା , ଜଗନ୍ନାଥ ମିଶ୍ର ବହୁ ଦିନ ହେଲା ରୋଗାଗ୍ରସ୍ତ ଥିଲେ , ଯାହାର କାରଣରୁ ଦିଲ୍ଲୀର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା, ଲମ୍ବା ସମୟରୁ ରୋଗାଗ୍ରସ୍ତ ଥିବାରୁ ସେ ଏବେ ଶେଷ ନିଶ୍ୱାସ ତ୍ୟାଗ କରି ବସିଲେ , ଯାହାକୁ ନେଇ ରାଜନୈତିକ ମହଲରେ ଶୋକର ଲହଡି ଖେଳିଯାଇଛି, କହିଦେବୁ କି ଜଗନ୍ନାଥ ମିଶ୍ର ବିହାରରେ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି , କିନ୍ତୁ ଗତ କିଛି ସମୟରୁ ରାଜନୀତିରୁ ଦୁରେଇ ରହିଥିଲେ, ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । କଂଗ୍ରେସର ପ୍ରମୁଖ ନେତାଙ୍କ ମଧ୍ୟରୁ ଜଗନ୍ନାଥଙ୍କର କ୍ୟାରିୟର ବହୁତ ମଜାଦାର ଥିଲା, କିନ୍ତୁ ସେ ଶେଷରେ ରାଜନୀତିରୁ ଦୁରେଇ ରହିଥିଲେ, ଓ ରୋଗାଗ୍ରସ୍ତ ହେବା କାରଣରୁ ସେ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ, ସିୟାସି କ୍ୟାରିୟରରେ ସେ ବହୁତ ସଫଳତା ଅର୍ଜନ କରିଥିଲେ , କିନ୍ତୁ ପରିଶେଷରେ ସେ ଚାରା ଘୋଟାଲା ମାମଲାରେ ଦୋଷି ହୋଇଥିଲେ , ଯାହାପରେ ସେ ସ୍ୱାସ୍ଥ୍ୟ କାରଣରୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା , ଓ ସୋମବାରକୁ ସେ ଶେଷ ନିଶ୍ୱାସ ତ୍ୟାଗ କଲେ ,
ଜଗନ୍ନାଥ ମିଶ୍ର ଜଣେ ବଡ କଂଗ୍ରେସର ନେତା ବୋଲି ଜଣାଯାଉଥିଲେ , କିନ୍ତୁ ପରେ ସେ ଶରଦ ଯାଦବଙ୍କ ପାର୍ଟିରେ ରହିଥିଲେ, ଯାହାର ଭରପାଇ କରିପାରିବା ମୁସକିଲ୍ ଥିଲା, କହିଦେବୁ କି ଚାରା ଘୋଟାଲାରେ ଦୋଷୀ ପାଇବାପରେ ସେ ରାଜନୀତି ଛାଡିଦେଇଥିଲେ , ସେ ନିଜ ପଲଟିକାଲ୍ କ୍ୟାରିୟର ମଧ୍ୟରେ ତିନିଥର ବିହାରରେ ରାଜ୍ କରିଥିଲେ , କହିଦେବୁ କି ଜଗନ୍ନାଥ ମିଶ୍ର ୧୯୭୫-୧୯୭୭, ୧୯୮୦-୧୯୮୩ , ୧୯୮୩-୧୯୮୯ ଓ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ବିହାରର ମୁଖ୍ୟ ମନ୍ତ୍ରୀ ରହିସାରିଛନ୍ତି , ଯାହାର କାରଣରୁ ତାଙ୍କର ରାଜନୈତିକ କ୍ୟାରିୟର ଭଲ ରହିଥିଲା ବୋଲି କୁହାଯାଏ , କିନ୍ତୁ ଅନ୍ତିମ ସମୟରେ ତାଙ୍କ ପୁର୍ କ୍ୟାରିୟର ଶେଷ ହୋଇଯାଈଥିଲା,
ଜଗନ୍ନାଥ ମିଶ୍ର ଚାରା ଘୋଟାଲାରେ କେବଳ ଧରା ପଡିନଥିଲେ ବରଂ କୋର୍ଟ୍ ତାଙ୍କୁ ଦୋଷୀ ସାବ୍ୟସ୍ତ ବି କରିଥିଲେ, ମେଡିକାଲ୍ ରିପୋର୍ଟ କାରଣରୁ ତାଙ୍କୁ ବେଲ୍ ମିଳିଥିଲା , ଯାହାପରେ ସେ ସ୍ୱାସ୍ଥ୍ୟ ଅବସ୍ଥାହେବା କାରଣରୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା, କହିଦେବୁ କି ଚାରା ଘୋଟାଲାରେ ତାଙ୍କୁ ଚାରିବର୍ଷର ଦଣ୍ତଦେଷ ଶୁଣାଣୀ ହୋଇଥିଲା, ଓ ୨୦ ହଜାର ଟଙ୍କା ଜୋରିମାନା ଲଗାଯାଇଥିଲା, କିନ୍ତୁ ମେଡିକାଲ୍ ରିପୋର୍ଟକୁ ଧ୍ୟାନରେ ରଖି ତାଙ୍କୁ ଜାମିନ୍ ମିଳିଥିଲା ,
ଏମିତି ଦେଖିବାକୁ ଗଲେ ଜଗନ୍ନାଥ ମିଶ୍ର ଜଣେ କଂଗ୍ରେସର୍ ନେତା ଭାବେ ଜଣାଯାଆନ୍ତି , କିନ୍ତୁ ପରେ ଶରଦ ଯାଦବଙ୍କ ପାର୍ଟି ଏନ୍ ସିପିରେ ଯୋଗ ଦେଇଥିଲେ, ଓ କଂଗ୍ରେସରୁ ଅଲଗା ହୋଇଗଲେ, କହିଦେବୁ କି ଜଗନ୍ନାଥ ମିଶ୍ର ଇନ୍ଧିରା ଗାନ୍ଧୀର ସମୟରୁ ଏହି କଂଗ୍ରେସ ଦଳରେ ଥିଲେ , ତାଙ୍କର୍ ସଂମ୍ପର୍କ ରାଜୀବ ଗାନ୍ଧୀ ଓ ପିଭି ସିହ୍ନା ସହ ଭଲ ଥିଲା ବୋଲି କୁହାଯାଏ , ଏହାର୍ ମତଲବ ସଫା କି ଜଗନ୍ନାଥ ମିଶ୍ର ସିୟାସି କ୍ୟାରିୟର ଭଲ ଥିଲା ।