ଆପଣଙ୍କ ପାଖରେ ଥିବା ନୋଟ୍ ଗୁଡିକର ମଧ୍ୟରେ ଲୁଚିରହିଥାଏ ବାର୍ଥ ଡେଟ୍ , ଏମିତି ନୋଟ୍ ଆପଣଙ୍କୁ ବନେଇଦେବ ମାଲାମାଲ୍ – ଏବେ ହିଁ ଦେଖି ନିୟନ୍ତୁ..
କଣ ଆପଣଙ୍କ ପାଖରେ ପୁରୁଣା ନୋଟ୍ ଅଛି କିମ୍ବା କିଛି ୟୁନିକ୍ ନୋଟ୍ ଅଛି ? ଯଦି ଏପରି ହୁଏ ତେବେ ଆପଣ ଲକ୍ଷପତି ହୋଇପାରିବେ , ହଁ ଆଜ୍ଞା ଯଦି ଆପଣ ନଜର ପକାଇଥିବେ ତେବେ ଏହି ନମ୍ବରଗୁଡିକରେ କିଛି ସୁଚନା ଲୁଚି ରହିଥାଏ , ଆଜି ଆମେ ଆପଣଙ୍କୁ ଏପରି ଏକ ସୁଚନା ଦେବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ । ହଁ ଆଜ୍ଞା କହିଦେବୁ କି ନୋଟ୍ ନମ୍ବର ଦ୍ୱାରା କେଉଁ ସେଲିବ୍ରେଟି କିମ୍ବା ଜନ୍ମ ତିଥି ଲୁଚି ରହିଥାଏ , ଏମିତି ନୋଟ୍ ଆପଣଙ୍କ ପାଇଁ ଖାସ୍ ଅଟେ , ବରଂ ଏହି ନୋଟ୍ ଆପଣଙ୍କୁ ଧନବାନ ବନାଇଦେଇପାରେ , ଅନଲାଇନ୍ ପ୍ଲାଟଫର୍ମର ଇବେ ୱେବସାଇଟ୍ ରେ ନୋଟ୍ ର ଅକ୍ସନ୍ ଲାଗେ , ଯେଉଁଥିରେ କିଛି ଖାସ୍ ନୋଟ୍ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଏ , ଜଣେଇଦେବୁ କି ସ୍ପେସିଆଲ୍ ସିରିଜ୍ ବାଲା ନୋଟ୍ ବହୁତ କମ୍ ଲୋକଙ୍କର ପାଖରେ ଅଛି , ଏଥିରେ କିଛି ନୋଟ୍ ଏପରି ହୋଇଥାଏ କି ଯେଉଁଥିରେ ଡେଟ୍ ଅଫ୍ ବାର୍ଥ ଲେଖା ହୋଇଥାଏ ,
ଏହା ଜରୁରୀ ନୁହେଁ କି ଆପଣ ତାକୁ ପାଇଯିବେ , କିନ୍ତୁ ଯଦି ଭାଗ୍ୟବଶତଃ ହାତରେ ଲାଗିଲେ ଅଣଦେଖା କରନ୍ତୁ ନାହିଁ ଏହି ପରି ନୋଟ୍ ସ୍ପେସିଆଲ୍ କ୍ୟାଟୋଗୋରୀରେ ରଖାଯାଇଥାଏ । କହିଦେବୁ କି ଇବେ ୱେବସାଇଟ୍ ରେ ଏହାର ଅକ୍ସନ୍ ହୋଇଥାଏ , ଦାମ୍ ଏହି ଆଧାରରେ ତୟ କରାଯାଏ , ସେଥିରେ ଲେଖାଯାଇଥିବା ନମ୍ବର କେତେ ଖାସ୍ ଅଟେ , ଏବେ କିଛି ଦିନ ହେବ ଡେଟ୍ ଅଫ୍ ବାର୍ଥ ବାଲା ନୋଟ୍ ନିଲାମୀ କରାଯାଈଛି , ଏହି ନୋଟ୍ ଏମ୍ ସାରାବନନ ନାଁରେ ଅଛି , ଏଇ ବର୍ଥ ଡେଟ୍ ଏହି ନୋଟ୍ ନମ୍ବର ସହ ମେଳ ଖାଇଥାଏ , ନିଲାମୀ ବାଲା ନୋଟ୍ ଏଥିପାଇଁ ହୋଇଥାଏ ଖାସ୍ , ଆପଣଙ୍କୁ କହିଦେବୁ କି ଏହି ନୋଟ୍ ରେ ଅଙ୍କିତ ଡେଟ୍ ମାନେ (୨୩/୪/୭୮) ବହୁତ ଖାସ୍ ଅଟେ , ହଁ ଆଯ୍ଣା ଏହି ଦିନ ପ୍ରଖ୍ୟାତ ଲେଖକ ବିଲିୟମ ସେକ୍ସପିଅର୍ ଙ୍କ ଜନ୍ମ ହୋଇଥିଲା ,
ଏତିକି ନୁହେଁ ରେସଲିଙ୍ଗ୍ ସଉକିନ୍ ଏହାର ଅଧିକା ଦାମ୍ ଦେଇଥାନ୍ତି , କାରଣ ଏହି ଦିନ ପ୍ରସିଦ୍ଧ ରେସଲର୍ ଜନ୍ ସିନାଙ୍କ ଜନ୍ମଦିନ ଅଟେ , ଜଣେଇଦେବୁ କି ପ୍ରସିଦ୍ଧ ୱେବସାଇଡ୍ ଇବେ ରେ କିଛି ସମୟ ପୂର୍ବରୁ ଏକ ଟଙ୍କିଆ ନୋଟ୍ କୁ ୭ ଲକ୍ଷରେ ବିକ୍ରି କରାଯାଇଥିଲା , ୭ ଲକ୍ଷରେ ବିକ୍ରି ହୋଇଥିବା ଏହି ନୋଟ୍ ର ଗୋଟେ ଖାସିୟତ୍ ଥିଲା କି ଏହା ସ୍ୱାଧୀନତା ପୁର୍ବରୁ ଗୋଟେ ମାତ୍ର ନୋଟ୍ ଥିଲା, ଯେଉଁଥିରେ ସେହି ସମୟର ଗଭର୍ଣ୍ଣର ଜେ ଡବଲୁ କେଲିଙ୍କର ସାଇନ୍ ଅଛି, କହିଦେବୁ କି ୮୦ ବର୍ଷ ଏହି ପୁରୁଣା ନୋଟ୍ ବ୍ରିଟିଶ୍ ଇଣ୍ତିଆ ଓ ୧୯୩୫ ରେ ଜାରିହୋଇଥିଲା , କହିଦେବୁ କି ଏହି ୟୁନିକ୍ ଆଣ୍ଟିକ୍ ନୋଟ୍ କ୍ୱାଇସ୍ ଉପରେ କଲେକ୍ଟରସ୍ ପଇସା ଖର୍ଚ୍ଚ କରନ୍ତି , ଯେପରି ମିଳୁଥିବା ରିଟର୍ଣ୍ଣ ଦୁଇ ଗୁଣା ହୋଇଯାଏ । ଲୋକେ ଜଣେ ନିବେଶକ ବି ଏହି ନୋଟ୍ ଓ ପଇସାକୁ କିଣିବାକୁ ଲାଗିଥାନ୍ତି , ମାଲୁମ୍ ଅଛି କି ଭାରତ ମୁକାବଲାରେ ବିଦେଶୀ ବଜାରରେ ଏହାର ବହୁତ ଆଗରେ ବାହାରିସାରିଛନ୍ତି ,
ହଁ ଆଜ୍ଞା ଜର୍ଜିଆରେ ସବୁଠାରୁ ପୁରୁଣା ଓ ଦୁର୍ଲଭ ବ୍ୟାଙ୍କ୍ ନୋଟ୍ ଏହି ସପ୍ତାହରେ ନିଲାମୀ ହେବାର ଅଛି କହିଦେବୁ କି ଏହି ନୋଟ୍ ପାଇଁ ବିଡିଙ୍ଗ୍ ୩୦ ହଜାର ଡଲାର୍ ରୁ ଆରମ୍ଭ ହେବ , ସୁଚନାକାରଙ୍କ ମାନିବା କଥା କି ଏହି ବ୍ୟାଙ୍କ୍ ନୋଟ୍ ୧ ଲକ୍ଷ ଡଲାର୍ ରାଶିରେ ନିଲାମୀ କରିପାରେ , କହିଦେବୁ କି ଯଦି ପଇସାର କଥା ଆସେ ତେବେ ବ୍ୟାଙ୍କ୍ ଏହି ନୋଟ୍ ବଜାର ମୁଲ୍ୟ ତେବେ ୧୮୯୪ର ୧ ଡଲାର୍ ର ଏକ ମୁଦ୍ରା ୨୦୧୩ ରେ ୧ କୋଟି ଡଲାର୍ ରେ ବିକ୍ରି କରିଥିଲେ , ସେମିତି ୧୮୯୧ ର ୧୦୦୦ ଡଲାର୍ ନୋଟ୍ ଅପ୍ରେଲ୍ ୨୦୧୩ ରେ ୨୫ ଲକ୍ଷ ଡଲାର୍ ରେ ବିକ୍ରି ହୋଇଥିଲା କହିଦେବୁ କି ଭାରତୀୟ ମୁଦ୍ରାର ଦାମ୍ ରୁ ଅନ୍ଦାଜା ଲଗାଇବା ବହୁତ ମୁସକିଲ୍ ଅଟେ , କାରଣ ଭାରତରେ ଦୁର୍ଲ୍ଲଭ ମୁଦ୍ରା ନଜର ରଖୁଥିବା ବାଲା ୱେବସାଇଡ୍ ୧୯୭୦ ର ସମୟର ୧୦୦ ଟଙ୍କା ନୋଟ୍ ଦାମ୍ ଏବେ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି,
୧୯୬୪ ରେ ୧ ଟଙ୍କିଆ ନୋଟ୍ ଦାମ୍ ଏଥିରୁ ବହୁତ ଅଧିକା ହୋଇସାରିଛି ସୁଚନାକାରଙ୍କ ମୁତାବିକ ବଜାରରେ ଦୁଇ ପ୍ରକାରର ନୋଟ୍ କିମ୍ବା ମୁଦ୍ରା ଅଧିକା ଦାମ୍ ହୋଇଥାଏ , ପ୍ରଥମ ଯାହାକି ଦୁର୍ଲ୍ଲଭ ହେଉ କିମ୍ବା ନମ୍ବରର କିଛି ୟୁନିକନେସ୍ ଥିବ , ନୋଟ୍ ଦୁର୍ଲ୍ଲଭ ହେବାର ମତଲବ ଏହା ହୋଇଥାଏ କି ସେହି ନୋଟ୍ କେଉଁଠି ସହଜରେ ମିଳିପାରୁନଥିବ , କହିଦେବୁ କି ଏହି ନୋଟ୍ ଦାମ୍ ଲକ୍ଷାଧିକ ଟଙ୍କାଯାଏଁ ଯାଇପାରିବ , ସେମିତି ଦ୍ୱିତୀୟ ୟୁନିକ୍ ନମ୍ବର କିଛି ଖାସ୍ ଡେଟ୍ କିମ୍ବା ସିରିଜ୍ ନମ୍ବର ସହ ମ୍ୟାଚ୍ କରୁଥିବ , ସେହି ନୋଟ୍ ର ଦାମ୍ ବହୁତ ଅଧିକା ହୋଇଯିବ ।
ଜଣେଇ ଦେବୁ କି ନୋଟ୍ ବି ଖାସ୍ ଥିମ୍ କୁ ନେଇ ଛପାଯାଇଥାଏ , ବହୁତଥର କେଉଁ ଖାସ୍ ଆଚିଭମେଣ୍ଟ ପାଇଁ ନୋଟ୍ ଛପା ଯାଇଥାଏ , ଏହି କାରଣରୁ ଏହାର ସଂଗ୍ରହକର୍ତ୍ତା ଏହି ପରି ଥିମ୍ ବାଲା ନୋଟ୍ ର ପୁରା କଲେକ୍ସନ୍ ରଖିଥାନ୍ତି , କହିଦେବୁ କି ନୋଟ୍ ଦାମ୍ ହିସାବରେ ତୟ କରାଯାଏ କି ତାହାର ଥିମ୍ କେତେ ମହତ୍ତ୍ୱପୁର୍ଣ୍ଣ ଅଛି , ଏହା ଛଡା ଗଭର୍ଣ୍ଣର ହସ୍ତାକ୍ଷର ଉପରେ ବି ନୋଟ୍ ଦାମ୍ ବୃଦ୍ଧି ପାଏ , ସେମିତି ଅନ୍ୟ ପଟେ ଯଦି କେଉଁ ଗଭର୍ଣ୍ଣର କମ୍ ସମୟ ପାଇଁ ନିଜ ପଦରେ ରହିଲେ ତେବେ ତାଙ୍କର ହସ୍ତାକ୍ଷର ନୋଟ୍ ବି ଦାମ୍ ବଢିଯାଏ ,
ଆପଣଙ୍କୁ କହିଦେବୁ କି ୧୯୮୮ ରେ ଛପା ହୋଇଥିବା ୧୦ ଟଙ୍କିଆ ନୋଟ୍ ଭୁଲ୍ ଛପା ହୋଇଥିଲା ଯାହାର କାରଣରୁ ନୋଟ୍ ବହୁତ ୟୁନିକ୍ ହୋଇଯାଇଥିଲା , ଏହି କାରଣରୁ ଷ୍ଟାର୍ ନୋଟ୍ ମାନେ ସେହି ନୋଟ୍ ଯାହା ଭୁଲ୍ ଛପା ହୋଇଥିବା ନୋଟ୍ ଜାଗାରେ ବିଡାରେ ରଖାଯାଏ , କାରଣ ଏହି ନମ୍ବର ସହ ଷ୍ଟାର୍ ଲଗା ହୋଇଥାଏ , ଏହି ନୋଟ୍ ର ଅସଲ ଦାମ୍ ଅକ୍ସନ ସମୟରେ ଜଣା ପଡିଥାଏ , ଆପଣଙ୍କୁ ଜଣେଇଦେବୁ କି ଅନଲାଇନ୍ ସପିଙ୍ଗ୍ ୱେବସାଇଡ୍ ଇବେ ଏମିତି ଦୁର୍ଲ୍ଲଭ ନୋଟ୍ ବିକ୍ରି କରିବାର ପାଇଁ ଲୋକଙ୍କ ପାଇଁ ଏକ ନୁଆ ପ୍ଲାଟଫର୍ମ ଆଣିଛି, ଆପଣ ଏହି ୱେବସାଇଡ୍ ରେ ୟୁନିକ୍ ନୋଟ୍ ଫଟୋ ସହ ସୁଚନା ଦେଇପାରିବେ , ଏହି ନୋଟ୍ ଅସଲି କି ନକଲି ଏହା ଆପଣଙ୍କ ଉପରେ ନିର୍ଭର କରେ , ଏହା ଛଡା ମୁଦ୍ରାର କଣ୍ତିସନ୍ ବି ଭଲ ହେବା ଜରୁରୀ , ମାନେ ନୋଟ୍ ଫଟା କିମ୍ବା ଚିରା ନ ହୋଇଥିବା ଜରୁରୀ ।