ଏହି ୩ ଟି ରାଶିର ଲୋକେ ନିଜ ବାପା ମାଙ୍କ ନାଁ ଉଜ୍ଜଳ କରିବାରେ ସବୁଠାରୁ ଶୀର୍ଷରେ ହୋଇଥାନ୍ତି , ମା ବାପାଙ୍କୁ କରିଥାନ୍ତି ବହୁତ ସମ୍ମାନ ..
ଆପଣ ନିଜ ଭୁତ ଭବିଷ୍ୟତ ଓ ବର୍ତ୍ତମାନ ସହ ଆମର ଗୁଣ ଦୋଷ ସବୁ କଥାର ସୂଚନା ଆମର ଜ୍ୟୋତିଷ୍ୟ ଶାସ୍ତ୍ର ଦ୍ୱାରା କରିପାରିବେ , ଜ୍ୟୋତିଷ୍ୟଶାସ୍ତ୍ରରେ ଏମିତି ବହୁତକଥା ବିଷୟରେ କୁହାଯାଇଛି , ଯାହା ଉପରେ ଆମେ ଗୁରୁତ୍ୱ ଦେଲେ ଆମର ବହୁତ ଗୁଡିଏ ଅସୁବିଧା ଦୂର ହୋଇପାରିବ , ଓ ଏହା ସହ ନିଜ ଭାଗ୍ୟକୁ ସଠିକ୍ ଭାବେ ପରିଚାଳିତ କରିପାରିବା , ଯାହା ଦ୍ୱାରା ଆମକୁ କେବେ ଅସଫଳତା ହାତରେ ଆସିବ ନାହିଁ, କିମ୍ବା କୌଣସି ବାଧାବିଘ୍ନ ସାମ୍ନା କରିବାକୁ ପଡିବ ନାହିଁ , କେବଳ ଏତିକି ନୁହେଁ ଏହା ସହ ଆର୍ଥିକ ଅଭାବରୁ ବଞ୍ଚିବାପାଇଁ ଏହି ଉପାୟ କରିପାରିବେ ।
କହିଦେବୁ କି ହିନ୍ଦୁ ଧର୍ମର ଜ୍ୟୋତିଷ୍ୟ ଶାସ୍ତ୍ରର ଅନୁସାରେ ସଂସାରରେ ବ୍ୟକ୍ତିଙ୍କର ୧୨ ଟି ରାଶି ବିଷୟ ଉଲ୍ଲେଖ କରାଯାଈଛି,
ଯେଉଁ ବ୍ୟକ୍ତିଙ୍କର ରାଶି ଅଲଗା ଅଲଗା ହୋଇଥାଏ ସେମାନଙ୍କ ଗୁଣ ଓ ସ୍ୱଭାବ ଅଲଗା ଅଲଗା ହୋଇଥାଏ , ଓ କିଛି ବିଶେଷ୍ୱତା ବି ଅଲଗା ଦେଖିବାକୁ ମିଳେ । ଏହି ସବୁ ରାଶିମାନଙ୍କର ଗୁଣ, ଅବଗୁଣ, ଓ ବିଶେଷ୍ୱତାକୁ ନେଇ ରାଶିମାନଙ୍କର ଚଳଣି ହୋଇଥାଏ, ଯେଉଁଥିରୁ କିଛି ରାଶିଗୁଡିକ ମୁଖ୍ୟ ହୋଇଥାନ୍ତି , ଯିଏକି ନିଜ ବାପା ମାଙ୍କୁ ଆଦର ସମ୍ମାନ କରିଥାନ୍ତି , ଆଜି ଆମେ ସେହି ୧୨ ଟି ରାଶି ମଧ୍ୟରୁ ୩ ଟି ପ୍ରମୁଖ ରାଶିଗୁଡିକ ବିଷୟରେ ଆଲୋଚନା କରିବୁ , ଯିଏକି ନିଜ ବାପା ମାଙ୍କ ନାଁ ଉଜ୍ଜଳ କରିଥାନ୍ତି , ଆସନ୍ତୁ ତାଙ୍କ ବିଷୟରେ ଜାଣିବା ।
କହିଦେବୁ କି ଯିଏ ଆମକୁ ଏହି ସଂସାରକୁ ଆଣିଛନ୍ତି ଆମେ ତାଙ୍କୁ ସବୁବେଳେ ସମ୍ମାନ କରିବା ଉଚିତ୍ , କିନ୍ତୁ ଏହି ୩ ଟି ରାଶି ସବୁବେଳେ ନିଜ ପରିବାର ଜାତିକୁ ଅଧିକା ମହତ୍ତ୍ୱ ଦେଇଥାନ୍ତି , ଏହି ଲୋକେ ନିଜ ପରିବାର ପାଇଁ ସବୁ କିଛି କରିପାରିବେ , ତଥା ଏମାନଙ୍କ ପରିବାର ଛଡା ଏମାନଙ୍କର କିଛି ବି ବଡ ହୋଇନଥାଏ , ଏମାନେ ନିଜ ପରିବାର ସହ ବଡ ଗୁରୁଜନ ଓ ବୟସ୍କ ବ୍ୟକ୍ତିଙ୍କ ସହ ନିଜ ବାପା ମାଙ୍କ ଆଦର ସମ୍ମାନ ବହୁତ ଅଧିକା କରିଥାନ୍ତି , ଏମାନେ ଦୁଃଖର ପରିସ୍ଥିତିରେ ଭରସା ନ ହରାଇ ନିଜ ପରିବାର ସହ ଦୁଃଖରେ ଠିଆ ହୋଇଥାନ୍ତି , ଓ ନିଜ ବାପା ମାଙ୍କର ବହୁତ ଇଜ୍ଜତ କରିଥାନ୍ତି , ଓ ନିଜ ବାପା ମାଙ୍କର ବିପକ୍ଷରେ କିଛି ବି କୁହନ୍ତି ନାହିଁ । କିମ୍ବା ଶୁଣିବାକୁ ପସନ୍ଦ କରନ୍ତି ନାହିଁ ।
ଆପଣଙ୍କୁ ଜଣେଇଦେବୁ କି ଏହି ତିନୋଟି ରାଶି ନିଜ ପରିବାରର ମର୍ଯ୍ୟଦାକୁ ଅଧିକା ସମ୍ମାନ କରନ୍ତି , ଓ ନିଜ ପରିବାର ମଧ୍ୟରେ କୌଣସି କଥାକୁ ଆଞ୍ଚ ଆଣିବାକୁ ଦିଅନ୍ତି ନାହିଁ , ଏମାନେ ବହୁତ ପରିଶ୍ରମୀ, ଇମାନଦାର, ପ୍ରଭାବଶାଳୀ ହୋଇଥାନ୍ତି , ଏମାନେ ଆଗକୁ ଯାଇ ବହୁତ ଉନ୍ନତି କରିଥାନ୍ତି , କାରଣ ଏମାନେ ବହୁତ ପରିଶ୍ରମୀ ଅଟନ୍ତି , ଆମେ ଯେଉଁ ରାଶିଗୁଡିକ ବିଷୟରେ ଆଲୋଚନା କରୁଛୁ ସେହି ତିନୋଟି ରାଶିଗୁଡିକ ହେଲା – ମେଷ, କନ୍ୟା, ଓ କୁମ୍ଭ ରାଶି ।