ଯଦି ଆପଣ ମଧ୍ୟ ନିଜ ନାକର ବାଳ ଓପାଡି ଦେଉଛନ୍ତି , ତେବେ ଏହା ନିଶ୍ଚିତ ଜାଣନ୍ତୁ..
ଏବେ କାର ସମୟ ବେଶୀ ଫ୍ୟାସନ୍ ମୁହାଁ ହୋଇଛି, ଯେଉଁଠି ସବୁ ଲୋକେ ଜଣେ ଅନ୍ୟ ଜଣଙ୍କ ଠାରୁ ସୁନ୍ଦର ଦେଖାଯିବାକୁ ଚାହଁନ୍ତି , ଲୋକେ ନିଜର ଶରୀରରେ ସୁନ୍ଦର କରିବାକୁ ଚାହଁନ୍ତି , ଏମିତିରେ କିଛି ଲୋକେ ଏପରି କରିଦିଅନ୍ତି , ଯାହାର ପରିଣାମ ବହୁତ ହିଁ ଖରାପ ହୋଇପାରେ , ସାଧାରଣତଃ ଆପଣ ଦେଖିଥିବେ କି ଲୋକେ ଖାସକରି ଝିଅ ନିଜ ଶରୀର ପସନ୍ଦ ଲାଗୁନଥିବା ବାଲକୁ ପସନ୍ଦ କରନ୍ତି ନାହିଁ ଯାହାକୁ ହଟାଇବାପାଇଁ ସେମାନେ ପାର୍ଲର୍ ଯାଇଥାନ୍ତି , କିମ୍ବା ଘରେ ଟ୍ରିମର୍ ସାହାଯ୍ୟରେ ତାକୁ ହଟାଇଦିଅନ୍ତି । ଏମିତିରେ ଆପଣ ଦେଖିଥିବେ କି କିଛି ଲୋକ ନାକ କିମ୍ବା କାନରେ ବହୁତ ଲମ୍ବା ଲମ୍ବା ବାଳ ହୋଇଥଏ , ଏହା ଉପରେ ମଣିଷର ସୀମାର ବାହାରେ , କିନ୍ତୁ କିଛି ଲୋକେ ଏହାକୁ ହଟାଇଦିଅନ୍ତି , ଯାହା ଦ୍ୱାରା ସମାଜରେ କିମ୍ବା ବନ୍ଧୁଙ୍କ ଆଗରେ ଲଜ୍ଜିତ ହେବେ ନାହିଂମ୍ , କିନ୍ତୁ ଏହି ବାଳର ବିଷୟରେ ଆମେ ଆଜି କିଛି ଖାସ୍ କଥା କହିବୁ , ବୋଧେ ଏହା ଉପଯୋଗ କରିଲେ ଆପଣ ସୁରକ୍ଷିତ ରହିପାରିବେ ।
ଆପଣଙ୍କୁ କହିଦେବୁ କି ଲୋକେ ଏହା ଭାବିଥାନ୍ତି କି ନାକର ବାଳ କିଛି କାମକୁ ଆସିନଥାଏ , ସେଥିପାଇଁ ସେମାନେ ଏହାକୁ ହଟାଇଦିଅନ୍ତି , କିନ୍ତୁ ଆଜି ଆପଣ ନାକର ବାଳକୁ ହଟାଇବାର କିଛି ଫାଇଦା ବିଷୟରେ କହିବୁ , ନାକର ବାଳ ନ ହେବା କାରଣରୁ ହେଉଥିବା ବଡ ଫାଇଦା ଏହା ହୋଇଥାଏ କି ଯେବେ ଆପଣ ନିଶ୍ୱାସ ନିଅନ୍ତି ତେବେ ନାକର ବାଳ ପବନ ସହ ମଇଳା, ଜିବାଣୁ , ଓ କିଟାଣୁ ଆପଣଙ୍କ ଶରୀରରେ ପ୍ରବେଶ କରିବାକୁ ଦିଏ ନାହିଁ । ଓ ଏହାକୁ ପ୍ରତିରୋଧ କରିଥାଏ ।
ଯଦି ଆପଣ ନାକର ବାଳକୁ ହଟାଇସାରିଛନ୍ତି ତେବେ ଆପଣଙ୍କ ଶରିରରେ ଏହା କିଟାଣୁ , ଜିବାଣୁ ଓ ମଇଳା ପ୍ରବେଶ କରିଦେଇଥାଏ , ଯାହାର କାରଣରୁ ଗମ୍ଭୀର ରୋଗର ଆକ୍ରାନ୍ତ ହୋଇଯାଅନ୍ତି , ନାକର ବାଳ ନ ହେବା କାରଣରୁ ଲୋକେ ନିଶ୍ୱାସନେବାରେ ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରିଯାଏ , ଯାହାର କାରଣରୁ ଆପଣଙ୍କୁ ଇନଫେକ୍ସନ୍ ହୋଇପାରେ ,
ଏଥିପାଇଁ କହିଦେବୁ କି କେବେ ବି ନାକର ବାଳକୁ ପୁରା ଭାବେ କାଟନ୍ତୁ ନାହିଁ , ଯଦି ଆପଣଙ୍କ ନାକରେ ବାଳ ଅଛି ତେବେ ଆପଣ ଏହାର ବାହାର ଅଂଶକୁ କାଟିଦିଅନ୍ତୁ , କିନ୍ତୁ ଏହାକୁ ପୁରା ଭାବେ କାଟିବାର ଭୁଲ୍ କରନ୍ତୁ ନାହିଁ ।