ଏହି ଫୁଲକୁ ଯଦି ଖାଈବାରେ ବ୍ୟବହାର କରିବେ ତେବେ ରାତା ରାତି ଦୁର ହୋଇଯିବ ସବୁ ରୋଗ..
ଶୁଣିବାକୁ ଆପଣଙ୍କୁ ଟିକିଏ ଅଜବ ଲାଗୁଥିବ କିନ୍ତୁ ଏହା ବିଲକୁଲ୍ ସତ ଅଟେ , ଗୋଟେ ଏମିତି ଫୁଲ ଅଛି ଯାହାକୁ ଖାଇଲେ ଆପଣଙ୍କ ବହୁତ ସାରା ରୋଗ ଭଲ ହୋଇଯାଇପାରେ । ଆମେ କଥା ହେଉଛୁ ମନ୍ଦାର ଫୁଲ କଥା , ଆୟୁର୍ବେଦ ଅନୁସାରେ ଏହି ଫୁଲକୁ ଖାଇବାରେ ଉପଯୋଗ କରିଲେ ବହୁତ ରୋଗ ବହୁତ ଅଳ୍ପ ସମୟରେ ଭଲ ହୋଇଯାଏ , ଆସନ୍ତୁ ଜାଣିବା କେଉଁ କେଉଁ ସେହି ରୋଗ ଅଛି, ଯାହା ଏହି ମନ୍ଦାର ଫୁଲର ସେବନ ଦ୍ୱାରା ଭଲ ହୋଇଯାଏ ।ସେମିତି ବି ବହୁତ ଲୋକ ଡାଇବେଟିଜ୍ ରୋଗରେ ଗ୍ରସିତ ଅଛନ୍ତି , ଏଇ ଫୁଲର ପ୍ରାୟ ୨୦ ରୁ ୨୫ ଟି ପତ୍ରକୁ ସବୁଦିନ ଖାଆନ୍ତୁ , ନିଶ୍ଚିତ ରୁପେ ତାହା ଡାଇବେଟିଜ୍ କୁ କିଛି ଦିନରେ ନିୟନ୍ତ୍ରଣ କରିଦେବ ,
ମନ୍ଦାରର ଏହି ଫୁଲ ଆପଣଙ୍କୁ ଆଖପାଖ ନିଶ୍ଚିତ ମିଳିଯିବ , ଡାଇବେଟିଜ୍ ରୋଗୀଙ୍କ ପାଇଁ ଏହା ରାମବାଣ ଚିକିତ୍ସା ଅଟେ । ମନ୍ଦାରର ଫୁଲ ଆପଣଙ୍କ କୋଲୋଷ୍ଟ୍ରୋଲ୍ କୁ ନିୟନ୍ତଣ କରିଥାଏ , ଓ ରକ୍ତ ଚାପକୁ ନିୟନ୍ତ୍ରଣ ବି କରିଥାଏ । ମନ୍ଦାର ଫୁଲରେ ଅତ୍ୟାଧିକ ମାତ୍ରାରେ ଆଣ୍ଟି ଏକ୍ସିଡେଣ୍ଟ ମିଳିଥାଏ । ଯାହା ଶରୀରରୁ କୋଲୋଷ୍ଟ୍ରୋଲ୍ ଲେବୁଲ୍ କମ୍ କରିଥାଏ , ତାହା ସହ ବ୍ଲଡ୍ ପ୍ରେସରକୁ କମ୍ କରିଥାଏ , କୋଲେଷ୍ଟ୍ରୋଲ୍ ବଢିଯିବା ସହ ମନ୍ଦାର ଫୁଲର ଚାହା ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରୀ ବି ହୋଇଥାଏ ।
ଯଦି କିଡନୀର କିଛି ସମସ୍ୟା ଅଛି ତେବେ ମନ୍ଦାର ଫୁଲର ପତ୍ରକୁ ଚାହା କରି ପିଇବା ଉଚିତ୍ , ଏହା ନା କେବଳ କିଡନୀ ସହ ଯୋଡି ହୋଇଥିବା ସମସ୍ୟା ଦୂର କରିଥାଏ , ବରଂ ଲମ୍ବା ସମୟରୁ କିଡନୀ ସହ ସମସ୍ୟାକୁ ଦୁର କରିଥାଏ , ଏହାର ଛଡା ମନ୍ଦାର ଫୁଲ ଚିନ୍ତାକୁ ବି ଦୁର କରିଥାଏ , ଡିପ୍ରେସନ୍ ହେବା ଦ୍ୱାରା ମନ୍ଦାର ଫୁଲର ଚାହା ପିଇବା ଉଚିତ୍ ।
ଆଜି କାଲି ବାଳ ଝଡିବା ଏକ ସମସ୍ୟା ହୋଇସାରିଛି , ଯାହା ପାଇଁ ଅଧିକାଂଶ ଲୋକେ ଚିନ୍ତିତ ରୁହନ୍ତି , ଯଦି ଆପଣ ମନ୍ଦାର ଫୁଲର ପତ୍ରକୁ ଉପଯୋଗ କରି ବାଳରେ ଲଗାନ୍ତି , ତେବେ ବାଳ ମଜବୁତ ହେବା ସହ ସାଇନ୍ ବି କରିବ , ଓ ବାଳର ଗ୍ରୋଥ୍ ବି ହେବ , ଏହା ବାଳର ଝଡରେ ଲଗାନ୍ତୁ , ଓ ଦେଖନ୍ତୁ କମାଲ୍ , ବାଳ ମଜବୁତ ହେବା ସହ ସାଇନ୍ ବି କରିବ ।