IAS ଇଣ୍ଟରଭିୟୁ ସମୟରେ ଝିଅକୁ ପଚରାଗଲା ଏପରି ପ୍ରଶ୍ନ , ଉତ୍ତର ଶୁଣିଲେ ଚମକି ପଡିବେ ଆପଣ..
ଆଜିକାଲି IAS ର ସାକ୍ଷାତକାର ସମୟରେ ପଚରାଯାଉଥିବା ପ୍ରଶ୍ନ ଲୋକଙ୍କୁ ବହୁତ ପସନ୍ଦ ଆସୁଛି ଓ ଆଜିକାଲି ଲୋକମାନେ ଏହି ପ୍ରଶ୍ନକୁ ନେଇ ଖୁବ ଚର୍ଚାରେ ଅଛନ୍ତି । କିନ୍ତୁ କଣ ଆପଣ କେବେ ଭବିଛନ୍ତି ଯେ ଯେଉଁ ଲୋକମାନେ ଏହି ପ୍ରଶ୍ନର ଲାଇଭ ଇଣ୍ଟରଭିୟୁ ଦିଅନ୍ତି ସେମାନଙ୍କ ଅବସ୍ଥା କଣ ହେଉଥିବ? ସାକ୍ଷାତକାର ସମୟରେ ଯେଉଁ ପ୍ରଶ୍ନ ପଚରାଯାଏ ତାହା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏତେ ଉତ୍ତେଜନାରେ ଲୋକଙ୍କ ପାଇଁ ଏଭଳି ପ୍ରଶ୍ନର ଉତ୍ତର ଦେବା ମଧ୍ୟ ସହଜ ହୋଇନଥାଏ । ଏଥିପାଇଁ ତ ଆଇଏଏସ ର ଇଣ୍ଟରଭିୟୁକୁ ପାସ କରିବା ବହୁତ କଷ୍ଟ ହୋଇଥାଏ ।
ଏମିତିରେ ବି ଯେତେବେଳେ ଏକଦମ ସାମ୍ନାରୁ ଯେତେବେଳେ ଲୋକଙ୍କୁ ବଙ୍କା ପ୍ରଶ୍ନ ପଚରାଯାଏ , ତ ଝଟପଟ ତାର ଉତ୍ତର ଦେବା ଗରମ କ୍ଷୀରୀ ଖାଇବା ଠାରୁ କମ ହୋଇନଥାଏ । ଅତଃ ଆଜି ଆମେ ମଧ୍ୟ ଆପଣଙ୍କ ସମ୍ମୁଖରେ କିଛି ଏପରି ପ୍ରଶ୍ନ ରଖିବାକୁ ଯାଉଛୁ , ଯାହାକୁ ପଢିଲେ ଆପଣଙ୍କ ବୁଦ୍ଧି ମଧ୍ୟ ଚକ୍କର ଖାଇଯିବ । ଏମିତିରେ ତ ଆମେ ଆପଣଙ୍କ କୌଣସି ଇଣ୍ଟରଭିୟୁ ନେଉନାହୁଁ , କିନ୍ତୁ ଏହା ତ ଆପଣ ମଧ୍ୟ ଜାଣିବାକୁ ଚାହୁଁଥିବେ, ଯେ ଆଇଏଏସ ସାକ୍ଷାତକାର ସମୟରେ କେଉଁ କେଉଁ ପ୍ରଶ୍ନ ସବୁ ପଚରାଯାଏ । ତେବେ ଆସନ୍ତୁ ପ୍ରଶ୍ନ ଓ ଉତ୍ତରର ଏହି ପର୍ଯ୍ୟାୟ ଆରମ୍ଭ କରିବା
୧. ପ୍ରଶ୍ନ – ଦୁଇଟି ଯମଜ ଶିଶୁ ମନୀଷ ଓ ସନ୍ତୋଷ ମେ ରେ ଜନ୍ମ ହୋଇଥିଲେ । କିନ୍ତୁ ତାଙ୍କର ଜନ୍ମ ଦିନ ଜୁନରେ ଅଟେ । ଏବେ ଏହା କିପରି ଅସମ୍ଭବ ପ୍ରଶ୍ନ ଅଟେ?
ଉତ୍ତର – ମହାଶୟ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ଆପଣ ଦ୍ଵନ୍ଦ ହେବାର କୌଣସି କାରଣ ନାହିଁ କାରଣ ମେ ଏକ ସ୍ଥାନର ନାମ ଅଟେ ।
୨. ପ୍ରଶ୍ନ – ଯଦି କୌଣସି ପ୍ରାଚୀରକୁ ଆଠଜଣଲୋକ ଦଶଘଣ୍ଟାରେ ପ୍ରସ୍ତୁତ କରନ୍ତି ତେବେ ଏହି ପ୍ରାଚୀର କୁ ଚାରିଜନ ଲୋକ କେତେ ସମୟରେ ତିଆରି କରିବେ?
ଉତ୍ତର – ଏହାର ଉତ୍ତର ତ ସହଜ ଅଟେ , କାରଣ ପ୍ରାଚୀର ତ ପ୍ରଥମରୁ ତିଆରି ହୋଇସାରିଛି ।
୩. ପ୍ରଶ୍ନ – ବିବାହ ପୂର୍ବରୁ କଣ ତୁମେ କାହା ସହ ଶୋଇ ପାରିବ?
ଉତ୍ତର – ଆରେ ଭାଇ ନିଜ ପରିବାରର କୌଣସି ସଦସ୍ୟ ସହିତ ଶୋଇ ପାରିବି, କାରଣ ଶୋଇବା କିଛି ଖରାପ କଥା ନୁହେଁ ।
୪. ପ୍ରଶ୍ନ –ଜଣେ ସ୍ତ୍ରୀ ନିଜର ସ୍ଵାମୀଙ୍କୁ ସବୁକିଛି ଦେଇପାରେ, କିନ୍ତୁ ତାହା କେଉଁ ଜିନିଷ ଅଟେ ଯାହା କୌଣସି ସ୍ତ୍ରୀ ନିଜର ସ୍ଵାମୀଙ୍କୁ ଦେଇପାରିବ ନାହିଁ ?
ଉତ୍ତର – ଏହାର ଉତ୍ତର ଅତି ସରଳ ଅଟେ । ଏହାର ଉତ୍ତର ରାକ୍ଷୀ ଅଟେ ।
ଏବେ ତ ଆପଣଙ୍କୁ ଜଣାପଡି ଯାଇଥିବ ଯେ ସାକ୍ଷାତକାର ସମୟରେ ପଚରା ଯାଉଥିବା ପ୍ରଶ୍ନ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ମଜାଦାର ହୋଇଥାଏ ।