IAS ଇଣ୍ଟରଭ୍ୟୁରେ ଝିଅକୁ ପଚାରା ଗଲା କି ଏମିତି ପ୍ରଶ୍ନ – ଗୋଟେ ପୁଅ ଗୋଟେ ଝିଅ ସହ କଣ କରିଥାଏ ଯାହା ଝିଅ କାନ୍ଦି ପକାଇଥାଏ … ଜବାବ ଏପରି ଯେ ଆପଣ ମଧ୍ୟ ତାଯୁବ ହେଇ ରହିଯିବେ
ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ନେଇକରି ଆସିଛୁ , ଏହି ପ୍ରଶ୍ନଗୁଡିକ ୟୁପିଏସ୍ ସି ପରୀକ୍ଷାରେ ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥାଏ , ଯଦି ଆପଣଙ୍କୁ ଜଣା ଥିବ ତେବେ ଜାଣିଥିବେ କି ୟୁପିଏସ୍ ସି ପରିକ୍ଷା ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ , ଏହାର ଇଣ୍ଟରଭ୍ୟୁରେ ଭଲ ଭଲ ଲୋକ ଫେଲ୍ ହୋଇଯାଇଥାନ୍ତି , ଏମିତିରେ ବହୁତ କାଣ୍ତିଡେଡ୍ ଥାନ୍ତି ଯେଉଁମାନେ ୟୁପିଏସ୍ ସି ର ପ୍ରି ଓ ମେନ୍ସ, ଦୁଇଟି ପରୀକ୍ଷା କ୍ଲିଅର୍ କରିଦେଇଥାନ୍ତି , କିନ୍ତୁ ଇଣ୍ଟରଭ୍ୟୁ ସମୟରେ ଫେଲ୍ ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ ବିଷୟରେ ଯାହା ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥାଏ ।
‘
ପ୍ରଶ୍ନ -୧ : ମହିଳାର ଏମିତି କେଉଁ ରୁପ ଅଛି ଯାହାକୁ ସମସ୍ତେ ଦେଖିପାରନ୍ତି କିନ୍ତୁ ତାର ସ୍ୱାମୀ ଦେଖିପାରିନଥାଏ ।
ଉତ୍ତର : ବିଧବା ରୁପ
ପ୍ରଶ୍ନ-୨ : ଏମିତି କେଉଁ ଜୀବ ଅଛି ଯାହାର ହୃଦୟ ତା ମସ୍ତିଷ୍କରେ ହୋଇଥାଏ ।
ଉତ୍ତର : ଝିଙ୍ଗାର ହୃଦୟ ତାର ମସ୍ତିଷ୍କରେ ମହଜୁତ ଥାଏ ।
ପ୍ରଶ୍ନ-୩ : ଯଦି କେଉଁ ମନୁଷ୍ୟ ନିଜର ଛିଙ୍କକୁ ଅଟକାଇ ଦେବ ତେବେ କଣ ହେବ ।
ଉତ୍ତର : ଏହା କରିବା ଦ୍ୱାରା ତାର ନାକର ଶିରା ଫାଟି ଯାଇପାରେ ।
ପ୍ରଶ୍ନ ୪ : କେଉଁ ଦେଶରେ ଚୁଇଁଗମ୍ ରଖିବା କିମ୍ବା ବିକ୍ରି କରିବା ଆଇନ୍ ଅନୁଯାୟୀ ଅପରାଧ ଅଟେ ।
ଉତ୍ତର : ସିଙ୍ଗାପୁର ଏକ ମାତ୍ର ଏପରି ଦେଶ ଅଟେ ,ଯେଉଁଠି ଏହା ଆଇନ୍ ଅନୁଯାୟୀ ଅପରାଧ ଶ୍ରେଣୀରେ ଆସିଥାଏ ।
ପ୍ରଶ୍ନ-୫ : ଏମିତି କେଉଁ ଜିନିଷ ଅଟେ ଯାହା ଗୋଟେ ପୁଅର ଜୀବନରେ ଗୋଟେ ଥର କରିଥାଏ ଓ ଝିଅ ବାରମ୍ବାର କରିଥାଏ । ଉତ୍ତର : ମଥାରେ ସିନ୍ଦୁର ଲଗାଇବା କାମ ।
ପ୍ରଶ୍ନ-୬ : ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ ।
ଉତ୍ତର : ପାର୍ସୱାର୍ଡକୁ ହିନ୍ଦୀରେ କୁଟ ଶବ୍ଦ କହିଥାନ୍ତି ।
ପ୍ରଶ୍ନ-୭ : ଏମିତି କେଉଁ ଦେଶ ଅଛି ଯେଉଁଠି ଜିନ୍ସ ପିନ୍ଧିବା ମନା ହେଇଛି ।
ଉତ୍ତର : ନର୍ଥ କୋରିଆ ସେଠାରେ ଜିନ୍ସ ପିନ୍ଧିବା ପାଇଁ ମନା ଅଛି , ଜିନ୍ସ ପିନ୍ଧିଲେ ଜେଲ୍ ହୋଇପାରେ ।
ପ୍ରଶ୍ନ୍-୮ : ଏମିତି କଣ ଜିନିଷ ଅଛି ଯାହା ବହୁତ ସାରା କଣା ଅଛି , କିନ୍ତୁ ପାଣିକୁ ରୋକିଦେଇଥାଏ ।
ଉତ୍ତର : ସ୍ପଞ୍ଜ
ପ୍ରଶ୍ନ ୯- ଏମିତି କେଉଁ ଜିନିଷ ଅଛି ଯାହାର ନାଁ ନେଲେ ସେ ଭାଙ୍ଗିଯାଇଥାଏ ।
ଉତ୍ତର : ଶାନ୍ତି କିମ୍ବା ଚୁପି ନାଁ ନେଲେ ତାହା ଭାଙ୍ଗିଯାଇଥାଏ ।
ପ୍ରଶ୍ନ-୧୦: ଏମିତି କି କାମ ଅଛି କି ଯାହାକୁ ପୁରା ଦୁନିଆଁ ରାତିରେ କରିଥାଏ । ଉତ୍ତର : ନିଦ୍ରା ନେବା ପୁରା ଦୁନିଆଁ ରାତିରେ କରିଥାଏ ।
ପ୍ରଶ୍ନ : ଏମିତି କେଉଁ ପରିସ୍ଥିତି ଅଛି ଯାହା ପୁଅ ୨୦-୨୫ ମିନିଟ୍ କଲେ ଥକି ଯାଇଥାଏ , କିନ୍ତୁ ଝିଅ ତାହା ଆରମ୍ଭ କରିଥାଏ ।
ଉତ୍ତର : ଏହି ପ୍ରଶ୍ନ ଶୁଣିଲେ ଆପଣଙ୍କ ମନରେ ବହୁତ କିଛି ଭାବନା ଆସିଥିବ କିନ୍ତୁ ଟିକିଏ ବୁଦ୍ଧି ଲଗାଇଲେ ଏହାର ଉତ୍ତର ପାଇପାରିବେ ଏହାର ଉତ୍ତର ହେଲା ସପିଂଙ୍ଗ୍ କରିବା ।