December 22, 2024

Odia Express

Leading Odia News Portal of Odisha

ସ୍ଵାମିଙ୍କୁ ଜୀବନସାରା ଖୁସିରେ ରଖନ୍ତି ଏହି ନାମର ଝିଅମାନେ, ଜାଣନ୍ତୁ କଣ ଆପଣଙ୍କ ପତ୍ନୀଙ୍କ ନାମ ଏଥିରେ ଅଛିକି?

ବନ୍ଧୁଗଣ ବିବାହର ସମ୍ପର୍କ ବହୁତ କୋମଳ ହୋଇଥାଏ । ଏଥିରେ ଅନେକଥର ଲୋକେ ଅନ୍ୟମାନଙ୍କୁ ଦେଖାଇ ହେବାନିମନ୍ତେ ଗୋଟିଏ ଛାତତଳେ ଅନେକ ବର୍ଷ କଟେଇ ଦିଅନ୍ତି କିନ୍ତୁ ଏମାନଙ୍କ ହୃଦୟ ପରସ୍ପରଠାରୁ ଅନେକ କିଲୋମିଟର ଦୂରରେ ଥାଏ । ଏମାନଙ୍କ ବୈବାହିକ ଜୀବନରେ ରୋମାନ୍ସ ଓ ପ୍ରେମ ମରିଯାଇଥାଏ ଓ ଏମାନେ ଏକ ରୋବଟ ଭଳି ନିଜର ସମ୍ଭାବ୍ୟ ଜୀବନ କଟେଇବାରେ ଲାଗନ୍ତି । ଯଦିଓ ପ୍ରତ୍ୟେକଙ୍କ ସହ ଏପରି ହୋଇନଥାଏ । କିଛି ଭାଗ୍ୟଶାଳୀ ଏପରି ମଧ୍ୟ ଅଛନ୍ତି ଯାହାର ସାଥି ତାଙ୍କର ବହୁତ ଧ୍ୟାନ ରଖନ୍ତି , ତାଙ୍କର ଆବଶ୍ୟକତାକୁ ବୁଝିପାରନ୍ତି ଓ ତାଙ୍କୁ କେବେ ଦୁଃଖ ଦିଅନ୍ତି ନାହିଁ । ଆପଣଙ୍କ ସାଥି ଆପଣଙ୍କୁ କେତେ ଅଧିକ ଖୁସି ରଖନ୍ତି ଏ ତାଙ୍କ ପ୍ରକୃତି ଉପରେ ନିର୍ଭର କରେ। ଏହି କଥାକୁ ଧ୍ୟାନରେ ରାଖୀ ଆଜି ଆମେ ଆପଣଙ୍କୁ କିଛି ଏପରି ନାମ କହିବାକୁ ଯାଉଛୁ ଯେଉଁମାନଙ୍କ ପତ୍ନୀ ତାଙ୍କ ସ୍ଵାମୀଙ୍କୁ ବହୁତ ଖୁସିରେ ରଖନ୍ତି । ଏହି ନାମର ଝିଅମାନଙ୍କୁ ବିବାହ କରି ପୁରୁଷ ନିଜକୁ ଭାଗ୍ୟଶାଳୀ ଭାବନ୍ତି । ତେବେ ଆସନ୍ତୁ ଜାଣିବା ସେହି ନାମଗୁଡିକ କଣ

ଏହି ନାମର ଝିଅମାନେ ସ୍ଵାମୀଙ୍କୁ ରଖନ୍ତି ବହୁତ ଖୁସିରେ

A ନାମର ଝିଅମାନେ – A ନାମର ଝିଅମାନେ ନିଜର ସମ୍ପର୍କ ନେଇ ବହୁତ ସିରିଅସ ରୁହନ୍ତି । ଏମାନେ ଠାରେ କାହାକୁ ହୃଦୟସହ ନିଜର କରିନିଅନ୍ତି ତ ପୁଣି ତାଙ୍କ ସାଥି ଅନେକ ଜନ୍ମ ପର୍ଯ୍ୟନ୍ତ ଦିଅନ୍ତି । ଏହି ନାମର ପତ୍ନୀ ନିଜର ସ୍ଵାମୀଙ୍କର ପତିବ୍ରତା ପତ୍ନୀ ହୋଇଥାନ୍ତି । ଏମାନେ ତାଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଆନ୍ତି । ଏମାନଙ୍କ ସ୍ଵଭାବ ବହୁତ ଯତ୍ନବାନ ହୋଇଥାଏ । ଏହି କାରଣରୁ ଏମାନେ ନିଜର ସ୍ଵାମୀଙ୍କର ପ୍ରତ୍ୟେକ ଛୋଟ ଛୋଟ କଥା ମଧ୍ୟ ଖୁବ ଭଲ ଭାବରେ ବୁଝିପାରନ୍ତି ଓ ତାଙ୍କର ପ୍ରତ୍ୟେକ ଆବଶ୍ୟକତାର ଧ୍ୟାନ ରଖନ୍ତି । ଏମାନେ ନିଜର ସ୍ଵାମୀଙ୍କ ମୁଖରେ ଉଦାସଭାବ ଦେଖିପାରନ୍ତି ନାହିଁ । ଏଥିପାଇଁ ନିଜର ଅଙ୍ଗଭଙ୍ଗୀ ଦ୍ଵାରା ସବୁବେଳେ ସ୍ଵାମିଙ୍କୁ ହସେଇବାକୁ ଚେଷ୍ଟା କରନ୍ତି । ଏହି ନାମର ଝିଅମାନଙ୍କୁ ବିବାହ କରି ପୁରୁଷ ନିଜକୁ ଭାଗ୍ୟବାନ ଭାବନ୍ତି ।

K ନାମର ଝିଅମାନେ – ଏହି ନାମର ଝିଅମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ସ୍ଵାମୀଙ୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି। ଏମାନେ ଜିନର ସ୍ଵାମିଙ୍କୁ କୌଣସି ରାଜା ମହାରାଜା ଭଳି ବ୍ୟବହାର କରନ୍ତି । ଏମାନଙ୍କ ପାଇଁ ସ୍ଵାମୀ ସବୁକିଛି ଅଟନ୍ତି । ଏହିନାମର ଝିଅମାନେ ସବୁବେଳେ ନିଜର ସ୍ଵାମୀଙ୍କର ରକ୍ଷା କରିଥାନ୍ତି । ସ୍ଵାମିଙ୍କୁ କୌଣସି ବିପଦରେ ପଡିବାକୁ ଦେଇନଥାନ୍ତି । ଏମାନେ ଯିଯର ସ୍ଵାମୀଙ୍କର ନିନ୍ଦା ଅପବାଦ ଶୁଣିବ ପସନ୍ଦ କରନ୍ତି ନାହିଁ । ଏମାନେ ନିଜର ସ୍ଵାମିଙ୍କୁ ନେଇ ବହୁତ ରକ୍ଷାତ୍ମକ ହୋଇଥାନ୍ତି । ଏମାନଙ୍କର ଏହି ସୁଗୁଣ ଯୋଗୁ ତାଙ୍କ ସ୍ଵାମୀ କେବେ ଉଦାସ ହୋଇନଥାନ୍ତି ଓ ସର୍ବଦା ଖୁସିରେ ରହନ୍ତି ।

P ନାମର ଝିଅମାନେ – ଏହି ନାମର ଝିଅମାନେ ନିଜର ସ୍ଵାମୀଙ୍କ ଜୀବନ ହୋଇଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ବ କିଛି ଏପରି ହୋଇଥାଏ ଯେ ଏମାନେ ସ୍ଵାମୀଙ୍କ ସହ ଏକ ସ୍ଵତନ୍ତ୍ର ପ୍ରକାରର ବନ୍ଧନରେ ଛନ୍ଦିହୋଇଥାନ୍ତି । ଏମାନଙ୍କର ହୃଦୟ ପରସ୍ପର ସହ ସବୁବେଳେ ଯୋଡିହୋଇ ରହେ । ଏମାନଙ୍କୁ କେହି ଚେଷ୍ଟା କରି ମଧ୍ୟ ଅଲଗା କରିପାରିବେ ନାହିଁ । ଏମାନଙ୍କର ପରସ୍ପର ସହ ଭାବନାତ୍ମକ ସମ୍ପର୍କ ବହୁତ ଦୃଢ ହୋଇଥାଏ । ଏହି କାରଣରୁ ଏମାନେ ସାରା ଜୀବନ ପରସ୍ପର ସହ ବିନା ଅସୁବିଧାରେ ଓ ପ୍ରେମର ସହ ରହନ୍ତି ।

Leave a Reply

Your email address will not be published. Required fields are marked *