ସବୁଠାରୁ ଧନୀ ହୋଇକରି ମଧ୍ୟ ମୁକେଶ ଅମ୍ବାନୀ ଖାଉଛନ୍ତି ବହୁତ ଶସ୍ତା ଖାଦ୍ୟ , ମାଂସ ଓ ମାଛକୁ ଛୁଅନ୍ତି ନାହିଁ ସେ..
ମୁକେଶ ଅମ୍ବାନୀ ଙ୍କ ନାମ କହିଲେ ଦୁନିଆ ସାରା ଲୋକ ଜଣେ ଧନୀ ଲୋକ ହିସାବ ରେ ତାଙ୍କୁ ଜାଣନ୍ତି | ଆପଣ ଭାବୁଥିବେ ମୁକେଶ ଅମ୍ବାନୀ ବିଳାସ୍ୟ ବାସନ୍ୟ ଜୀବନଶୈଳୀରେ ଚଳିବା ପସନ୍ଦ କରୁଥିବେ , ତାଙ୍କୁ ସବୁବେଳେ ଏସିରେ ରହିବା ପସନ୍ଦ ଲାଗୁଥିବ , ତାଙ୍କର ସବୁ କାମ ତାଙ୍କ କର୍ମଚାରୀ କରୁଥିବେ , କିନ୍ତୁ ଏମିତି ନୁହେଁ , ଆସନ୍ତୁ ଜାଣିବା ତାଙ୍କର କଣ ଜିନିଷ ତାଙ୍କୁ ଏତେ ଖାସ୍ କରିଛି , ମୁକେଶ ଅମ୍ବାନୀ ଶାକାହାରି ଅଟନ୍ତି , ତାଙ୍କୁ ଭାରତୀୟ ଖାଦ୍ୟ ବହୁତ ପସନ୍ଦ କରନ୍ତି ,
ଖାସ୍ କରି ଭାତ ଡାଲି, ତରକାରୀ ରୁଟି ଖାଇବା ବେଶୀ ପସନ୍ଦ କରନ୍ତି , ସଡକ ସାଇଡ୍ ରେ ମିଳୁଥିବା ଷ୍ଟଲରୁ ଖାଇବା ପସନ୍ଦ ତ ଲାଗେ , କିନ୍ତୁ ସେ ସେଠାରେ ଠିଆ ହୋଇ ଖାଇବା ପସନ୍ଦ କରନ୍ତି ନାହିଁ , ମୁକେଶ ଅମ୍ବାନୀଙ୍କୁ ତାଜ କୋଲବା ଚାଟ୍ ବହୁତ ପସନ୍ଦ ଲାଗେ , ସେ ସେଠାକୁ ଯାଇ ବହୁତ ଥର ଖାଇଛନ୍ତି , ଏହା ସହ ସେ ମେସୁର କାଫେ ଖାଇବା ବହୁତ ପସନ୍ଦ ଲାଗେ , ସେ ସପ୍ତାହରେ ଥରେ ସେଠାକୁ ନିଶ୍ଚିତ ଭାବେ ଯାଇଥାନ୍ତି , ମୁକେଶଙ୍କ ଘର ଲୋକେ ମୁକୁ ନାଁରେ ଡାକିଥାନ୍ତି , ଓ ଭଉଣୀ ଓ ଭିଣେଇ ତାଙ୍କୁ ମୁକ୍ସ ନାରେ ଡାକିଥାନ୍ତି , ଭାରତରେ ସବୁଠାରୁ ଧନୀ ବ୍ୟକ୍ତି ହେବା ସତ୍ତ୍ୱେ ମୁକେଶ ଆଣ୍ଟିଲିଆରେ ଆସୁଥିବା ସମସ୍ତ ଅତିଥିଙ୍କୁ ନିଜ ହାତରେ ଖାଦ୍ୟ ପରିବେଷଣ କରନ୍ତି , ଏତିକି ନୁହେଁ ସେ ସେହି ସମୟରେ ଖାଇବା ନିଜ ଅତିଥିଙ୍କ ପସନ୍ଦର ତିଆରି କରିଥାନ୍ତି ।
ମୁକେଶ ଅମ୍ବାନୀଙ୍କୁ ନୀତା ଅମ୍ବାନୀଙ୍କ କ୍ଲାସିକାଲ୍ ଡାନ୍ସ ବହୁତ ପସନ୍ଦ ଲାଗେ, ଖାଲି ସମୟରେ ସେ ନୀତା କ୍ଲାସିକାଲ୍ ଡାନ୍ସ କରନ୍ତି , ଯାହାକି ମୁକେଶ ଅମ୍ବାନୀଙ୍କୁ ପସନ୍ଦ ଲାଗେ , ଏମିତି ନୁହେଁ କି ମୁକେଶଙ୍କୁ ନିଜର ଜନ୍ମ ଦିନ ପାଳିବା ପସନ୍ଦ ଲାଗେ ନାହିଁ , କିନ୍ତୁ ନୀତା ଓ ଛୁଆଙ୍କ ବାର୍ଥ ଡେ ରେ ସେ ତାହା ଧୁମ୍ ଧାମ୍ ରେ ମନାଇଥାନ୍ତି , ମୁକେଶ ଅମ୍ବାନୀଙ୍କ ପରିବାର ଆଧ୍ୟାତ୍ମିକ ରୁପରେ ପଣ୍ତିତ ରମେଶ ଭାଇ ଓଝାଙ୍କ ସହ ଯୋଡି ହୋଇଛନ୍ତି , ଓ ସମୟ ସମୟରେ ସେ ଉପଦେଶ ବି ନେଇଥାନ୍ତି , ପୂଜା ଓ ଅନୁଷ୍ଠାନ ଯେପରି କାର୍ଯ୍ୟରେ ସେ ଓଝାଙ୍କ ଠାରୁ ସବୁ ଉପଦେଶ ନେଇ କାର୍ଯ୍ୟ କରିଥାନ୍ତି ,
ମୁକେଶଙ୍କୁ ବ୍ରିଟେନ୍ ର କାର୍ ବହୁତ ପସନ୍ଦ ଲାଗେ , ସେ ସବୁବେଳେ ବେଣ୍ଟଲି ଓ ମେବେକ୍ ଯେପରି କାର୍ ରଖନ୍ତି , ମୁକେଶଙ୍କ ପାଖରେ ଗୋଟେ ରୁ ଗୋଟେ ଦାମିକା କାର୍ କଲେକ୍ସସନ୍ ଅଛି , ଖାସ୍ କରି ୨ ଟି ରୋଲ୍ସ ରୋୟାଲ୍ସ , ୧ ମେବେଚ୍ ୬୨ , ଲାମ୍ରୋଗିନି, କ୍ୟୁ ୭, ମର୍ସଡିଜ୍ ଏସ୍ କ୍ଲାସ୍ ଓ ମର୍ସଡିଜ୍ ଏସ୍ ଏଲ୍ ୫୦୦ ପରି ବହୁତ କାର୍ ସାମିଲ୍ ଅଛି , ମୁକେଶଙ୍କ ନିଜ ସାଙ୍ଗ ମାନଙ୍କୁ ଏହା କରି ଆଶ୍ଚର୍ଯ୍ୟ କରିଦେଇଥିଲେ କି ଆଇ ଆଇଟି ରେ ଆଡିମିଶନ୍ ନେବେ , ମୁକେଶ ଆଇଆଇଟି ପ୍ରବେଶ ପରୀକ୍ଷାରେ ପାସ୍ କରି ମଧ୍ୟ ଆଡମିଶନ୍ ନେଇଥିଲେ , କିନ୍ତୁ କିଛି ସପ୍ତାହ ପରେ ସେ ଆଇଆଇଟି ଛାଡି ମୁମ୍ବାଇ ଛାଡିକରି ୟୁନିଭରସିଟି ଡିପାରମେଣ୍ଟ ଟେକ୍ନୋଲୋଜି ନିଜ ସାଙ୍ଗଙ୍କ ସହ ଆଡମିଶନ୍ ନେଲେ
ମୁକେଶ ବହୁ ବର୍ଷ ପର୍ଯ୍ୟନ୍ତ ନିଜ ଛୁଆଙ୍କୁ କେବଳ ୫ ଟଙ୍କାର ପକେଟ୍ ମନି ଦେଉଥିଲେ , ମୁକେଶଙ୍କ ମାନିବାର ଥିଲା କି ଛୁଆଙ୍କୁ ପଇସା ଦେବା ପରିବର୍ତ୍ତେ ତାଙ୍କର ଆବଶ୍ୟକତାର ଜିନିଷକୁ ଦେବା ଠିକ୍ ଅଟେ , ଏତିକି ନୁହେଁ ମୁକେଶ ଅମ୍ବାନୀ ବ୍ରାଣ୍ତେଡ୍ କପଡାର ବି ସଉକ ନାହିଁ , ସେ ସବୁବେଳେ ଧଳା ସାର୍ଟ, ଓ ଡାର୍କ କଲରର ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି , ସେ ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି , ମାଂସ ମାଛ ତାଙ୍କର ପସନ୍ଦ ନୁହେଁ , ସେମିତି ସେ ଦୁନିଆଁର ସବୁଠାରୁ ଧନୀ ଶାଳି ବ୍ୟକ୍ତି ହୁଅନ୍ତା ନା କାହିଁକି କିନ୍ତୁ ତାଙ୍କର ଏପରି ଜୀବନ ଶୈଳୀକୁ ଆମେ ସମର୍ଥନ କରୁଛୁ ,