ଜୀବନରେ ପଇସାର ଅସୁବିଧା ହେଲେ ଜପନ୍ତୁ ହନୁମାନଙ୍କ ଏହି ମନ୍ତ୍ର, ସଂଗେ ସଂଗେ ହେବ ସବୁ ସମସ୍ୟା ଦୂର
ଆଜିର ସମୟରେ ପଇସା ବହୁତ ମହତ୍ତ୍ୱପୂର୍ଣ୍ଣ ଜିନିଷ ଅଟେ , ଏହାର ଅଭାବ ହେଲେ ବ୍ୟକ୍ତିକୁ ନାନା ଦି ଅସୁବିଧାର ସାମନା କରିବାକୁ ପଡିଥାଏ , ଯେଉଁ ଲୋକଙ୍କ ପାଖରେ ବହୁତ ସାରା ପଇସା ଥାଏ , ସେମାନେ ଖୁସିରେ ଜୀବନ ବିତାଇଥାନ୍ତି , ତାହା ଜାଣିବା ଦରକାର କି କିପରି ଭାବେ ସେହି ପଇସା ଅର୍ଜନ କରାଯାଇଛି , ଯଦି ବ୍ୟକ୍ତି ଇମାନଦାରୀରେ ପଇସା କମେଇଛି ତେବେ ତାକୁ ପଇସାରୁ ସବୁ ସୁଖ ମିଳିଥାଏ , ଯେବେ କି ଧୋକା କିମ୍ବା ବେଇମାନ ଦ୍ୱାରା କମେଇଥିବା ଧନ ଦୁଃଖ ମିଳିଥାଏ । ଏହି କାରଣରୁ ସେ ବହୁତ ଚିନ୍ତିତ ରହିଥାଏ , ସେ ସବୁବେଳେ ଚାହେଁ କି ତାପାଖରେ ଢେର ସାରା ପଇସା ରହୁ , ଓ ସେଥିପାଇଁ ସେ ପରିଶ୍ରମ ବି କରେ , କିନ୍ତୁ ତା ଦ୍ୱାରା କରାଯାଇଥିବା ପରିଶ୍ରମର ଫଳ ଠିକ୍ ଭାବେ ମିଳିପାରିନଥାଏ ।
ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତୁଳସୀ ଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ଏହି ଚୌପାଇ “ ଅଷ୍ଟସିଦ୍ଧି ନବନିଧି କେ ଦାତା ଅସବର ଦିନ୍ ଜାନକୀ ମାତା” ଏଥିରେ ହନୁମାନଜୀ ବଳଶାଳୀ ହେବା ସହ ତାଙ୍କୁ ବୈଭବ ଓ ସ୍ୱାମୀ ଓ ଦାତା ବି କୁହାଯାଇଛି , ଏହି କାରଣରୁ ହନୁମାନଜୀଙ୍କ ଉପାସନା କରିବାପରେ ଭକ୍ତଙ୍କୁ କେବଲ ତନମନରୁ ଶକ୍ତି ମିଳିଥାଏ , ଓ ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧାରୁ ଲାଘବ ମିଳିଥାଏ ।
ମଙ୍ଗଳବାର ଓ ଶନିବାର ଦିନ କରନ୍ତୁ ଏହି ମନ୍ତ୍ରର ଉଚ୍ଚାରଣ : ଯଦି ଆପଣଙ୍କ ଜୀବନରେ ପଇସାକୁ ନେଇ କିଛି ଅସୁବିଧା ଥାଏ , ତେବେ ତଳେ ଦିଆଯାଇଥିବା ମନ୍ତ୍ରର ଉଚ୍ଚାରଣ ମଙ୍ଗଳବାର ଓ ଶନିବାର ଓ ଶନିଶ୍ଚରୀ ଅମାବାସ୍ୟାର ଦିନରେ କରନ୍ତୁ , ମଙ୍ଗଳବାର କିମ୍ବା ଶନିବାର ଦିନ ସକାଳୁ ସ୍ନାଅ ଆଦି କରି ହନୁମାନ ମନ୍ଦିର କିମ୍ବା ଶନି ମନ୍ଦିର ଯାଇକରି ସିନ୍ଦୁର ଚଢାନ୍ତୁ , ତାପରେ ରାଶି ତେଲ, ଫୁଲ, ଅକ୍ଷତ, ଜନେଉ, ନୈବଦ୍ୟ, ଚଢାଇକରି ଏହି ମନ୍ତ୍ରକୁ ଜାପ କରନ୍ତୁ ।
ମନ୍ତ୍ର : “ ଓଁ ନମୋଃ ହନୁମତେ ରୁଦ୍ରାବତାରାୟ ଭକ୍ତଜନମନଃ କଳ୍ପନା କଳ୍ପଦୁମାୟ ଦୁଷ୍ଟମନୋସ୍ତଭନାୟ ପ୍ରଭଜଂନ ପ୍ରପ୍ରିୟାୟ ମହାବଳପରାକ୍ରମାୟ ମହାବିପତ୍ତିନିବାରଣାୟ ପୁତ୍ରପୋଧନ-ଧାନ୍ୟାଦି ବିବିଧସମ୍ପତପ୍ରଦାୟ ରାମଦୁତାୟ ସ୍ୱାହା “
ବିଷୟ ସୂଚୀ : ୧) ତନ ମନ ଶକ୍ତିର ସହ ହୋଇଥାଏ ଧନର ପ୍ରାପ୍ତି ।
୨) ମଙ୍ଗଳବାର କିମ୍ବା ଶନିବାର କରନ୍ତୁ ମନ୍ତ୍ରର ଉଚ୍ଚାରଣ
୩) ମନ୍ତ୍ର : ଓଁ ନମୋଃ ହନୁମତେ ରୁଦ୍ରାବତାରାୟ ଭକ୍ତଜନମନଃ କଳ୍ପନା କଳ୍ପଦୁମାୟ ଦୁଷ୍ଟମନୋସ୍ତଭନାୟ ପ୍ରଭଜଂନ ପ୍ରପ୍ରିୟାୟ ମହାବଳପରାକ୍ରମାୟ ମହାବିପତ୍ତିନିବାରଣାୟ ପୁତ୍ରପୋଧନ-ଧାନ୍ୟାଦି ବିବିଧସମ୍ପତପ୍ରଦାୟ ରାମଦୁତାୟ ସ୍ୱାହା “
୪) ସିନ୍ଦୁର ଦ୍ୱାରା ଘରର ମନ୍ଦିରରେ କରନ୍ତୁ ସ୍ୱତିକ ଚିହ୍ନ