ହିନ୍ଦୁ ପୁଅ ପାଇଁ ନିଜ ଜୀବନ ସହ ଖେଳି ଜୀବନ ବଞ୍ଚାଇଥିଲା ଏହି ମୁସଲିମ୍ ଝିଅ, ଆଉ ତାପରେ ହେଲା ଏଭଳି ଯେ – ସବୁ ହିନ୍ଦୁ ମୁସଲମାନଙ୍କୁ ପଢିବା ଦରକାର ଏହି କାହାଣୀ
ସାଉଦି ଆରବରେ ଏମିତି ଏକ ଦେଶ ଅଟେ ,ଯେଉଁଠି ମହିଳାମାନେ ପୁରା ଭାବେ ସ୍ୱାଧୀନ ନାହାନ୍ତି , କିନ୍ତୁ ତାଙ୍କର ଭାବନା ପୁରା ଭାବେ ଆଜାଦ ଅଟେ , ଏଠାକାର ମହିଳାମାନେ ସେହି କାମ କରିପାରିବେ ଯାହା ଏକ ସାଧାରଣ ଲୋକ କରିବା ପୂର୍ବରୁ ଥରେ ନିଶ୍ଚିତ ଭାବିବ , ଆଜି ଆମେ ଏମିତି ଏକ ବାହାଦୁର ଝିଅ ବିଷୟରେ କହିବାକୁ ଯାଉଛୁ , ଯିଏକି ଏକ ହିନ୍ଦୁ ପୁଅ ସହ ଏପରି କିଛି କରିଥିଲା ଯାହାକୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି , ସାଉଦି ଆରବର ଏହି ମହିଳା ଜଣେ ହିନ୍ଦୁ ପୁଅର ଜୀବନ ବଞ୍ଚାଇଛନ୍ତି , ମହିଳା ଯେଉଁ ବ୍ୟକ୍ତିର ଜୀବନ ବଞ୍ଚାଇଲେ ସେ ଆଉ କେହି ନୁହେଁ ଜଣେ ଭାରତୀୟ ଥିଲେ | ଏହି ଝିଅର ନା ଜବାହାର ଅଲ୍ କୁମେତି ଅଟେ , ଓ ସେ ୨୨ ବର୍ଷୀୟ ଅଟନ୍ତି , ମୁସଲିମ୍ ଦେଶରେ ବୁର୍ଖାର ବହୁତ ମହତ୍ତ୍ୱ ହୋଇଥାଏ , ଏଠାରେ କେଉଁ ମୁସଲିମ୍ ମହୀଳା ବିନା ବୁର୍ଖାରେ ବାହାରକୁ ବାହାରନ୍ତି ନାହିଁ , କିନ୍ତୁ ଏହି ଝିଅ ଜଣକ ଏହି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁର୍ଖାକୁ ବି ଖାତିର୍ କରିନଥିଲେ , ଏହାପରେ ସେହି ମହିଳା ସେଠାକାର ଲୋକଙ୍କ ପାଈଁ ପ୍ରେରଣା ହୋଇଗଲେ , ପୁଅ ଏକ ଟ୍ରକ ଡ୍ରାଇଭର ଅଟେ , ଓ ତାର ନାଁ ହରକିରତ୍ ସିଂ ଅଟେ , ଓ ସେ ଜଣେ ଭାରତୀୟ ଅଟେ ।
କିଛି ଦିନ ପୂର୍ବରୁ ଜବାହାର ଅଲ କୁମେତି ନିଜ ସାଙ୍ଗ ମାନଙ୍କ ସହ ଖଇମାହ ସହର ଯାଇଥିଲେ , ଏହି ସମୟରେ ସେ ଦେଖିଲେ କି ଟ୍ରକରେ ନିଆଁ ଲାଗିଛି , ଏହା ଦେଖି ସେ ନିଜ ଗାଡି ଅଟକାଇଦେଇଥିଲେ , ଟ୍ରକ ପାଖକୁ ଯିବା କ୍ଷଣି କାହାର ଚିତ୍କାର ଶୂଣା ଗଲା , ଏହା ଦେଖି ଜବହାର ତାଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିଲେ , ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ସେଠାରେ ବହୁତ ଲୋକ ମହଜୁତ ଥିଲେ , କିନ୍ତୁ ସେ ନିଆଁକୁ ନିୟନ୍ତ୍ରଣ କରିବା କାହାପାଖରେ ସାହାସ ନଥିଲା , କିନ୍ତୁ ଝିଅଟି ନିଜ ବୁର୍ଖାର ସାହାର୍ଯ୍ୟରେ ସେହି ନିଆଁକୁ ଲିଭାଇଥିଲା , ଓ ହରିକିରତ ସିଂଙ୍କୁ ବାହାରକୁ ଆଣିଥିଲା
ହରିକିରତ ବାହାରକୁ ଆଣିଲା ପରେ ସେ ଏମରଜେନ୍ସି ସର୍ଭିସ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲା ନାହିଁ , ଓ ପୋଲିସ୍ ଙ୍କୁ ନ ଦେଖା କରି ଚାଲିଆସିଲେ , ଲୋକଙ୍କୁ ସାଉଦୀର ଏହି ବାହାଦୁର ଝିଅ ବିଷୟରେ ଜଣା ପଡିଲା ତେବେ ଏମରଜେନ୍ସି ଡିପାର୍ଟମେଣ୍ଟର ହେଡ୍ ମେଜର୍ ତାରିକ୍ ଅଲ୍ ଶରହନ ନିଜେ ଏହି ଘଟଣାକୁ ନିଜ ଇଂଷ୍ଟାଗ୍ରାମରେ ସେୟାର୍ କରିଥିଲେ , ସେ ଏହାର ଜରିଆରେ ଜବାହରକୁ ଖୋଜି ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଥିଲେ
ପୋଷ୍ଟ ସେୟା ର କରିବାପରେ ଜବାହାରଙ୍କ ଠିକଣା ଜଣା ପଡିଯାଇଥିଲା , ଓ ସ୍ଥାନୀୟ ପୋଲିସ୍ ତାଙ୍କୁ ସମ୍ମାନିତ କରିଥିଲେ , ଭାରତୀୟ ଦୁତାବାସ ବି ଏହି ଝିଅର ସାହାସିକତାକୁ ସଲାମ କରୁଛନ୍ତି , ଏହି ଝିଅକୁ ଭାରତୀୟ ଦୁତାବାସ ତରଫରୁ ସମ୍ମାନିତ କରାଯାଇଥିଲା ।