December 23, 2024

Odia Express

Leading Odia News Portal of Odisha

ଦେଶର ଜଣେ ମୁସଲିମ୍ ପୋଲିସ୍ କମିଶନର୍ ଯିଏ ନିଅନ୍ତି କେବଳ ୧ ଟଙ୍କା ଦରମା – କାରଣ ଜାଣିଲେ ଆପଣ ମଧ୍ୟ ତାଙ୍କ ପାଇଁ ଗର୍ବ କରିବେ

ଆମ ଦେଶରେ ସିପାହୀ ମାନଙ୍କର କୌଣସି ଧର୍ମ କିମ୍ବା ସଚ୍ଚୋଟ ଧର୍ମ କିଛି ନଥାଏ । ତାଙ୍କର କେବଳ ଗୋଟିଏ ଉଦ୍ଧେଶ୍ୟ ଥାଏ କି ଆମ ଦେଶକୁ ରକ୍ଷା କରିବା ଆଜି ଆମେ କଥା କହୁଛୁ ଏକ ମୁସଲିମ୍ ପୋଲିସ୍ ଅଫିସର୍ ଯାହାଙ୍କ ନା ଅହମ୍ମଦ ଜାଭେଦ୍ ଉତ୍ତର୍ । କହିଦେଉଛୁ କି ଅହମ୍ମଦ ଜାଭେଦ୍ ଉତ୍ତର ପ୍ରଦେଶର ଅମ୍ବେଦକର୍ ଜିଲ୍ଲାର ଟାଣ୍ତା ଜାଗାରେ ରହୁଛନ୍ତି । ଓ ସେ ତାଙ୍କ ଗ୍ରାଜୁଏସନ୍ ଦିଲ୍ଳୀରେ ସେଣ୍ତ ଷ୍ଟିଫେନ୍ସ କଲେଜରେ କରିଥିଲେ । ଅହମ୍ମଦ ଜାଭେଦ ଏବେ ଆଇପିଏସ୍ ଅଛନ୍ତି । ଓ ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବେ କି ସେ ତାଙ୍କର ମାସିକ ଦରମା ୧ ଟଙ୍କା ଅଟେ ।

ସିନା ମର୍ଡର କେସ୍ ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ୍ କମିଶନର ରାକେଶ ମାରିଆ ପ୍ରମୋସନ୍ ଓ ଟ୍ରାନ୍ସଫର୍ ହେବା ପରେ ଅହମ୍ମଦ ଜାଭେଦ୍ ପ୍ରଥମରୁ ଡିଜି ହୋମଗାର୍ଡ ଥିଲେ । ୧୯୮୦ ବ୍ୟାଚରେ ଆଇପିଏସ୍ ଜାଭେଦ୍ ବହୁତ ସାମାଜିକ କାର୍ଯ୍ୟ କରୁଥିଲେ । ବହୁତ ୱେବ୍ ସାଇଟ୍ ଦ୍ୱାରା ସରକାରଙ୍କ ଠାରୁ ସେ କେବଳ ଏକ ଟଙ୍କା ଦରମା ନେଉଛନ୍ତି । ଓ ବାକି ସେ ପୋଲିସ୍ ଫଣ୍ତରେ ଦାନ କରୁଛନ୍ତି ।

ଅହମ୍ମଦ ଜାଭେଦ୍ ଙ୍କ ବାପା ମୁଖତାର୍ ବି ସିନିୟର୍ ଆଇଏଏସ୍ ଅଫିସର୍ ଥିଲେ । ଯେମିତି ଆମେ କହିଥିଲୁ କି ଅହମ୍ମଦ ଜାଭେଦ୍ ଉତ୍ତର ପ୍ରଦେଶର ଅମ୍ବେଦକର୍ ଜିଲ୍ଲାର ଟାଣ୍ତା ଜାଗାରେ ରହୁଥିଲେ । ଏହାପରେ ସେ ମୁମ୍ବାଇର ଅତିରିକ୍ତ ପୋଲିସ୍ ଆୟୁକ୍ତ ହିସାବରେ ଗେଟ୍ ୱେ ଅଫ୍ ଇଣ୍ତିଆ ଓ ଝାବେରୀ ବାଜାରରେ ହୋଇଥିବା ବିସ୍ପୋରଣର ଯାଞ୍ଚ କରୁଛନ୍ତି । ସେ ମୁମ୍ବାଇ ଅପରାଧିକ ମାମଲାରେ ନୁଆ ନୁହନ୍ତି । ତାଙ୍କୁ ସବୁ ଜଣା ଅଛି । ୧୯୮୩ ରୁ ୧୯୮୫ ପର୍ଯ୍ୟନ୍ତ ସେ ଦିଲ୍ଲୀ ପୋଲିସ୍ ରେ ଥିଲେ

Leave a Reply

Your email address will not be published. Required fields are marked *