December 23, 2024

Odia Express

Leading Odia News Portal of Odisha

ମାତ୍ର 15ଦିନରେ ନିର୍ମୂଳ ହୋଇଯିବ ଦୁଇପ୍ରକାର ଥାଇରଏଡ, ଥରେ ମାତ୍ର ନିଶ୍ଚିତ କରନ୍ତୁ ଏହି ଜବରଦସ୍ତ ଉପାୟ….

ପ୍ରଜାପତି ଆକାରର ଥାଇରଏଡ ଗ୍ରନ୍ଥି ଗଳାରେ ଥାଏ । ଏହା ଶକ୍ତି ଓ ପାଚନର ମୁଖ୍ୟଗ୍ରନ୍ଥି ଅଟେ । ଏହା ମାଷ୍ଟର ଲିଭର ଅଟେ । ଥାଇରଏଡ ଗ୍ରନ୍ଥି ସମସ୍ୟାଗ୍ରସ୍ତ ଲୋକଙ୍କର ସଂଖ୍ୟା ଲଗାତାର ବଢୁଛି । ଖାଦ୍ୟପେୟରେ ଅନିୟମିତତା କାରଣରୁ ଏହି ସମସ୍ୟା ହୋଇଥାଏ । ଥାଇରଏଡର ଲକ୍ଷଣ ବ୍ୟକ୍ତିଙ୍କୁ ଧୀରେଧିରେ ଜଣାପଡିଥାଏ ଓ ଯେବେ ଏହି ରୋଗର ଉପଚାର ହୋଇଥାଏ ସେପର୍ଯ୍ୟନ୍ତ ବିଳମ୍ବ ହୋଇଯାଇଥାଏ । ଏହି କାରଣରୁ ଏହାକୁ ନିରବ ମୃତ୍ୟୁଦୁତ କୁହାଯାଏ । କିନ୍ତୁ ଯେଉଁ ଲୋକଙ୍କୁ ଥାଇରଏଡ ଥାଏ ତାଙ୍କ ପାଇଁ କୀଚ ଏପରି ଜବରଦସ୍ତ ଉପଚାର ନେଇ ଆସିଛୁ ଯାହାକୁ କରିବାଦ୍ଵାରା ମାତ୍ର 15ଦିନରେ ଏହି ରୋଗ ଠିକ ହୋଇଯିବ ।

ନିମ୍ନରେ ପଢନ୍ତୁ ଏହା କି ଉପଚାର

ସବୁଠାରୁ ଜରୁରୀ କଥା ଏହା ଯେ ଯଦି ଆପଣ ବାହାରର ଖାଦ୍ୟ ଅଧିକ ଖାଉଛନ୍ତି ତେବେ ତାହା ତୁରନ୍ତ ବନ୍ଦ କରନ୍ତୁ । କାରଣ ଏହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ହୋଇପାରେ । ଥାଇରଏଡ ହେବାର ସବୁଠାରୁ ପ୍ରଥମ କାରଣ ଏହା ଯେ ଏହାଦ୍ବାରା ଆପଣଙ୍କ ବେକରେ ଥିବା ଥାଇରଏଡ ଗ୍ରନ୍ଥି ଫୁଲିଯାଇଥାଏ ଯାହାଦ୍ଵାରା ମନୁଷ୍ୟ ଶରୀର ମୋଟା କିମ୍ବା ପତଳା ହୋଇଯାଇପାରେ । ଯାହାକୁ ଆମେ ହାଇପୋ ଓ ହାଇପର ଥାଇରଏଡ ମଧ୍ୟ କହିଥାଉ । ଏହା ସହ ବ୍ୟକ୍ତିଙ୍କୁ ଭୋକ ଲଗେନାହିଁ, କିମ୍ବା ଅଧିକ ଭୋକ ଲାଗେ । ଏହିପରକର ତାଙ୍କୁ ସମସ୍ୟା ହୋଇଥାଏ ।

ଗୋମୂତ୍ର ସେବନ – ଯଦି କୌଣସି ବ୍ୟକ୍ତି ଥାଇରଏଡରେ ପୀଡିତ ଥାଆନ୍ତି ତେବେ ତାଙ୍କୁ ଗୋମୂତ୍ର ସେବନ କରିବା ଆବଶ୍ୟକ । ଗୋମୂତ୍ର ଥାଇରଏଡ ପାଇଁ ରାମବାଣ ସଦୃଶ ହୋଇଥାଏ ଯାହାର ଲଗାତାର ସେବନ କରିବାରେ ଏହାକୁ 15ଦିନ ମଧ୍ୟରେ ଠିକ କରାଯାଇ ପାରିବ। ଧ୍ୟାନ ରଖିବେ ଯେ ଗୋମୂତ୍ରର ସେବନ କରିବା ପାଇଁ ଦେଶୀ ଗାଈ ଓ ତାର ବୟସ କମ ହୋଇଥିବା ଉଚିତ । ଏହି ପ୍ରକାର ଗଇର ମୁତ୍ର ସେବନ କରନ୍ତୁ ନିଶ୍ଚିତ ଲାଭ ମିଳିବ ।

ଧନିଆ ପାଉଡର – ଶୁଖିଲା ଧନିଆ ତ ପ୍ରାୟ ସମସ୍ତଙ୍କ ଘରେ ଥିବ । ଆପଣ ଶୁଖିଲା ଧନିଆକୁ ଗୁଣ୍ଡ କରି ଗୋଟିଏ ଡବାରେ ରଖନ୍ତୁ । ସକାଳେ ନିଦରୁ ଉଠିବା ପରେ ଗୋଟିଏ ଗ୍ଳାସ ପାଣି ନିଅନ୍ତୁ ଏବଂ ଏକ ଚାମଚ ଧନିଆ ଆଣି ସେଥିରେ ଗୋଳେଇ ଦିଅନ୍ତୁ ଓ ଏହାକୁ ନିଆଁ ଆଞ୍ଚରେ ଫୁଟେଇ ଦିଅନ୍ତୁ । ଯେବେ ଏହା ଭଲଭାବରେ ଫୁଟିଯିବ ତାପରେ ଏହାକୁ ଥଣ୍ଡା କରି ପିଅନ୍ତୁ । ଏହିପ୍ରକାର ଉପଚାର ଆପଣଙ୍କୁ ପ୍ରତିଦିନ କରିବାକୁ ହେବ । ଏପରି କରିବା ଦ୍ଵାରା ଆପଣଙ୍କୁ କେବଳ 15ଦିନ ଭିତରେ ଲାଭ ମିଳିବାର ଦେଖିପାରିବେ । ଏହାକୁ ଆପଣ ହାଇପୋ ଓ ହାଇପର ଦୁଇପ୍ରକାର ଥାଇରଏଡରେ ଉପଯୋଗ କରିପାରନ୍ତି ।

Leave a Reply

Your email address will not be published. Required fields are marked *