ଏହି ଦୁଇଟି ରାଶିର ଖରାପ ସମୟ ଚାଲୁଛି କିନ୍ତୁ ଏହି ଉପାୟ କରିଲେ ବଦଳାଇପାରିଏବ୍ ନିଜ ଭାଗ୍ୟର ରେଖା…
ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଯେବେ ଗ୍ରହ ନିଜର ଚାଲିଚଳଣ ବଦଳାଏ ତେବେ ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ , ଗ୍ରହର ଚାଲିଚଳଣ ଜୀବନ ବଦଳାଇପାରେ , ଗ୍ରହର ପ୍ରଭାବରୁ ଯେ କୌଣସି ବ୍ୟକ୍ତିର ଭଲ ଦିନ ଆସିଯାଏ , ଓ ସବୁ ନୁଆ ବର୍ଷର ଗ୍ରହର ଚାଲିଚଳଣ ବଦଳିଥାଏ , ଓ ଜଲଦି ହିଁ ସୂର୍ଯ୍ୟର ମକର ରାଶିରେ ପ୍ରବେଶ ହେବର ଅଛି ,ଯେଉଁଥିରେ ଦୁଇଟି ରାଶିର ଜାତକରେ କ୍ଷତି ହୋଇପାରେ , ଆଜି ଆମେ କହିବୁ ସେ କେଉଁ ଦୁଇଟି ରାଶି ।
କନ୍ୟା ରାଶି : ଏହି ରାଶିର ଲୋକଙ୍କର ସୁର୍ଯ୍ୟ ମକର ରାଶିରେ ପ୍ରବେଶ ଭଲ ହୋଇନଥାଏ , ଏହି ରାଶିର ଲୋକେ ନିଜ ଛୁଆଙ୍କ ଉପରେ ଅଧିକା ଧ୍ୟାନ ଦେବା ଉଚିତ୍ , ନିଜ ଅଫିସ୍ ବି ଏହି ଲୋକଙ୍କର ଭାବନାକୁ ବୁଝିବାକୁ ହେବ , ପରିସ୍ଥିତି ଏମାନଙ୍କ ବିପରୀତ ହୋଇଥାଏ , ଓ କିଛି ବଡ କ୍ଷତି ହୋଇପାରେ , ପଇସା ସହ ଯୋଡି ହୋଇଥିବା ମାମଲାରେ ଏମାନଙ୍କୁ ସଚେତନ ରହିବାକୁ ହେବ , ନହେଲେ ବର୍ବାଦ ହୋଇପାରନ୍ତି ।
ତୁଳା ରାଶି : ଏହି ରାଶିର ଜାତକରେ ଘରେ ଅଶାନ୍ତି ରହିବ , ପ୍ରୋଫେସନାଲ୍ ଲାଇଫ୍ ରେ ଏମାନେ ନିଜ ପ୍ରସନାଲ୍ ଲାଇଫ୍ ବି ଖରାପ କରିପାରନ୍ତି , ଏହି ଦିନରେ ଏହି ରାଶିର ଲୋକେ ଶତ୍ରୁଙ୍କ ଠାରୁ ବଞ୍ଚିକରି ରହିବା ଉଚିତ୍ , ନହେଲେ କିଛି ଅଘଟଣ ହୋଇପାରେ ।
ଏହି ଦୁଇଟି ରାଶିମାନଙ୍କର ପାଇଁ ଏକ ଉପଦେଶ , ଏହି ଦୁଇଟି ରାଶିର ଲୋକଙ୍କ ଜାତକ ପାଇଁ କେଉଁ ବିଶ୍ୱାସ ପାତ୍ର ବ୍ୟକ୍ତିର ଉପଦେଶ ନେବା ଉଚିତ୍ , କ୍ରୋଧ ଯେତେ କମ୍ କରିବେ ସେତିକି ଭଲ , କେଉଁ କଥାରେ ନିଜ ମୁଣ୍ତ ପୁରାଇବା ବୋକାମୀ , ଧନ ସହ ଯୋଡି ହୋଇଥିବା ମାମଲାରେ ସତର୍କ ରହିବା ଉଚିତ୍ , ଯଦି ଧନ ସଂବନ୍ଧିତ କିଛି ମାମଲା ଅଛି ତେବେ ନିଜ ସ୍ତ୍ରୀ, ମା ଭାଇର ସହଯୋଗ ନେବେ ତେବେ ରକ୍ଷା ପାଇପାରିବେ ।