ଥାନାବାବୁ ୨ କୋଟି ଟଙ୍କା ଲାଞ୍ଚ ନ ନେଇ ଧରାଇ ଦେଇଥିଲେ ୭ କୋଟି ଟଙ୍କାର ମଦ , କହିଲେ କି ପଇସା ପାଇଁ ମୋ ହୃଦୟ ମରିନାହିଁ – ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରିବେ
ସାଧାରଣ ଆମେ ପୋଲିସ ମାନକୁ ଦେଖିଲେ ଡରୁ | କାଳେ ଆମକୁ ବିନା ଦୋଷରେ କିଛି ଦଣ୍ଡବିଧାନ କରିଦେବେ ସେଥିପାଇଁ ଦ୍ୱାରା ଲାଗେ | ବର୍ତମାନ ସମୟରେ କିଛି ପୋଲିସ ମାନକ ପାଇଁ ସାରା ପୋଲିସ ବିଭାଗ ଅନେକ ସମାଲୋଚନା ର ଶିକାର ହେଉଛି ,ମାତ୍ର ଏବେ ମଧ୍ୟ ଏପରି କିଛି ଲୋକ ଅଛନ୍ତି ଯିଏକି ପୋଲିସ ଜାତିର ଗର୍ବ ଓ ଗୌରବ କହିଲେ ଭୁଲ ହେବ ନାହିଁ | ଆମେ ଆଜି ଏପରି ଜଣେ ମହାନ ପୋଲିସ ଙ୍କ କଥା ଆପଣାକୁ କହିବୁ | ଏହି କିଛି ଦିନ ହେବ ଲକ୍ଷ୍ନୋର ଜଣେ ଥାନାବାବୁ ସଚ୍ଚୋଟତା ର ଚର୍ଚ୍ଚା ବହୁତ ଶୁଣିବାକୁ ମିଳୁଛି । ନିଜ ସଚ୍ଚୋଟତା ଓ କର୍ତ୍ତବ୍ୟ କୁ ନେଇ ଇନ୍ସପେକ୍ଟର୍ ଚନ୍ଦ୍ର ପ୍ରକାଶ ଆଜି ଦୁନିଆଁରେ ଜଣା ଯାଆନ୍ତି । ଦେଶ ବିଦେଶରୁ ଶୁଭେଚ୍ଛା ମିଳିବା ପରେ ଥାନାବାବୁ ନିଜ କାମରେ ଲାଗି ପଡିଛନ୍ତି ।
ପ୍ରକୃତରେ ୨ ମାସ ତଳେ ଇନ୍ସପେକ୍ଟର୍ ଚନ୍ଦ୍ର ପ୍ରକାଶ ମଦ ମାଫିଆଙ୍କୁ ଧରିବାପାଇଁ କାର୍ଯ୍ୟ କରୁଥିଲେ । ଓ ସେ ପ୍ରାୟ ୭ କୋଟି ମଦ ଜବତ କରିଥିଲେ । ଏହି ସମୟରେ ମାଫିଆ ମାନେ ତାଙ୍କୁ ୨ କୋଟି ଲାଞ୍ଚ ଦେବାପାଇଁ କହିଥିଲେ । କିନ୍ତୁ ଥାନା ବାବୁ ଏହାକୁ ନେବାପାଇଁ ମନା କରିଦେଇଥିଲେ । ଓ ସବୁ ଆରୋପି ମାନଙ୍କୁ ଜେଲ୍ କୁ ପଠାଇଦେଲେ ।
ତାଙ୍କର ପାଖ ଲୋକଙ୍କ କହିବା ଅନୁଯାୟୀ ମଦ ଧରପଗଡ ହେଲା ବେଳକୁ ଡାଲିଗଞ୍ଜ କ୍ରସିଙ୍ଗ୍ ପାଖରେ ଏକ ଇନୋଭା କାର୍ ଧରାହୋଇଥିଲା । ସେଥିରେ ମଦ ଧରାପଡିଥିଲା । ସହରର ଲୋକଙ୍କ କହିବା ଅନୁଯାୟୀ ଆଜି ପର୍ଯ୍ୟନ୍ତ ଜୀବନରେ ଚନ୍ଦ୍ର ପ୍ରକାଶଙ୍କ ସଚ୍ଚୋଟତା କଥା ଶୁଣିଥିଲୁ । ଓ ଏବେ ତାଙ୍କର ଏହି କାରନାମା ଦେଖିବି ଦେଲୁ ।
ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ସବୁ ପୋଲିସ୍ କର୍ମୀଙ୍କ ଠାରୁ ତାଙ୍କୁ ଶୁଭେଚ୍ଛା ମିଳୁଥିଲା । ଓ ଅନ୍ୟ ପଟେ ସୋସିଆଲ୍ ମିଡିଆରେ ବହୁତ ମାସ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଉଥିଲେ