December 23, 2024

Odia Express

Leading Odia News Portal of Odisha

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସବୁ ସ୍ତ୍ରୀଙ୍କ ଏହି ଅଙ୍ଗ ବହୁତ ଖାସ୍ ହୋଇଥାଏ , ଯାହା ପଲଟାଇପାରିବ ଆପଣଙ୍କ ଭାଗ୍ୟ…

ସାମୁଦ୍ରିକ ଶାସ୍ତ୍ର ଅନ୍ତର୍ଗତ ସୌଭାଗ୍ୟଶାଳୀ ମହିଳାଙ୍କ କିଛି ବିଶେଷ୍ୱତା ବି ଉଲ୍ଲେଖ କରାଯାଇଛି, କୁହନ୍ତି କି ପ୍ରତ୍ୟେକ ସଫଳ ସ୍ତ୍ରୀ ପଛରେ ଏକ ସ୍ତ୍ରୀର ହାତ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ରରେ କଣ କଣ କୁହାଯାଉଛି ,

ପାଦର ତଳ ଅଂଶ : ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପାଦ ତଳ ଅଂଶ ତ୍ରିକୋଣ ହୋଇଥାଏ , ସେମାନେ ବୁଦ୍ଧିମାନ ଓ ଉତ୍ତମ ବୁଝାମଣା ବ୍ୟକ୍ତିତ୍ୱ ହୋଇଥାନ୍ତି , ଓ ନିଜର ଉତ୍ତମ ବୁଝାମଣା ଯୋଗୁଁ ସେ ନିଜ ପରିବାରର ସବୁବେଳେ ସାହାଯ୍ୟ କରିଥାନ୍ତି , ଓ ପରିବାର ଲୋକଙ୍କୁ ସଂମ୍ପର୍କରେ ବାନ୍ଧି ରଖନ୍ତି ।

ନାଭି : ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କର ନାଭିର ଆଖପାଖରେ ଠିକ୍ ତଳେ କେଉଁ କଳାଜାଇ ରୁହେ ତେବେ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଏଠାରେ ସେ ସୁଖୀ ଓ ସମୃଦ୍ଧି ପାଇଥାନ୍ତି ।

ପାଦର ଆଙ୍ଗୁଠି : ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଲମ୍ବା ହୋଇଥାଏ , ସେମାନେ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି , କିନ୍ତୁ ଯେଉଁ ମହିଳାଙ୍କ ପାଦ ଚଉଡା , ଗୋଲ, ଓ ଲାଲିମା ହୋଇଥାଏ ତେବେ ସେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଇଶ୍ୱରଙ୍କ କୃପା : ଯେଉଁ ମହିଳାମାନଙ୍କର ପାଦର ତଳ ସର୍ପାକାର ହୋଇଥାଏ ତେବେ ତାଙ୍କର ଭାଗ୍ୟ ସବୁ ବେଳେ ସାଥ୍ ଦେଇଥାଏ , ତାଙ୍କ ଜୀବନରେ ବହୁତ ବାଧାବିଘ୍ନ ଦେଇଯିବାକୁ ପଡିଥାଏ ,ଏପରି ମହିଳାଙ୍କ ଉପରେ ସର୍ବଦା କୃପା ରହିଥାଏ ।

ପାଦ ତଳେ ଶଙ୍ଖର ଚିହ୍ନ : ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପାଦର ତଳ ପଟେ ଶଙ୍ଖ, କମଳ କିମ୍ବା ଚକ୍ର ହୋଇଥାଏ , ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ,

ନାକ ପାଖରେ କଳାଜାଇ : ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ନାକରେ କଳାଜାଈ ଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।

ଗାତୁଆ ନାଭି : ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କର ନାଭି ଗଭୀର ହୋଇଥାଏ ଓ ନାଭି ଉପରକୁ ଉଠି ନଥାଏ , ସେମାନେ ନିଜ ଜୀବନରେ କେବଳ ଓ କେବଳ ସୁଖ ଭୋଗ କରନ୍ତି ।

କୋମଳ ଜିଭ : ଲାଲ ଓ କୋମଳ ଜିଭ ବାଲା ସ୍ତ୍ରୀ ଜୀବନରେ ନିଜକୁ ସୁଖ ଭୋଗୀ ଥାନ୍ତି , ଓ ନିଜ ପରିବାରକୁ କେବଳ ସୁଖ ଦେଇଥାନ୍ତି ।

ହରିଣ ପରି ଆଖି : ହରିଣ ପରି ଆଖିଥିବା ସ୍ତ୍ରୀ ମାନେ ଜୀବନରେ ପ୍ରେମ ଓ ସୁଖ ଦେଇଥାନ୍ତି , ଏହା ଛଡା ଯେଉଁ ମହିଳାମାନଙ୍କର ଆଖି ଧଳା ଭାଗ ଅନ୍ତରେ ଲାଲ ରଙ୍ଗ ଦେଖାଯାଇଥାଏ , ତେବେ ପରିବାର ପାଇଁ ଲକି ହୋଇଥାଏ ।

ଗୋଲାପି ପାଦ : ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କର ପାଦ ସଫ୍ଟ, ରଙ୍ଗ ଗୋଲାପି ଓ ବିକଶିତ ହୋଇଥାଏ , ସେମାନେ ନିଜ ସ୍ୱାମୀ କିମ୍ବା ପ୍ରେମୀଙ୍କୁ ବହୁତ ଖୁସି ରଖିଥାନ୍ତି , ଶାରରୀକ ସଂବନ୍ଧରେ ସେମାନଙ୍କ ରୁଚି ଅଧିକା ରୁହେ , ଓ ତାଙ୍କ ଜୀବନସାଥୀ ସବୁବେଳେ ତାଙ୍କ ପାଖାପାଖି ରୁହନ୍ତି ।

Leave a Reply

Your email address will not be published. Required fields are marked *