ଯଦି ଆପଣଙ୍କ ପାଖରେ ୧ ଟଙ୍କିଆ ମୁଦ୍ରା ଅଛି , ତେବେ ତାକୁ ବିକ୍ରି କରିଦିଅନ୍ତୁ , ୪ ଲକ୍ଷ ମିଳିବ – ଜାଣନ୍ତୁ କେମିତି ଏହାକୁ ବିକ୍ରି କରିବେ
ଆମେ ଜାଣିଚୁ ଅନେକ ଲୋକ ଏହାକୁ ବିଶ୍ୱାସ କରୁନଥିବେ ,ମାତ୍ର ଏହା ସତ କଥା ଓ ଯଦି ଆପଣଙ୍କ ପାଖେ ଅଛି ଏହି ୧ ଟଙ୍କିଆ ମୁଦ୍ରା ତେବେ ଆପଣ ପାଇବେ ୪ଲକ୍ଷ ପର୍ଯ୍ୟନ୍ତ ଟଙ୍କା କେବଳ ସଠିକ ଜାଗାରେ ଏହାକୁ ବିକ୍ରି କରିବ ପାଇଁ ପଡିବ ଓ ଆମେ ଆଜି ଆପଣାକୁ କହିବୁ କେଉଁଠି ଏହାକୁ ବିକିବା ଦରକାର | ହଁ ଆଜ୍ଞା ଯଦି ଆପଣଙ୍କ ପାଖରେ ଅଲଗା ଅଲଗା ମସିହାର ୧ ଟଙ୍କିଆ ମୁଦ୍ରା ଅଛି ତେବେ ଆପଣଙ୍କୁ ୪ ଲକ୍ଷ ମିଳିପାରେ , କ୍ୱିକର୍ ଯେପରି ସାଇଟ୍ ଗୁଡିକରେ ଏହି ମୁଦ୍ରା ବିକ୍ରି କରାଯାଉଛି , ଏହା ସହ ମା ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ମୁଦ୍ରା ବି ୭୨ ହଜାରରେ ବିକ୍ରି କରାଯାଉଛି
ନ୍ୟୁମିସ୍ମେଟିକ୍ ସୋସାଇଟି ମୁତାବକ , ମୁଦ୍ରା ଉପରେ ତାର ଦାମ୍ ନିର୍ଭର କରିଥାଏ । ତାହା ଯେତିକି ଦୁର୍ଲ୍ଲଭ ହେବ ତାହା ମୂଲ୍ୟ ସେତେ ଅଧିକା ହେବ । ମିଳୁନଥିବା କରେନ୍ସି ପରି ଏରର୍ କରେନ୍ସି ର ବଡ ମାର୍କେଟ୍ ଅଛି । ଭାରତରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମାନେ ୧୯୩୯ ମସିହା ରେ ୧ ଟଙ୍କିଆ ସିଲଭର୍ ମୁଦ୍ରା ଛପା ବନ୍ଦ ହୋଇଯାଇଥିଲା , ସେହି ବର୍ଷର ମୁଦ୍ରା ବହୁତ କମ୍ ଲୋକଙ୍କ ପାଖରେ ଥିବ , ଏହାର ମୁଲ୍ୟ ୨ ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଟେ । ସେମିତି ବି ନକଲି ମୁଦ୍ରାର ବଜାର ବହୁତ ବଡ ଅଟେ , ଏଥିପାଇଁ ନୁହେଁ କି ମୁଦ୍ରାକୁ ଦେଖି ତା ମୁଲ୍ୟ ଲଗାଇ ହେବ , ପ୍ରଦର୍ଶନୀରେ ପ୍ରାୟ ୧୦୦ ଟି ଦେଶ ନୋଟ୍ ଓ ମୁଦ୍ରାର ପ୍ରଦର୍ଶନ କରାଯାଉଛି , ଏହି ମୁଦ୍ରା ଜରିଆରେ ଦିଲ୍ଲୀର ଇତିହାସରେ ଦର୍ଶାଯାଇଛି ।
ଇକୋନୋମିକ ଟାଇମ୍ସ ମୁତାବକ, ବାଦଶାହ ଆକବର ହିନ୍ଦୁ ଦେବୀ ଦେବତାଙ୍କ ଚଡା ୧୨ ଟି ରାଶିମାନଙ୍କ ଉପରେ ଅଲଗା ଅଲଗା ମୁଦ୍ରା ଛପା ଯାଇଛି , ଏହି ମୁଦ୍ରା ଏ ପର୍ଯ୍ୟନ୍ତ ବି ଅଛି , କିନ୍ତୁ ଏହାର ଖୋଜା ଜାରି ଅଛି , ଯଦି କାହାପାଖରେ ଆକବର ଙ୍କ ତିଆରି ମୁଦ୍ରା ଅଛି ତେବେ ତାହା ବଜାରରେ ମୁଲ୍ୟ ୧୫ କୋଟି ରୁ ଅଧିକା ଅଟେ , ପ୍ରର୍ଦଶନୀରେ ଏମିତି ବହୁତ ମୁଦ୍ରା ପ୍ରଦର୍ଶିତ କରାଯାଈଛି , ସବୁ କାଳର ଓ ଶାସକର ଚାଲିଥିବା ମୁଦ୍ରାକୁ ଦେଖାଯାଈଛି