December 23, 2024

Odia Express

Leading Odia News Portal of Odisha

ଏହି ଦୁଇଟି ଚମତ୍କାରୀ ଶବ୍ଦ କହିଲେ କୋଟିପତି ହେବାରେ କେହି ବି ଅଟକାଇପାରିବେ ନାହିଁ , ଜାଣନ୍ତୁ କଣ ଅଟେ ସେହି ଶବ୍ଦ..

ଏହି ପୃଥବୀରେ ସବୁ ମାନବ ପ୍ରାଣୀ ଧନବାନ ହେବାକୁ ଇଚ୍ଛା ପ୍ରକାଶ କରନ୍ତି , ଯାହାପାଇଁ ସେ ପ୍ରତିଦିନ କଡା ପରିଶ୍ରମ କରିଥାନ୍ତି , କିନ୍ତୁ ଏହା ସତ୍ତ୍ୱେ ସେ ସଫଳତା ହାସିଲ୍ କରିପାରନ୍ତି ନାହିଁ , କିନ୍ତୁ ସେ ନିଜେ ଧନବାନ ହେବାପାଇଁ ଇଚ୍ଛା ରଖିଥାଏ , ଏହା ସତ୍ତ୍ୱେ ବି ସେ ଧନବାନ ହୋଇପାରେ ନାହିଁ , ଯାହାଦ୍ୱାରା ସେ ଧୀରେ ଧୀରେ ଅସହାସ ବୋଲି ମନେ କରେ । ଓ ତାହାର ଆତ୍ମବିଶ୍ୱାସ ଭାଙ୍ଗିବାକୁ ଲାଗେ , ଓ କିଛି ଲୋକେ ଧନୀ ହେବାପାଈଁ ଅଲଗା ଅଲଗା ବାଟ କରିଥାନ୍ତି , କିନ୍ତୁ ତା ସତ୍ତ୍ୱେ ବି ସେମାନେ ଧନୀ ହୋଇପାରନ୍ତି ନାହିଁ ।

ଆଜି ଆମେ ଦୁଇଟି ଶବ୍ଦ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ପ୍ରଭାବଶାଳୀ ଅଟେ । ଏହି ମନ୍ତ୍ରକୁ କହିଲେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆରମ୍ଭ ହୋଇଯିବ , କହିଦେବୁ କି ଆପଣଙ୍କୁ ଯେଉଁ ଶବ୍ଦ କହିଲେ ଅଧିକା ଶକ୍ତି ଆସିଥାଏ ତାହାକୁ କହିଲେ ଶକ୍ତିର ପ୍ରବାହ ହୁଏ , ଓ ଏହା ସହ ଆତ୍ମବିଶ୍ୱାସ ବି ବୃଦ୍ଧି ହୁଏ ।

ଏହି ଦୁନିଆଁରେ ସବୁଠାରୁ ଅଧିକା ଶକ୍ତିଶାଳୀ ଶବ୍ଦ ଅଟେ ତାହା ହେଲା ମୈ ହୁଁ , ଏକ ଛୋଟ ଶବ୍ଦ ଅଟେ , ଯାହା ବ୍ୟକ୍ତିର ଭିତରେ ଏକ ଅଲଗା ଶକ୍ତି ସଂଚାର କରାଏ , ଓ ନିଜ ଉପରେ ବିଶ୍ୱାସ ଜାଗ୍ରତ କରାଏ , ଯେମିତିକି ଆପଣଙ୍କୁ ଜଣାଥିବ କି ଯେ କୌଣସି ଗରିବ ମଣିଷ ବାରମ୍ବାର ଗରିବ କହିଥାଏ , ତେବେ ସେ ଜୀବନରେ ଅଧିକା ଗରିବ ହୋଇଥାଏ , ଯଦି ଆପଣ ମେଁ ହୁଁ କହିବେ ତେବେ ସକରାତ୍ମକ ବିଚାର ବ୍ୟବହାର କରିବେ , ତେବେ ଆପଣ ଧନୀ ହୋଇପାରିବେ ।

ଏହି ମନ୍ତ୍ରକୁ କହିଲେ ଆପଣଙ୍କ ମଧ୍ୟରେ ଏକ ଅଲଗା ଶକ୍ତିର ସଂଚାର ହେବ , ଓ ଧନୀ ହେବାର ପରିଶ୍ରମ କରିବେ , ଓ ସଫଳତା ମିଳିବ , ଆମେ ଯେଉଁ ଜିନିଷ ବିଷୟରେ ଅଧିକା ଭାବିଥାଉ , ତାହାକୁ ଅଧିକା ଆକର୍ଷିତ ହୋଇଥାଉ , ଏହି କାରଣରୁ ଆମର ସକରାତ୍ମକ ଭାବନା ସଠିକ୍ ଦିଗରେ ଯିବ , ଓ ଆମେ ଧନୀ ହେବାକୁ କେହି ଅଟକାଇପାରିବେ ନାହିଁ ।

ଆମେ ଯେଉଁ ମନ୍ତ୍ର ବିଷୟରେ କହିବୁ ତାହା ହେଲା ୧) ମୁଁ ଧନୀ ଅଟେ , ମୁଁ ସଫଳ ଅଟେ , ସୁଖୀ ଅଟେ , ମୁଁ ସୁସ୍ଥ୍ୟ ଅଟେ ।

୨) ମୁଁ ଲିଡର ଅଟେ , ପାଠପଢାରେ ବୁଦ୍ଧିମାନ ଅଟେ , ଓ ନିଜ ବିଜନେସ୍ ରେ ସଫଳ ଅଟେ ।

Leave a Reply

Your email address will not be published. Required fields are marked *