ଯଦି ଆପଣଙ୍କ ସାଥିଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥାଏ ତେବେ ଭାଗ୍ୟବାନ ଅଟନ୍ତି ଆପଣ , ଜାଣନ୍ତୁ ତାହା କେଉଁ ଅକ୍ଷର..
ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଯତ୍ନବାନ ଓ ଭଲ ପାଉଥିବା ସାଥିଙ୍କ ସନ୍ଧାନ କରୁଛନ୍ତି । ଯଦି ଆପଣ ମଧ୍ୟ ସେହିମାନଙ୍କ ମଧ୍ୟରୁ ଜଣେ ଜିଏକି ଏକ କେୟାରିଙ୍ଗ ଓ ଲଭିଙ୍ଗ ପାର୍ଟନର ସନ୍ଧାନ କରୁଛନ୍ତି ତେବେ ଏହି ପୋଷ୍ଟ ଆପଣଙ୍କ ନିମନ୍ତେ । ଆଜି ଆମେ ଆପଣଙ୍କୁ ଏହି ଇପୋଷ୍ଟ ମାଧ୍ୟମରେ କହିବୁ ଯେ ଆପଣଙ୍କୁ ନିଜର ଏହି ସନ୍ଧାନ କେଉଁ ବ୍ୟକ୍ତିଙ୍କ ଉପରେ ଶେଷ କରିବାଉଚିତ । ଏହାସହ ଆମେ ଅପନନକୁ ଏହା ମଧ୍ୟ କହିବୁ ଯେ ଯଦି ଆପଣ ସେହି ବ୍ୟକ୍ତିଙ୍କ ଉପରେ ନିଜର ଏହି ସନ୍ଧାନ ଶେଷ କରନ୍ତି ତେବେ ଆପଣଙ୍କୁ ଏହାର ଲାଭ ଆଗାମୀ ସମୟରେ ମିଳିବ ।
ତେବେ ଚାଲନ୍ତୁ ଏ ବିଷୟରେ ବିସ୍ତାର ପୂର୍ବକ ଜାଣିବା
S – ଏପରି କୁହାଯାଏ ଯେ ଯଦି ଆପଣ ଜୀବନରେ ଗୋଟିଏ ଲଭିଙ୍ଗ ଓ କେୟାରିଙ୍ଗ ଜୀବନସାଥିଙ୍କର ସନ୍ଧାନ କରୁଛନ୍ତି ତ୍ବେ ଆପଣଙ୍କୁ ନିଜର ସନ୍ଧାନ ସେହି ବ୍ୟକ୍ତିଙ୍କ ଉପରେ ଶେଷ କରିବା ଉଚିତ ଯାହାର ନାମର ପ୍ରାରମ୍ଭ ଇଂରାଜୀ ଅକ୍ଷର ଏମ କିମ୍ବା ଓଡିଆ ରେ ମ ଅକ୍ଷର ହୋଇଥିବ । ଯଦି ଆପଣଙ୍କୁ ନିଜର ଜୀବନରେ କେବେ ମଧ୍ୟ ଏହି ନାମ ର ସାଥି ମିଳନ୍ତି ତେବେ ଆପଣ ତାଙ୍କୁ ନିଜର ଜୀବନସାଥି କରିବାରେ ଅଳ୍ପ ବିଳମ୍ବ ମଧ୍ୟ କରନ୍ତୁ ନାହିଁ। ଏହି କଥା ଶୁଣିବା ପରେ ଆପଣଙ୍କୁ କିଛି ଆଚମ୍ବିତ ଲାଗିପାରେ କିନ୍ତୁ ଯେବେ ଆପଣ ଏହି S ନାମଧାରୀ ବ୍ୟକ୍ତିଙ୍କର ସୁଗୁଣ ବିଷୟରେ ଜାଣିବେ ତ ଆପଣ ମଧ୍ୟ ଏହି କଥାରେ ପୂର୍ଣ୍ଣ ସହମତ ହେବେ । ତେବେ ଆସନ୍ତୁ ଜାଣେଇବୁ ଆପଣଙ୍କୁ ଏମ ନାମାଧାରୀ ଲୋକମାନଙ୍କର କିଛି ସଦଗୁଣ
ଆକର୍ଷକ ବ୍ୟକ୍ତିତ୍ଵ – ଯେଉଁ ଲୋକଙ୍କ ନାମର ପ୍ରାରମ୍ଭ ଅକ୍ଷର S ହୋଇଥାଏ ତାଙ୍କର ଚାହାଣି ଓ ତାଙ୍କର ବ୍ୟକ୍ତିତ୍ଵ ବହୁତ ଆକର୍ଷକ ହୋଇଥାଏ । ଆକର୍ଷକ ବ୍ୟକ୍ତିତ୍ଵ ବାଲା ଏହି ଲୋକମାନେ ନିଜର ଜୀବନସାଥୀଙ୍କର ପ୍ରତ୍ୟେକ ଭାବନାର ସଂପୂର୍ଣ୍ଣ ଧ୍ୟାନ ରଖନ୍ତି। ନିଜର ସାଥିଙ୍କର ପୁରା ଖିଆଲ ରଖୁଥିବା ଏହି ଲୋକମାନେ କେବେ ମଧ୍ୟ କାହାର ହୃଦୟକୁ ଦୁଃଖ ଦିଅନ୍ତି ନାହିଁ ଓ କେବେ ମଧ୍ୟ ନିଜ କଥା ଦ୍ଵାରା ତାଙ୍କୁ କଷ୍ଟ ଦିଅନ୍ତି ନାହିଁ ।
ଭରସାଯୋଗ୍ୟ – ଏହି ଲୋକଙ୍କର ବିଷୟରେ ଏପରି ମଧ୍ୟ କୁହାଯାଏ ଯେ ଏହି ଲୋକମାନେ ବହୁତ ଅଧିକ ଭରସାଯୋଗ୍ୟ ହେବ ସହ ବଚନର ପକ୍କା ଅଟନ୍ତି । ନିଜର ଜୀବନରେ କେବେ ମଧ୍ୟ ନିଜର ସାଥୀଙ୍କୁ ଧୋକା ଦେଇନଥିବା ଏହି ଲୋକମାନେ ନିଜର ସାଥିଙ୍କ ଖରାପ ସମୟରେ ମଧ୍ୟ ତାଙ୍କର ସାଥି ଛାଡନ୍ତି ନାହିଁ । ଏମାନଙ୍କ ନିମନ୍ତେ ଏହି ସମ୍ପର୍କ ବହୁତ ଅଧିକ ମୂଲ୍ୟ ରଖିଥାଏ । ଏହି କାରଣରୁ ଏହି ଲୋକମାନେ ଜୀବନସାରା ନିଜର ସାଥିଙ୍କ ସହ ନିର୍ବାହ କରନ୍ତି ।
ପ୍ରେମପ୍ରବଣ – ଯଦି ବିବାହିତ ଜୀବନର କରାଯାଏ ତେବେ ବୈବାହିକ ଜୀବନରେ ମଧ୍ୟ ହେଇ ଲୋକମାନେ ବହୁତ ଅଧିକ ରୋମାଣ୍ଟିକ ହୋଇଥାନ୍ତି । ରୋମାଣ୍ଟିକ ହେବାକରଣରୁ ଏମାନଙ୍କ ଜୀବନରେ କେବେ ମଧ୍ୟ ରୋମାନ୍ସର ଅଭାବ ହୋଇନଥାଏ । ରୋମାଣ୍ଟିକ ହୋଇଥିବା ସହ ବହୁତ ଅଧିକ ଉତ୍ସାହୀ ହୋଇଥିବା ଏହି ଲୋକଙ୍କର ଉତ୍ସାହ ଏମାନଙ୍କର ଯୌନଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହାଙ୍କ ବିଷୟରେ ଏପରି ମଧ୍ୟ କୁହାଯାଏ ଯେ ଏହି ଲୋକମାନେ ନିଜର ପ୍ରେମ ପ୍ରାପ୍ତି ନିମିତ୍ତ ଯେକୌଣସି ସୀମା ଅତିକ୍ରମ କରିବାକୁ ସବୁବେଳେ ପ୍ରସ୍ତୁତ ଥାଆନ୍ତି ।