ଯଦି ଦାନ୍ତରେ ପୋକ ଲାଗୁଚି ତେବେ ଆପଣାନ୍ତୁ ଏହି ଅଚୁକ ଉପାୟ , ମଜବୁତି ସହ କଷ୍ଟରୁ ମିଳିବ ମୁକ୍ତି ଓ ଆଉ କେବେ ଦାନ୍ତ ପୋକ ଖାଇବେ ନାହିଁ..
ବହୁତଥର ଦେଖାଯାଏ କି ମିଠା ଖାଇଲେ ଆପଣଙ୍କ ଦାନ୍ତ ପୋକ ଖାଇବା ସହ ନାନାଦି ଦନ୍ତ ରୋଗର ସମସ୍ୟା ଦେଖାଦିଏ , ଆମେ ନିଜ ଦାନ୍ତରେ ଅସହନୀୟ ପୀଡା ଓ ପୋକ ଖାଇବାକୁ ନେଇ ବହୁତ ଅସୁବିଧା ଭୋଗିଥାଉ , ଏହା ଏଥିପାଇଁ ହୋଇଥାଏ କି କାରଣ ଅଧିକାଂଶ ଛୁଆ ବିଶେଷ ରୁପରେ ଚକଲେଟ୍ କିମ୍ବା ମିଠାଯୁକ୍ତ ଖାଦ୍ୟ ଖାଈବା ଖାଇଥାନ୍ତି , ଯଦି ବାପା ମା ଠିକ୍ ସମୟରେ ଛୁଆଙ୍କ ଦାନ୍ତ ଗୁଡିକ ଦେଖାଶୁଣା କରିବେ ନାହିଁ ତେବେ ସେ ସମୟ ଥିବା ସମୟରେ ପୋକ ଖାଇ ନଷ୍ଟ ହେବା ସହ ଉପଡୀଯାଇପାରେ , ଆମେ ଆଜି ସେହି ପୋକ ଗୁଡୀକ ବାହାର କରିବା ପାଇଁ ଏକ ଅଚୁକ ଉପାୟ ନେଇକରି ଆସିଛୁ , ଯାହାକୁ ବ୍ୟବହାର କଲେ ଆପଣଙ୍କ ଦାନ୍ତ ଶକ୍ତ ହେବ , ଓ ନାନାଦି କଷ୍ଟରୁ ମୁକ୍ତି ମିଳିପାରିବ ।
ସବୁଠାରୁ ପ୍ରଥମେ କହିଦେବୁ କି ଆପଣଙ୍କ ଦାନ୍ତରେ ପୋକ ଖାଇଥାଏ କଣ ପାଇଁ , ସାଧାରଣତଃ ଛୁଆଙ୍କ ଦାନ୍ତରେ ପୋକ ଖାଇବା ସମସ୍ୟା ଦେଖିବାକୁ ମିଳେ , ଏହାର ପ୍ରଥମ କାରଣ ହୋଇଥାଏ କି ଅତ୍ୟାଧିକ ପରିମାଣର୍ ମିଠାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା , ଓ ଏହା ଆସ୍ତେ ଆସ୍ତେ ସଢିବାକୁ ଆରମ୍ଭ କରେ । ଓ ଏଥିରୁ ପୋକ ବାହାରିଥାଏ , ଏହା ଛଡା ଆହୁରି ଏକ କାରଣ ଅଛି କି ଯଦି ଆପଣ ଠିକ୍ ସମୟରେ ଛୁଆଙ୍କ ଦାନ୍ତ ଗୁଡିକ ସଫା ସୁତୁରା ନ କରନ୍ତି ଏହା ପୋକ ଖାଇ ଦାନ୍ତକୁ ନଷ୍ଟ କରିଦିଅନ୍ତି , ଯାହା ଦ୍ୱାରା ଆପଣଙ୍କୁ ଦାନ୍ତ ଭାଙ୍ଗିବାକୁ ପଡିଥାଏ ।
ବହୁତ ଛୁଆ ଅଛନ୍ତି ଯେଉଁ ମାନେ ଚକଲେଟ୍ ଖାଇବାକୁ ପସନ୍ଦ କରନ୍ତି ଯାହାକୁ ସେମାନେ ଚୋବାଇଲା ପରେ ତାହା ଦାନ୍ତରେ ଲାଗିଯାଏ , ଓ ତାହା ସହ ସେମାନେ କ୍ରିମ୍ ବିସ୍କୁଟ୍ ବି ଖାଇବାକୁ ପସନ୍ଦ ଅଧିକା କରିଥାନ୍ତି ଯାହା ଦ୍ୱାରା ଦାନ୍ତ ଗୁଡିକ ନଷ୍ଟ ହୋଈଯାଏ , ଛୁଆଙ୍କ ଦାନ୍ତ ନରମ ହୋଇଥାଏ , ଓ ଏହାକୁ ଯଦି ସଠିକ ଧ୍ୟାନ ରଖାଯାଏ ତେବେ ଆଗକୁ ଯାଇକରି ଏହା ଏକ ସୁସ୍ଥ୍ୟ ଦାନ୍ତ ହୋଇ ବାହାରିବ ।
ଏବେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ କି ଯଦି ଆପଣଙ୍କ ଦାନ୍ତରେ କୌଣସି ପୀଡ୍ କିମ୍ବା କିଛି ଅସୁବିଧା ଦେଖାଦେଉଛି ,ତେବେ ଆପଣ ପ୍ରଥମେ ଡାକ୍ତର ସହ ଏହାର ବିଷୟରେ ଆଲୋଚନା କରନ୍ତୁ , ଓ ଘରୋଇ ଚିକିତ୍ସା ପ୍ରଣାଳୀ ଆପଣାନ୍ତୁ , ଓ ପ୍ରତିଦିନ ଦାନ୍ତ ଗୁଡିକ ସଫା ରଖନ୍ତୁ , ଯଦି ଆପଣ ଘରୋଇ ଚିକିତ୍ସା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଦରକାର ପଡୀପାରେ
ଏକ ଫିଟିକିରି ଓ ଲବଙ୍ଗର ତେଲ , ପ୍ରଥମେ ଫିଟିକିରି କୁ ଗୁଣ୍ତକରି ତାହାର ପାଉଡର୍ ବନାଇଦିଅନ୍ତୁ , ଓ ସେଥିରେ ଲବଙ୍ଗର ତେଲ ପକାଇ ମିଶ୍ରଣ ବନାଇଦିଅନ୍ତୁ , ଓ ଏବେ ତାହାକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠି ଆପଣଙ୍କର ଦାନ୍ତ ପୋକ ଖାଇଛି , ଓ କଷ୍ଟ ଅନୁଭବ କରୁଛନ୍ତି , ଓ ଏହାକୁ ଲଗାଇଲା ପରେ ଦାନ୍ତକୁ ଭଲ ଭାବେ ମସାଜ କରନ୍ତୁ , ଏମିତି କଲେ ଦାନ୍ତ ପୋକ ଖାଈବା ବନ୍ଦ ହୋଇଯିବ , ଓ ସବୁ କଷ୍ଟରୁ ମୁକ୍ତି ମିଳିବ , ଓ ଦାନ୍ତଗୁଡିକ ସୁସ୍ଥ୍ୟ ଓ ମଜବୁତ ରହିବ