December 23, 2024

Odia Express

Leading Odia News Portal of Odisha

ENO ର ଏହି ଛୋଟ ଉପାୟ କରିଲେ ଆପଣଙ୍କ ମଇଳା ଓ ହଳଦିଆ ରଙ୍ଗ ହୋଇଯାଈଥିବା ଦାନ୍ତଗୁଡିକୁ ଗୋଟିଏ ମିନିଟରେ ମୋତି ପରି ଚମକାଇଦେବ..

ଆଜିକା ସମୟରେ କିଏ ବା ନଚାହେଁ କି ସେ ତାର ଦାନ୍ତକୁ ସୁନ୍ଦର ଚକମକ କରୁ , କିନ୍ତୁ ସମସ୍ତଙ୍କ ଇଚ୍ଛା ପୁରା ହୋଇପାରେ ନାହିଁମ୍ , କିଛି ଲୋକ ସିଗାରେଟ୍ କିମ୍ବା ତମାଖୁ ଖାଈବା ଦ୍ୱାରା ଦାନ୍ତ ହଳଦିଆ ହୋଇଯାଏ , ଓ ଦାନ୍ତକୁ ପୂର୍ଣ୍ଣବାର ଆଉଥରେ ଧଳା କରିବାକୁ ଅସୁବିଧା ହୋଇଯାଏ , ସେମିତି କହିଦେବୁ କି ଓରାଲ୍ ସଫାଇ ଓ କିଛି ଘରୋଇ ଉପାୟ ଦ୍ୱାରା ଏହି ଅସୁବିଧାରୁ ମୁକ୍ତିପାଇପାରିବେ । ଓରାଲ୍ ସଫାଇ ମାନେ ମୁହଁକୁ ଭଲ ଭାବରେ ସଫା କରିବା , ଯେଉଁଥିରେ ଦୁଇଥର ବ୍ରଶ୍ କରିବା , ମାଉଥ୍ ୱାଶ୍, ଓ ଦିନରେ ଗୋଟେ ଥର ପ୍ଲାସ୍ କରିବା ହୋଇଥାଏ , ଆସନ୍ତୁ ଜାଣିବା କିପରି ଏହି ଘରୋଇ ପଦ୍ଧତି ଦ୍ୱାରା କିଛି ଦିନ ମଧ୍ୟରେ ଦାନ୍ତକୁ ଚମକାଇ ପାରିବା ।

 

କହିଦେବୁ କି ଇନୋ ରେ ସାଇଟ୍ରିକ୍ ଏସିଡ୍ ଓ ସୋଢାର ଏକ ମିଶ୍ରଣ ହୋଇଥାଏ , ଓ ପ୍ରାୟ ୪୦ ପ୍ରତିଶତ୍ ବେକିଙ୍ଗ୍ ସୋଢା ହୋଇଥାଏ , ଏଥିପାଇଁ ଏସିଡିଟି ସଂବନ୍ଧିତ ଅସୁବିଧାକୁ ଦୂର କରିବାପାଇଁ ଆମେ ଉପଯୋଗ କରିଥାଉ , ସେମିତି କିଛି ଘରରେ ଏହାର ପ୍ରୟୋଗ ଢୋକଲା, ଭଟୁରା, ଇଟଲି, ଆଦି ଫୁଲାଇବାପାଇଁ କରାଯାଇଥାଏ , କିନ୍ତୁ ଡାକ୍ତର୍ ଏପରି କରିବାକୁ ମନା କରନ୍ତି ,

 

ଏହି ଉପାୟ କରିବା ପୂର୍ବରୁ ଆପଣଙ୍କୁ ଏକ ଲେମ୍ବୁ ନେବାକୁ ହେବ , ଓ ଅଧା ଚାମଚ ଇନୋ , ଏହାପରେ ହାତରେ ଲେମ୍ବୁର ରସ ପକାଇ ଓ ଇନୋକୁ ମିଶାଈ ଏହି ଦୁହେଁଙ୍କୁ ମିଶାଇ ଦାନ୍ତକୁ ବ୍ରଶ୍ କରନ୍ତୁ , ଏମିତି କରିଲେ ଆପଣଙ୍କୁ  ୧ମିନିଟ୍ ରେ ଛାଡିଦେବାର ଅଛି, ଓ ତାପରେ ପାଣିରେ କୁଳି କରିନେବା ଉଚିତ୍ , ଏହାକୁ ଚାହିଁଲେ ଦିନକୁ ଦୁଇଥର ପ୍ରୟୋଗ କରିବେ , ଦେଖିବେ ଆପଣଙ୍କ ଦାନ୍ତ ଆଗ ଭଳି ଆହୁରି ଚମକ ଆସିଯାଈଛି ।

Leave a Reply

Your email address will not be published. Required fields are marked *