October 22, 2024

Odia Express

Leading Odia News Portal of Odisha

ଆଗାମୀ ପାଞ୍ଚ ମାସ ପର୍ଯ୍ୟନ୍ତ ଏହି ରାଶିମାନଙ୍କ ପାଇଁ ମାଡି ଆସିବ ଦୁଃଖର ପାହାଡ , ରକ୍ଷା ପାଇବା ନିମନ୍ତେ କରିବାକୁ ହେବ ଏହି କାମ..

ଜୀବନରେ ସୁଖ ଓ ଦୁଃଖର ଯିବାଆସିବା ଲାଗି ରହିଛି । ଆମେ ସମସ୍ତେ ଈଶ୍ବରଙ୍କ ନିକଟରେ ଏହି ପ୍ରାର୍ଥନା କରୁଛୁ ଯେ ଆମ ଜୀବନରେ ସର୍ବଦା ସୁଖ ଓ ଶାନ୍ତି ବିରାଜମାନ କରୁ । କିନ୍ତୁ ଏହା ସଂପୂର୍ଣ୍ଣ ଆମ ହାତରେ ନାହିଁ । ଆପଣଙ୍କ ରାଶି ଓ ତାସହ ସମ୍ବନ୍ଧିତ ଗ୍ରହ ନକ୍ଷତ୍ରଙ୍କର ବଦଲୁଥିବା ସ୍ଥିତିର ଏହାଉପରେ ବହୁତ ଅଧିକ ପ୍ରଭାବ ପଡିଥାଏ । କିଛି ଘଟଣାରେ ତ ଏହି ଗ୍ରହ ମାନଙ୍କର ଖରାପ ଦଶ ଆପଣଙ୍କ ପଛରେ ହାତ ଧୋଇ ପଡିଯାଏ । ତାପରେ ଦୁଃଖ ଆପଣଙ୍କ ଜୀବନରୁ ଯିବାର ନାଁ ଧରେ ନାହିଁ । ଏଭଳି କିଛି ଆସନ୍ତା ପାଞ୍ଚ ମାସ ପାଇଁ ତିନୋଟି ରାଶିଙ୍କ ସହ ହେବାକୁ ଯାଉଛି । ଏହି ତିନି ରାଶିଙ୍କୁ ପାଞ୍ଚ ମାସ ଲଗାତାର ଦୁଖର ସମ୍ମୁଖୀନ ହେବାକୁ ପଡିବ । ଯଦି ଆପଣଙ୍କ ରାଶି ମଧ୍ୟ ଏଥିରେ ଅଛି ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆମେ ଏହି ଦୁଃଖ ଦୂରେଇବା ପାଇଁ ଆପଣଙ୍କୁ କିଛି ଉପାୟ ମଧ୍ୟ କହିବୁ । ଏହିଭଳି ଆପଣ ଆସୁଥିବା ଦୁଃଖକୁ ଦୂରକୁ ଠେଲି ଦେବେ । ତେବେ ଆସନ୍ତୁ ଜାଣିବା ଏହି ରାଶିମାନେ କିଏକିଏ ଅଟନ୍ତି

 

ବୃଷ ରାଶି – ଏହି ରାଶିର ଜାତକଙ୍କୁ ଧନାଭାବର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ଜୀବନରେ କିଛି ଏପରି ଘଟଣା ଘଟିପାରେ ଯେଉଁ କାରଣରୁ ଆପଣଙ୍କର ବହୁତ ଧନ କ୍ଷତି ହୋଇଯିବ । ଏମିତିରେ ଟଙ୍କା ସମ୍ବନ୍ଧିତ ମାମଲାରେ ଆପଣ ଶୁବୁବେଳେ ସତର୍କ ରୁହନ୍ତୁ ଓ ଏହାକୁ ବୁଝିବିଚାରୀ କର୍ଚ୍ଚ କିମ୍ବା ନିବେଶ କରନ୍ତୁ । ଆପଣଙ୍କର ଏକ ଛୋଟିଆ ଭୂଲ ଝାଳବୁହା ଧନକୁ ନଷ୍ଟ କରିଦେଇପାରେ । ଏହି ସମସ୍ୟା ଟାଳିବା ପାଇଁ ଆପଣ ଶୁକ୍ରବାର ଦିନ କୌଣସି ଗରିବ ସଧବା ମହିଳାଙ୍କୁ ଲାଲ ରଙ୍ଗର ଶାଢୀରେ ନିଜ ଇଚ୍ଛାରେ କିଛି ଟଙ୍କା ରାଖୀ ଭେଟି ଦିଅନ୍ତୁ । ଏଥିରେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଓ ଆପଣଙ୍କର ହେବାକୁ ଥିବା ସମ୍ଭାବିତ କ୍ଷତି ଟଳିଯିବ।

 

ବୃଶ୍ଚିକ ରାଶି – ଏହି ରାଶିର ଜାତକ ମାନଙ୍କୁ ଆସନ୍ତା ପାଞ୍ଚ ମାସ ପାଇଁ ଦୁର୍ଭାଗ୍ୟର ସମ୍ମୁଖୀନ ହେବାକୁ ପଡିବ । ଅର୍ଥାତ ଆସନ୍ତା ପାଞ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଆପଣଙ୍କୁ ଧୋକା ଦେବ । ଆପଣ ଯେତେ ପ୍ରଚେଷ୍ଟା କରନ୍ତୁ ପଛକେ କିନ୍ତୁ ଆପଣଙ୍କ ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବନାହିଁ । ଏହି ଦୁର୍ଭାଗ୍ୟ ଏତେ ସହଜରେ ଆପଣଙ୍କ ପିଛା ଛାଡିବ ନାହିଁ । ଏମିତିତରେ ଏହ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବାନିମନ୍ତେ ଆପଣ ଗଣେଶଙ୍କୁ ପ୍ରସନ୍ନ କରିବାର ପ୍ରଚେଷ୍ଟା କରନ୍ତୁ । ଏଥିପାଇଁ ଆପଣ ବୁଧବାର ଦିନ ଗଣେଶ ମନ୍ଦିରରେ ପିତ୍ତଳ କିମ୍ବା ତମ୍ବା ନିର୍ମିତ ବସ୍ତୁ ଦାନ କରନ୍ତୁ । ତାସହ ଏହି ପଛ ମାସଯାକ ବହୁତ ଜରୁରୀ କାର୍ଯ୍ୟ ଯଦି ଥିବ ତେବେ କରନ୍ତୁ ନତୁବା ତାହା ଟାଳି ଦିଅନ୍ତୁ ।

ତୁଳା ରାଶି –  ଏମାନଙ୍କୁ ଆସନ୍ତା ପାଞ୍ଚ ମାସ ମଧ୍ୟରେ ଭଗ୍ନ ସ୍ୱାସ୍ଥ୍ୟ ଓ ସମ୍ପର୍କ ହାନି ର ସମ୍ମୁଖୀନ ହେବାକୁ ପଡିପାରେ । ଏଥିପାଇଁ ଆପଣ ନିଜର ସ୍ୱାସ୍ଥ୍ୟ ଉପରେ ବିଶେଷ ରୂପେ ଧ୍ୟାନ ଦିଅନ୍ତୁ । ତାସହ ବନ୍ଧୁ ବାନ୍ଧବ ମାମଲାରେ ଶାନ୍ତି ଆପାଣନ୍ତୁ ଓ କ୍ରୋଧରେ କିଛି କରନ୍ତୁ ନାହିଁ ନହେଲେ ପରେ ଆପଣଙ୍କୁ ଏହାର ଭାଙ୍ଗିବାର ପଶ୍ଚାତପ ହେବ । ଯଦି ଆପଣ ଚାହାନ୍ତି ତେବେ ହନୁମାନଙ୍କର ଗୋଟିଏ ପ୍ରମୁଖ ଉପାୟ କରି ଏହି ଦୁଇଟି ବିପଦର ସମାଧାନ କରିପାରିବେ । ଏଥିପାଇଁ ଆପଣଙ୍କୁ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିରରେ ଦୀପ ଜଳେଇବାକୁ ହେବ । ତାସହ ନଡିଆ,ପେସ୍ତା ଓ ଚଣା ପ୍ରସାଦ ମଧ୍ୟ ଲଗାନ୍ତୁ , ଏହାଦ୍ୱାରା କଷ୍ଟ ଆପଣଙ୍କଠାରୁ ଦୂରେଇ ରହିବ ।

Leave a Reply

Your email address will not be published. Required fields are marked *