December 23, 2024

Odia Express

Leading Odia News Portal of Odisha

ବିଛା କାମୁଡିଲେ କରନ୍ତୁ ଏହି ଉପାୟ , ମାତ୍ର କିଛି ସେକେଣ୍ତରେ ଶେଷ ହୋଇଯିବ ସବୁ ପୀଡା…

ଆପଣ ଦେଖିଥିବେ ଯେମିତି ଖରାଦିନ ଆସିଯାଏ କିଛି ବିଷାକ୍ତ ଜୀବ ମାଟିରୁ ବାହାରି ବାହାରେ ବୁଲିବାକୁ ଲାଗନ୍ତି , ସେ ଯେଉଁଠି ତାଙ୍କ ପାଇଁ ସଠିକ୍ ବାତାବରଣ ମିଳେ ସେଠାରେ ବସବାସ କରନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଏଥିରେ କିଛି ବିଷାକ୍ତ ଜୀବଥାନ୍ତି , ଯାହାଙ୍କ ଦଂଶନରେ ଆପଣଙ୍କୁ ବିଷ ବାହାର କରିବା ଅସୁବିଧା ହୋଇଯାଏ , ଯେଉଁଥିରେ ଗୋଟେ ଜୀବ ହେଲା ବିଛା । ହଁ ଆଜ୍ଞା ବିଛା ଏକ ଖତରନାକ ଜୀବ ଅଟେ । କାରଣ ଏହା କାମୁଡିଲେ ଏହାର ବିଷ ଏତେ ବିଷାକ୍ତକର ହୋଇଥାଏ କି ଏହା ପୁରା ଶରୀରରେ ବ୍ୟାପିଯାଏ , ଓ ଶିକାର ହୋଇଥିବା ବ୍ୟକ୍ତି ବହୁତ ପୀଡା ସହିବାକୁ ପଡେ ,

 

ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ବିଛା କାମୁଡିଲେ ବଞ୍ଚିପାରିବେ , ଏହା ଏକ ହୋମିଓପାଥିକ୍ ମେଡିସିନ୍ ଅଟେ ,ଯାହା ବିଛା କାମୁଡିଲେ ବିଷରୁ ବଞ୍ଚିବାପାଇଁ ନିଆଯାଇଥାଏ , କହିଦେବୁ କି ସିଲିସି ୨୦୦ ନାମକ ଏହି ମେଡିସିନ୍ ଆପଣଙ୍କୁ କେଉଁ ମେଡୀସିନ୍ ଦୋକାନରେ ସହଜରେ ମିଳିଯିବ ।ଏହାକୁ ଆପଣ ନିଜ ଘରେ ପ୍ରଥମରୁ କିଣି ରଖନ୍ତୁ , ତାପରେ ଯଦି କେବେ ବିଛା କାମୁଡିଲା ତେବେ ଏହି ମେଡିସିନ୍ କୁ ସବୁ ୧୦ ମିନିଟ୍ ରେ ନିଜ ଜିଭରେ ଗୋଟେ ବୁନ୍ଦା ଦିଅନ୍ତୁ , ଏହି ମେଡିସିନ୍ କେବଳ ୩ ଥର ନେବାର ଅଛି , ଯେବେ ବିଛା ଦଂଶନ କରିଥାଏ ତେବେ ସେ ତାର ଲାଞ୍ଜର ପଛ ପଟରେ ଥିବା ବିଷକୁ ଛାଡିଦିଅ , ଯାହା ଦ୍ୱାରା ଶରୀରରେ ଅସହନୀୟ ପୀଡା ହୋଇଥାଏ ,

କିନ୍ତୁ କହିଦେବୁ କି ଏହି ମେଡୀସିନ୍ ନେବାର ଠିକ୍ ଅଧ ଘଣ୍ଟା ପରେ ଆପଣଙ୍କ ବିଷ ଝଡିଯିବ , ଓ ଏହି ମେଡିସିନ୍ ନଦୀର ମାଟି ଦ୍ୱାରା ତିଆରି ହୋଇଛି, ଯେଉଁଥିରେ କିଛି ମାତ୍ରାରେ ବାଲି ବି ହୋଇଥାଏ ।

ଜଣାଇଦେବୁ କି ଏହି ମେଡିସିନ୍ ର ପ୍ରୟୋଗ କେବଳ ବିଛା କାମୁଡିଲେ ନୁହେଁ ବରଂ କଣ୍ଟା ଲାଗିଲେ , କାଚ ପଶିଗଲେ ଶରୀରରେ , ମହୁମାଛି ଦଂଶନ ଆଦି କାମୁଡିଲେ ପ୍ରୟୋଗ କରାଯାଏ , ଏହି ମେଡିସିନ୍ ହୋମିଓପାଥି ମେଡିସିନ୍ ଷ୍ଟୋର୍ ରେ ମିଳିଯିବ , ଏହା କେବଳ ୫-୧୦ ଟଙ୍କା ମଧ୍ୟରେ ହୋଇଥାଏ । ।

Leave a Reply

Your email address will not be published. Required fields are marked *