October 25, 2024

Odia Express

Leading Odia News Portal of Odisha

କାଶୀରୁ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ପଠାଗଲା ଝିଅ ବାହାଘରର ନିମନ୍ତ୍ରଣ ପତ୍ର, ତା ବଦଳରେ ଘରକୁ ଆସିଲା ଏପରି କିଛି ଉତ୍ତର ଯେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ..

ଆଜିକାଲି ବାହାଘର ସିଜିନ୍ ଚାଲିଛି ଓ ଦେଶ ସାରା ବହୁତ ବାହାଘର ହେଉଛି , ସେମିତି ଯଦି କଥା ହେବା ଏମିତି ଲୋକଙ୍କର ଯେଉଁମାନେ ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି , ହଁ କିଛି ଏହିପରି ରୋଚକ ଜାନକାରୀ ଶୁଣିବାକୁ ମିଳିଥିଲା କାଶୀରେ , ଆପଣ ସମସ୍ତେ ଜାଣିଥିବେ କି ପିଏମ୍ ମୋଦୀଙ୍କ ସାଂସଦୀୟ କ୍ଷେତ୍ର କାଶୀ ଅଟେ , ସେଥିପାଇଁ ସେଠାକାର ଲୋକେ ପିଏମ୍ ମୋଦୀଙ୍କୁ ନିଜର ପରିବାର ସଦସ୍ୟ ବୋଲି ମାନିଚଳନ୍ତି  | ଏହି କାରଣରୁ ଜଣେ ମହିଳା ପିଏମ୍ ମୋଦୀଙ୍କୁ ନିଜ ଝିଅ ବାହାଘରରେ ବାରାଣାସୀ ଆସିବା ପାଇଁ ନିମନ୍ତ୍ରଣ ପଠାଇଥିଲେ , ଯାହାପରେ ସେହି ବାହାଘରରେ ସେ ଉପସ୍ଥିତ ହୋଇ ତ ପାରିନଥିଲେ କିନ୍ତୁ ସେ ସେହି ନିମନ୍ତ୍ରଣ ପତ୍ର ବଦଳରେ ନବ ବିବାହିତ ଯୋଡିଙ୍କୁ ଗୋଟେ ସନ୍ଦେଶ ପଠାଇଲେ

 

ଆପଣଙ୍କୁ କହିଦେବୁ କି ବାରାଣାସୀରେ ରହୁଥିବା ମିଥିଳେଶ ତିୱାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଝିଅ ଅଙ୍କିତାର ବିବାହ ପତ୍ର ପଠାଇଥିଲେ , ଯେଉଁ ସମୟରେ ସେମିତି ବି ପିଏମ୍ ମୋଦୀ ଉପସ୍ଥିତ ରହିପାରିଲେ ନାହିଁ କିନ୍ତୁ ତାହା ବଦଳରେ ତାଙ୍କୁ ଏକ ଶୁଭକାମନା ସଂନ୍ଦେଶ ପଠାଇଥିଲେ , ଯାହାକୁ ପାଇ ପରିବାର ଲୋକେ ଖୁସି ହୋଇଗଲେ । ଏବେ ଆପଣ ଭାବୁଥିବେ କି ଏହି ଶୁଭ କାମନା ସନ୍ଦେଶରେ କଣ ଲେଖାଥିବ , କହିଦେବୁ କି ସେଥିରେ ଲେଖାଥିଲା କି ପରିବାରର ଖୁସିରେ ସାମିଲ୍ କରିବାପାଇଁ ବହୁତ ବହୁତ ଧନ୍ୟବାଦ , ବର ବଧୁ ଅଙ୍କିତା ଓ ଶିବମ୍ ଙ୍କ ଜୀବନ ଶୁଭାରମ୍ଭ ଓ ହାର୍ଦ୍ଦିକ ବଧାଇ , ଶୁଭ ଲଗ୍ନର ବେଳା ଜୀବନରେ ଖୁସି ଆଣୁ, ବିଶ୍ୱାସ ଓ ମିତ୍ରତା ଡୋରିରେ ଦୁହିଁଙ୍କ ସଂବନ୍ଧ ଭଲ ରହୁ ।

ତାଳମେଳ ଦ୍ୱାରା ଜୀବନ ଆଗକୁ ବଢୁ , ଓ ତାହା ସହ ସଂବନ୍ଧ ବି ଅଧିକା ଗଭିର ଓ ମଜବୁତ୍ ରହୁ , ଏହି କାମନା ଓ ସୁଖଦ ଓ ସୌଭାଗ୍ୟପୂର୍ଣ୍ଣ ଶୁଭକାମନା ଓ ଆଶିଷ ମିଳୁ , ଏହିଥିରୁ ପ୍ରମାଣ ହୋଇଗଲା କି ପିଏମ୍ ମୋଦୀ ନିଜ ଜନତାଙ୍କୁ ପୁରା ଦାୟିତ୍ୱ ରଖିଥାନ୍ତି , ତାଙ୍କର ବ୍ୟବହାର ସକାଶେ ସେ ସମସ୍ତ ଭାରତୀୟଙ୍କ ହୃଦୟରେ ଅଛନ୍ତି , ଆଜିର ସମୟରେ କେବଳ ଦେଶରେ ନୁହେଁ ବିଦେଶରେ ତାଙ୍କର ଚର୍ଚ୍ଚା ହେଉଛି , ପିଏମ୍ ମୋଦୀ ଏହା ସାବିତ୍ କରିଦେଲେ କି ଯେଉଁଠି ସେ ଅଛନ୍ତି ଅସମ୍ଭବ ବୋଲି କିଛି ଶବ୍ଦ ନାହୀଁ , ସେ ଦେଶର ଜନତାଙ୍କୁ ପୂରା ଦାୟିତ୍ୱ ନେଇଛନ୍ତି

Leave a Reply

Your email address will not be published. Required fields are marked *