October 23, 2024

Odia Express

Leading Odia News Portal of Odisha

ଯଦି ଆପଣ ସବୁ ମାସରେ ୨୫ ହଜାର ଟଙ୍କା କମାଇବାକୁ ଚାହୁଁଛନ୍ତି ଓ ବିଜୁଳି ବିଲ୍ ରୁ ମୁକ୍ତି ତେବେ ଆଜି ହିଁ ଆପଣାନ୍ତୁ ଏହି ତରିକା…

ମହଙ୍ଗା ଯୁଗରେ ନିଜ ଖର୍ଚ୍ଚ ତୁଲାଇବା ଏକ କାଠିକର ପାଠ ଅଟେ , ଏମିତିରେ ବଢୁଥିବା ବିଜୁଳିର ବିଲ୍ ମୁଣ୍ତ ବିନ୍ଧାର କାରଣ ହୋଇଥାଏ , ଯାହା ଜୀବନ ଚଳିବାରେ ଅସୁବିଧା ହୋଇଥାଏ , ଯଦି ବିଲ୍ ଦେଇଦିଅନ୍ତି ତେବେ ସେହି ମାସରେ ଚଳିବା କଷ୍ଟକର ହୋଇଯାଏ , ସେମିତି ଆଜି ଆମେ ଆପଣଙ୍କୁ ଏକ ତରିକା ବିଷୟରେ କହିବୁ , ଯାହାକୁ ଆପଣାଇଲେ ଆପଣଙ୍କୁ ବିଜୁଳି ଦୈୟରୁ ମୁକ୍ତି ମିଳିପାରିବ , ତା ସହ ଆପଣ ୨୫ ହଜାର ଟଙ୍କା ଆୟ ବି କରିପାରିବେ । ଏବେ ଆପଣ ଭାବୁଥିବେ କି ହୋଇପାରେ ଆପଣଙ୍କୁ ବିଲ୍ ଦେବାକୁ ପଡିବ ନାହିଁ , ଓ କମାଇବି ପାରିବେ , ତେବେ ଆପଣଙ୍କୁ କହିଦେବୁ କି ଏଥିପାଇଁ ଆପଣଙ୍କୁ ନିଜ ଘରର ଛାତ ଆବଶ୍ୟକ ପଡିପାରେ , ତେବେ ଆସନ୍ତୁ କହିବୁ କିପରି ମାସ ମଧ୍ୟରେ ନିଜ ଘରେ ବସି ଆୟ କରିପାରିବେ ।

 

ଯଦି ଆପଣ କମାଇବାକୁ ଚାହ୍ଁନ୍ତି ତେବେ ୨୫ ହଜାର ପ୍ରତି ମାସ ତ ଆପଣଙ୍କ ଘରର ଛାତ କମ୍ ସେ କମ୍ ୧୦x୧୦ ଫୁଟ୍ ହେବା ଦରକାର , ସେମିତି ଆପଣଙ୍କ ପାଖରେ ଯଦି ଖାଲି ଫ୍ଲାଟ୍ ଅଛି ତେବେ ଆପଣ କମାଇପାରିବେ , ଏଠାରେ ସୋଲାର୍ ଏନର୍ଜିର କମ୍ପାନୀ ଲାଗିବ , ଯାହାକୁ ନେଇ ଆପଣ ସୋଲାର୍ ଏନର୍ଜୀର ଏକ ପ୍ଲାଣ୍ଟ ଏକ କିଲୋୱାଟ୍ ରୁ ନେଇକରି ୧୦ କିଲୋୱାଟ୍ ଲଗାଇପାରିବେ । ଯେଉଁଥିରେ ସବୁଦିନ ୧ କିଲୋୱାଟ୍ ପ୍ଲାନ୍ ପ୍ଲାନ୍ ୫ ୟୁନିଟ୍ ର ବିଜୁଳିଦେବ ।

ଆପଣଙ୍କୁ କହିଦେବୁ କି ଘରେ ୨ କିଲୋୱାଟ୍ ପ୍ଲାଣ୍ଟ ଲଗାଇବାକୁ ହେଲେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ଆସିବ , ଯାହା ପୁରା ବର୍ଷ ତିନି ହଜାର ୟୁନିଟ୍  ବିଜୁଳି କମ୍ ସେ କମ୍ ଦେବ , ଯାହାକୁ ନେଇ ଆପାଣ ପ୍ରତି ମାସ ଦୁଇ ୟୁନିଟ୍ ରୁ ଖର୍ଚ୍ଚ କରିପାରିବେ , ପୁରା ବର୍ଷରେ ୨୪ ୟୁନିଟ୍ ହେବ , ଆପଣ ନେଶନ୍ୟାଲ୍ ଗ୍ରିଡ୍ ବାକି ୬୦୦ ୟୁନିଟ୍ ବିକ୍ରି କରିପାରିବେ , ଯାହାକୁ ନେଶନ୍ୟାଲ୍ ଗ୍ରିଡ୍ ୧୦ ଟଙ୍କା ଦରରେ କିଣିବ , ଯାହାକୁ ନେଇ ସବୁ ବର୍ଷ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ ।

ଯଦି ଆପଣ ୫ କିମ୍ବା ୧୦ କିଲୋୱାଟ୍ ପ୍ଲାଣ୍ଟ୍ ଲଗାଉଛନ୍ତି ତେବେ ଏହାକୁ ଲଗାଇଲେ ୫ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ଆସିବ , ଆପଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ୬୦ ପ୍ରତିଶତ ସବ୍ ସିଡି ମିଳିବ , ଯାହାର କାରଣରୁ ଦଶ ଲକ୍ଷ ଟଙ୍କାରେ ଆପଣଙ୍କ ଖର୍ଚ୍ଚ ୪ ଲକ୍ଷ ଆସିବ , ସେମିତି ୧୦ କିଲୋୱାଟ୍ ପ୍ଲାଣ୍ଟରୁ ୩୦ ହଜାର ୟୁନିଟ୍ ବାହାରିବ , ଯାହାକୁ ନେଇ ମାସକୁ ୨୩ ରୁ ୨୫ ହଜାର ଟଙ୍କା କମେଇ ପାରିବେ ।

Leave a Reply

Your email address will not be published. Required fields are marked *