ଆଜି ନାଗ ପଞ୍ଚମୀ ଦିନ ଏହି ତିନୋଟି ରାଶିର ଲୋକଙ୍କୁ ମିଳିବ ମନ ମୁତାବିକ ବରଦାନ ,ଦେଖନ୍ତୁ କେଉଁ ରାଶି ସାମିଲ ଅଛନ୍ତି..
ନାଗ ପଞ୍ଚମୀ ହିନ୍ଦୁମାନଙ୍କର ଏକ ପ୍ରମୁଖ ଉତ୍ସବ ହୋଇଥାଏ , ହିନ୍ଦୁ ପଞ୍ଚାଙ୍ଗର ଅନୁସାରେ ଶ୍ରାବଣ ମାସର ଶୁକ୍ଳ ପକ୍ଷ ପଞ୍ଚମୀରେ ନାଗ ପଞ୍ଚମୀ ରୁପରେ ପାଳିଥାନ୍ତି , ଏହି ଦିନ ନାଗ ଦେବଆ ସର୍ପଙ୍କର ପୁଜା କରାଯାଏ । ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏହିଥର ନାଗ ପଞ୍ଚମୀ ଉତ୍ସବ ବହୁତ ହିଁ ଶୁଭ ବୋଲି ମାନାଯାଇଛି, କାରଣ ଏହି ଥର ନାଗ ପଞ୍ଚମୀ ୫ ଅଗଷ୍ଟ ସୋମବାରକୁ ପଡୁଛି, ଓ ସୋମବାର ଦିନ ଶିବଙ୍କର ଦିନ ବୋଲି ଜଣାଯାଏ , ଓ ଭଗବାନ ଶିବଙ୍କୁ ଯଦି ଖୁସ୍ କରିବାର୍ ଅଛି ତେବେ ନାଗ ଦେବତାଙ୍କୁ ଖୁସି କରିବାକୁ ହେବ , ତେବେ ଆସନ୍ତୁ ଜାଣିବା ସେହି ୩ ଟି ରାଶିର ଉପରେ କିପରି ପ୍ରଭାବ ପଡୁଛି ନାଗ ପଞ୍ଚମୀ ଦିନ ।
୧) ମେଷ ରାଶି : ଆପଣଙ୍କ ଆସୁଥିବା ସମୟ ବହୁତ ହିଁ ଶୁଭ ହେବ , ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ସବୁ କଷ୍ଟ ଦୂର ହେବ , ଆପଣଙ୍କ ପାଇଁ ଏହା ଭଲ ସମୟ ଅଟେ , ବେପାର କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାରର ଫାଇଦା ମିଳିପାରିବ , ଅଚାନକ ଧନଲାଭ କରିବାର ସମ୍ଭାବନା ହେଉଛି ।
୨) କୁମ୍ଭ ରାଶି : ଆଇନଗତ ମାମଲାରେ ଆପଣଙ୍କୁ ବଡ ସଫଳତା ମିଳିପାରିବ , ଓ ପ୍ରୋପଟି ମାମଲାରେ ଲାଭ ମିଳିପାରିବ , ବେପାରରେ ଧନ ଲାଭ ହେବାର ସମ୍ଭାବନା ରହୁଛି, ଘର ପରିବାରରେ ଚାଲୁଥିବା ସବୁ ଅସୁବିଧା ଦୂର ହେବ , ମା ବାପାଙ୍କର ସହଯୋଗ ପ୍ରାପ୍ତି ହେବ , ନିଜ ବିରୋଧୀଙ୍କର ଉପରେ ବିଜେତା ଲାଭ କରିବେ , ଅଚାନକ କାରୋବାରରେ କେଉଁ ଆଡେ ଯାତ୍ରା କରିପାରନ୍ତି ଏହା ଦ୍ୱାରା ବଡ ଫାଇଦା ମିଳିବ ।
୩) ତୁଳା ରାଶି : ଅଚାନକ ଧନ ଲାଭ ମିଳିବାରୁ ଆପଣ ଖୁସି ବହୁତ ହେବେ , ଆପଣ କରଜରୁ ମୁକ୍ତି ପାଇବେ , ଆପଣ ଭାବିନଥିବେ କି ଏହି ପରି ଲାଭ ମିଳିବ , ନିଜ କାମରେ ସଫଳତା ମିଳିବ , ଯଦି ଆପଣ ଗାଡି କିଣିବାକୁ ଚାହୁଁଛନ୍ତି ଏହା ବହୁତ ଫାଇଦା ଦାୟକ ରହିବ , ନାଗଦେବତାଙ୍କ କୃପାରୁ ନିଜ ଜୀବନ ସବୁବେଳେ ରହିବ , ସଫଳତା ମିଳିବ ଓ ଭାଗ୍ୟ ବଦଳିଯିବ ।
ଉପରେ ଦିଆଯାଇଥିବା ଏହି ୩ ଟି ରାଶିବାଲାଙ୍କୁ ମନ ମୁତାବିକ ବରଦାନ ଚାହୁଁଥିଲେ ତେବେ ନାଗପଞ୍ଚମୀ ଦିନ ସକାଳୁ ଉଠିକରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ , ଓ ଭଗବାନ ଶିବଙ୍କର ମନ୍ଦିରକୁ ଯାଈକରି ଜଳ ଅର୍ପଣ କରନ୍ତୁ , ଓ ଆଖପାଖ ନାଗ ଦେବତା ଦେଖାଦେଲେ କ୍ଷୀର ପିଆନ୍ତୁ , ଏହି ପରି ଭୋଳାନାଥ ଆପଣଙ୍କ ଉପରେ ଖୁସି ହୋଇଯିବେ , ଓ ମନ ମୁତାବିକ ବର ଦେବେ ।
ନାଗ ପଞ୍ଚମୀ ଦିନ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସୁ ଏଥିପାଇଁ ଆପଣଙ୍କ ମତାମତ ସହ , ଜୟ ନାଗ ଦେବତା ନିଶ୍ଚିତ ଲେଖନ୍ତୁ ।