October 22, 2024

Odia Express

Leading Odia News Portal of Odisha

ମହିଳା ମାନେ ସକାଳୁ ଉଠିଲା ପରେ ଏହି କାମ ଗୁଡିକ କରିଦେବା ବହୁତ ଜରୁରି ହୋଇଥାଏ – ଚମକି ଉଠିବ ଆପଣଙ୍କ ଭାଗ୍ୟ..

ସମସ୍ତଙ୍କ ଦିନ ଚର୍ଚ୍ଚା ଏକା ଭଳି ହୋଇନଥାଏ , କିନ୍ତୁ ସମସ୍ତଙ୍କ ଦିନ ଚର୍ଚ୍ଚା ନିଜ ନିଜ ରୁଟିନ୍ ଜରୁରୀ ହୋଇଥାଏ , ଯେଉଁ ବ୍ୟକ୍ତି ସକାଳୁ ଉଠି ଯାହା ହେଲେ ବି କରିଥାଏ , ଯଦି ଆପଣ ୧୦ ଜଣ ଲୋକଙ୍କୁ ପଚାରିବେ କି ସକାଳୁ ଉଠି କଣ କରନ୍ତି , ତେବେ ସେ ଅଲଗା ଅଲଗା ଉତ୍ତର ଦେବେ କେବେ ଆପଣ ଭାବିଛନ୍ତି କି ଆପଣ ଯାହା ବି କାମ କରନ୍ତି ତାହା ଆପଣଙ୍କ ପାଇଁ ଭଲ ଅଟେ କି ମନ୍ଦ । ହଁ ଏବେ ଆପଣ ଭାବିବାକୁ ବାଧ୍ୟ ହେବେ , ଆମେ ଆପଣଙ୍କୁ କିଛି ଏପରି ଖବର ଜଣାଉଛୁ , ଯାହା ବ୍ୟକ୍ତି ସକାଳୁ ଉଠିକରି ଭୁଲ୍ ବଶତଃ କରିଲେ ବି ତାହା ଠିକ୍ ଥାଇ ମଧ୍ୟ ଭୁଲ୍ ହୋଈଯାଏ , ଯାହାର କାରଣରୁ ପୁରା ଜୀବନ ଚିନ୍ତାରେ କାଟିଥାଏ , ତେବେ ଆସନ୍ତୁ ଜାଣିବା ।

 

ସକାଳୁ ଉଠି ପିଅନ୍ତୁ ପାଣି : – ସବୁଠାରୁ ଖାସ୍ କଥା ଏହି କି ଯେ କେଉଁ ମହିଳା କିମ୍ବା ପୁରୁଷର ସବୁଠାରୁ ଜରୁରୀ କାର୍ଯ୍ୟ ହୋଇଥାଏ କି ସକାଳୁ ଉଠିବା ମାତ୍ରେ ହିଁ ପାଣି ପିଇବା , ଏଥିପାଇଁ ଏହା ଜରୁରୀ ହୋଇଥାଏ , ଅଧିକାଂଶ ଲୋକଙ୍କର ସକାଳ ଉଠିଲା ପରେ ମୁହଁ ନଧୋଇ ଚାହା ପିଇବାକୁ ମନ ହୋଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଚାହା ଦ୍ୱାରା ଆମେ ବହୁତ ରୋଗକୁ ନିମନ୍ତ୍ରଣ ଦେଇଥାଉ , ତେବେ ଏହି ସବୁ ଅଭ୍ୟାସ ଛାଡି ଚାହା ବଦଳରେ ପାଣି ପିଅନ୍ତୁ ।

 

ମହିଳା ମାନେ ଯୋଗ କରିବା ନିତାନ୍ତ ଜରୁରୀ :- ଏମିତିରେ ଯେଉଁ ମହିଳା ମାନେ ଘରେ ସକାଳୁ ଉଠୁଛନ୍ତି ସେମାନେ ଦିନକୁ ସକାଳ ସମୟରେ ୧୦ ମିନିଟ୍ ଯୋଗ କରନ୍ତୁ , ଏମିତି କଲେ ଆପଣଙ୍କୁ ପୁରା ଫୁର୍ତ୍ତି ମିଳିଥାଏ , ଏମିତି ଜାଣିଛନ୍ତି କି ମହିଳାଙ୍କୁ କେତେ କାମ କରିବାକୁ ପଡିଥାଏ , ତେଣୁ ଏହା ବହୁତ ଜରୁରୀ ହୋଇଛି ।

ସ୍ୱାମୀଙ୍କ ସହ ଟିକେ ମଜାମସ୍ତି : ସେମିତି ବିବାହିତ ଦମ୍ପତିଙ୍କ କଥା କହିଲେ ଏହା ଜରୁରୀ ହୋଇଥାଏ କି ଯୋଗ ପରେ ସ୍ୱାମୀଙ୍କ ସହ ବେଶୀ ନୁହେଁ ଅଳ୍ପ ଟିକେ ମଜାମସ୍ତି କରନ୍ତୁ , ଆପଣଙ୍କୁ ଜଣେଇଦେବୁ କି ଯଦି ସକାଳ ଭଲରେ ଆରମ୍ଭ ହୋଇଥାଏ ତେବେ ଦିନ ଭଲରେ କଟିଥାଏ ।

 

ତୁଳସୀ ଗଛର କରନ୍ତୁ ପୁଜା : କୁହାଯାଏ କି ତୁଳସୀ ଗଛ ନିଶ୍ଚିତ ନିଜ ଘର ଅଗଣାରେ ଲଗାନ୍ତୁ , ଓ ତାହାର ପୁଜା ବି କରନ୍ତୁ , ଯଦି କେଉଁ ମହିଳା ରବିବାରକୁ ଛାଡିକରି ବାକି ସବୁ ଦିନରେ ତୁଳସୀର ପୁଜା କରିଥାଏ ତେବେ ତାହାର ଘରେ କେବେ ବି ଧନ କିମ୍ବା ଅନ୍ନର ଅଭାବ ହୋଇନଥାଏ ।

ନିଜ ମନ ପସନ୍ଦର ଗୀତ ଶୁଣନ୍ତୁ : ଆଉ ଏକ ବଢିଆ ଉପାୟ ହେଲା ସକାଳୁ ଉଠିଲାପରେ ନିଜ ମନ ମୁତାବିକ ଗୀତ ଶୁଣନ୍ତୁ , ଏମିତି କରିଲେ ଅବସାଦ ଦୁର ହୁଏ ,

Leave a Reply

Your email address will not be published. Required fields are marked *