ଯଦି ସକାଳୁ ଖାଲି ପେଟରେ ଚାହା ପିୟୁଛନ୍ତି , ତେବେ ନିଶ୍ଚିତ ପଢନ୍ତୁ ଏହି ଖବର ନହେଲେ..
ସାଧାରଣତଃ ସକାଳୁ ସକାଳୁ ସମସ୍ତଙ୍କୁ ଚାହା ପିଇବାକୁ ଅଭ୍ୟାସ ଥାଏ , ସେମିତି ଏହି ଅଭ୍ୟାସରେ କିଛି ବି ଖରାପ ନୁହେଁ , କିନ୍ତୁ ଯଦି ଖାଲିପେଟରେ ଏହାକୁ ସେବନ କଲେ ତେବେ ଏହା ସମସ୍ୟା ଉପୁଜାଇଥାଏ , ହଁ ଆଜ୍ଞା କହିଦେବୁ କି ଚାହା ପିଇବା ପୁଣି ଖାଲିପେଟରେଏହା ଶରୀରପାଇଁ କ୍ଷତିକାରକ ହୋଇଥାଏ , ଯାହା ଦ୍ୱାରା ଶରିରରେ ଏସିଡିଟି ମାତ୍ରା ବଢିଯାଈଥାଏ । ଏହା ସହ ଆୟୁର୍ବେଦରେ ଚାହା ସହ ଗୋଟିଏ ବିସ୍କୁଟ୍ ନେବାପାଇଁ ଉପଦେଶ ଦେଇଛନ୍ତି , ଏହା ଛଡା ଖାଲିପେଟରେ ଚାହା ପିଇଲେ ବହୁତ କ୍ଷତିକାରକ ହୋଇପାରେ , ଆସନ୍ତୁ ଜାଣିବା ଖାଲିପେଟରେ ଚାହା ପିଇବା ଦ୍ୱାରା କଣ କଣ କ୍ଷତି ହୋଇପାରେ ।
୧) ଏହାର ପ୍ରଥମ କ୍ଷତି ଏହା ହୋଇଥାଏ କି ଏହା ପୁରୁଷଙ୍କ ମଧ୍ୟରେ ପ୍ରୋଟେଷ୍ଟ କ୍ୟାନ୍ସରର ସମ୍ଭାବନାକୁ ବଢାଇଦେଇଥାଏ । ଏଥିପାଇଁ ଯଦି ଆପଣ ଏହି କ୍ୟାନ୍ସରରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ କେବେ ଖାଲିପେଟରେ ଏହା ସେବନ କରନ୍ତୁ ନାହିଁ ।
୨) ଏହା ଛଡା ଖାଲିପେଟରେ କ୍ଷୀର ବାଲା ଚାହା ପିଇଲେ ଏହା ଥକାପଣ ଅନୁଭବ କରାଇଥାଏ , ଏହା ସହ ମିଜାଜ୍ ବି ଚିଡଚିଡା ପରି ଲାଗେ ।
୩) କହିଦେବୁ କି ଅଦାବାଲା ଚାହା ପିଇଲେ ଆପଣଙ୍କୁ ଗ୍ୟାସ୍ ପରି ସମସ୍ୟା ହୋଇପାରେ ।
୪) ସେମିତି ଖାଲି ପେଟରେ ବ୍ଲାକ୍ ଟି ସେବନ କଲେ ଏହା ଦେହକୁ ଫୁଲାଇଦିଏ । ମାନେ ପେଟକୁ ଅଧିକା ଫୁଲାଇଦିଏ।
୫) ଯଦି ଆପଣଙ୍କୁ ମାଲୁମ୍ ନଥିବ ତେବେ କହିଦେବୁ କି ଖାଲି ପେଟରେ ଚାହା ପିଇଲେ ଏହା ଶରୀରରେ ପ୍ରୋଟିନ୍ ଓ ବାକି ନ୍ୟୁଟ୍ରିୟନ୍ସ ଅବଜରଭେସନ୍ କମ୍ କରିଥାଏ ।
୬) ଚାହାରେ ଟେନିନ୍ ହୋଇଥାଏ , ଯାହାର କାରଣରୁ ଖାଲିପେଟରେ ଚାହା ପିଇଲେ ଏହା ବାନ୍ତି ହେବାର ସମ୍ଭାବନାକୁ ବଢାଇଦିଏ ।
୭) ଏହା ଛଡା ଚାହାରେ କେଫିନ୍ , ଏଲ ଥାୟାନିନ୍, ଓ ଥିୟୋଫାଇଲିନ୍ ବି ହୋଇଥାଏ , ଯାହାକୁ ନେଇ ଖାଲିପେଟରେ ଚାହା ପିଇଲେ ଅପଚ ସମୟ ହୋଇଥାଏ ,
୮) କହିଦେବୁ କି ଖାଲିପେଟରେ ଯାଈକରି ଗ୍ୟାଷ୍ଟିକ୍ ମ୍ୟୁକୋସା ମାତ୍ରା ବଢାଇଦିଏ , ଯାହା ଦ୍ୱାରା ଭୋକ କମ୍ ଲାଗେ ।
୯) ସେମିତି ଖାଲି ପେଟରେ ଚାହା ପିଇଲେ ଅଲସର ପରି ସମସ୍ୟା ଦେଖାଦେଇଥାଏ ।