September 19, 2024

Odia Express

Leading Odia News Portal of Odisha

ଏମାନେ ହେଲେ ବଲିଉଡ୍ ର ସବୁଠାରୁ ଲୋକପ୍ରିୟ ହିରୋଇନ ଙ୍କ ସୁନ୍ଦର ମା ମାନେ – ଦେଖିଲେ ଆପଣ ମଧ୍ୟ ଖୁସି ହେବେ..

ବଲିଉଡ୍ ଇଣ୍ତଷ୍ଟ୍ରିଜ୍ ଏବେ ଦୁନିଆଁ ସାରା ଫେମସ୍ ହୋଇସାରିଛି, ଓ ବଲିଉଡ୍ ଷ୍ଟାର୍ ଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ହଲିଉଡ୍ ଷ୍ଟାର୍ ଙ୍କ ଠାରୁ କମ୍ ନୁହେଁ , ବଲିଉଡ୍ ଫିଲ୍ମର ସ୍ତର ଆଜି ଏତେ ବଢିଯାଇଛି କି ବଲିଉଡ୍ ଫିଲ୍ମ ଆଜି ହଲିଉଡ୍ ଫିଲ୍ମକୁ କଡା ଟକ୍କର ଦେଇପାରୁଛି, ସେମିତି ଆଜି ବଲିଉଡ୍ ଅଭିନେତ୍ରୀଙ୍କ କଥା କହିଲେ , ସେମାନେ କେଉଁ ହଲିଉଡ୍ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ , ବଲିଉଡ୍ ରେ ଜଣେ ଅଭିନେତ୍ରୀ ଅଛନ୍ତି , ଯିଏକି ବଲିଉଡ୍ ଛଡା ହଲିଉଡ୍ ରେ ନିଜର ଅଭିନୟ ଦେଖାଇସାରିଛନ୍ତି , ସେମିତି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସହ ତାଙ୍କ ମା ବି ବହୁତ ସୁନ୍ଦର ଦେଖିବାକୁ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବଲିଉଡ୍ ର ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ ଓ ତାଙ୍କ ମା ମାନଙ୍କର ବିଷୟରେ ।

 

ଦୀପିକା ପାଦୁକୋଣ ଓ ତାଙ୍କ ମା ଉଜ୍ଜଳା : ବଲିଉଡ୍ ରେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋଣ ବଲିଉଡ୍ ସହ ହଲିଉଡ୍ ରେ ବି ନିଜର ଯାଦୁ ଦେଖାଇସାରିଛନ୍ତି , ହଁ ଯଦି ଆମେ ତାଙ୍କ ମାଙ୍କ ବିଷୟରେ କଥା ହେଲେ ତାଙ୍କ ମା ଙ୍କ ନାଁ ହେଲା ଉଜ୍ଜଳା , ସେ ବହୁତ ସୁନ୍ଦର ଲାଗନ୍ତି ।

 

ଉର୍ବଶୀ ରାଉତେଲା ଓ ତାଙ୍କ ମା ମୀରା ରୋତେଲା : ବଲିଉଡ୍ ରେ ନ୍ୟାଚୁରାଲ୍ ବ୍ୟୁଟି ନାଁରେ ଜଣାଯାଉଥିବା ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ସୁନ୍ଦରତା କାହାର ବି ହୃଦୟ ଚୋରି କରିପାରିବ , ଉର୍ବଶିଙ୍କ ସୁନ୍ଦରତାରେ ବହୁତ ଲୋକ ଦିୱାନା ହୋଇସାରିଛନ୍ତି , ସେମିତି କିଛି ଫିଲ୍ମରେ କାମ କରିଛନ୍ତି , କିନ୍ତୁ ତାଙ୍କର ପପୁଲାରଟୀ ବଲିଉଡ୍ ଅଭିନେତ୍ରୀଙ୍କୁ ମାତ୍ ଦେଇପାରେ , ସେମିତି ତାଙ୍କ ମା ମୀରା ରୋତେଲା ସୁନ୍ଦରତା ନିଜ ଝିଅଙ୍କ ଠାରୁ କମ୍ ନୁହେଁ , ସେ ଆଜି ବି ବହୁତ ସୁନ୍ଦର ଲାଗୁଛନ୍ତି ।

 

ଶ୍ରଦ୍ଧା କାପୁର ଓ ତାଙ୍କ ମା ଶିବାଙ୍ଗୀ : ଆଜିର ସମୟରେ ଶ୍ରଦ୍ଧା ବଲିଉଡ୍ ରେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହୋଇସାରିଛନ୍ତି , ଓ ବଲିଉଡ୍ ରେ ନିଜ ପାଦ ଥାପି ସାରିଛନ୍ତି , ଶ୍ରଦ୍ଧା ଏକ ଅଭିନେତ୍ରୀ ସହ ଏକ ଭଲ କଳାକାର ଅଟନ୍ତି , ଯଦି ତାଙ୍କ ମାଙ୍କ ବିଷୟରେ କଥା ହେବା ତେବେ ତାଙ୍କ ମା ଶିବାଙ୍ଗୀ ବହୁତ ସୁନ୍ଦର ଅଭିନେତ୍ରୀ ରହିସାରିଛନ୍ତି । ସେ ବହୁତ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି , ସେମିତି ଶିବାଙ୍ଗୀ ଆଜି ବି ବହୁତ ସୁନ୍ଦରୀ ଲାଗୁଛନ୍ତି ।

Leave a Reply

Your email address will not be published. Required fields are marked *